ଜାତୀୟ

ରିଲାଏନ୍ସ ଜିଓର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୨୨।୪: ଦେଶର ସର୍ବବୃହତ୍‌ ଟେଲିକମ୍‌ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ ପକ୍ଷରୁ ଶୁକ୍ରବାର ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ…

‘ମନ କି ବାତ’ର ୧୦୦ ତମ ଏପିସୋଡରେ ଜାରି ହେବ ୧୦୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ,୨୨।୪: ‘ମନ କି ବାତ’ର ୧୦୦ତମ ଏପିସୋଡ ସମ୍ପୂର୍ଣ୍ଣ ହେବା ଅବସରରେ ୧୦୦ ଟଙ୍କିଆ ମୁଦ୍ରା ଜାରି କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ତମ ଏପିସୋଡ ଚଳିତ ମାସର ଶେଷ ରବିବାର ପ୍ରଚାରିତ…

ଦେଶରେ କରୋନା ଆତଙ୍କ, ୨୪ଘଣ୍ଟା ମଧ୍ୟରେ ୧୨ ,୧୯୩ଟି ନୂଆ ମାମଲା

ନୂଆଦିଲ୍ଲୀ, ୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ଭାରତରେ କରୋନାର ନୂଆ ମାମଲାଗୁଡ଼ିକର ଗ୍ରାଫ ଦିନକୁ ଦିନ ବଦଳୁଛି। ସଂକ୍ରମଣ ଦିନେ କମିଲେ ଦିନେ ବଢିବାରେ ଲାଗିଛି। ତେବେ ଶୁକ୍ରବାର ଦିନ କରୋନା ମାମଲା…

ଇଦରେ ଶପଥ ନେଲେ ମମତା

କୋଲକାତା,୨୨।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଦ ଅବସରରେ ଏକ ଶପଥ ନେଇଛନ୍ତି। ମମତା କହିଛନ୍ତି, ଆମେ ଦେଶକୁ ଭାଗ ଭାଗ ହେବାକୁ ଦେବୁନାହିଁ। ସେ କହିଛନ୍ତି, ମୁଁ ଇଦରେ ଶପଥ ନେଉଛି ନିଜର ଜୀବନ ପଛେ ଦେଇଦେବି ହେଲେ ଦେଶକୁ…

ସୋନିଆଙ୍କ ସମ୍ପର୍କୀୟଙ୍କ ଜମି ଦଖଲ କରିଥିଲେ ଅତିକ୍‌

ପ୍ରୟାଗରାଜ,୨୨।୪: ମାଫିଆରୁ ରାଜନେତା ଅତିକ୍‌ ଅହମଦ ବେଆଇନ ଭାବେ ଜମି ଦଖଲ କରିବା ଘଟଣା କାହାକୁ ଅଛପା ନୁହେଁ। ଏପରିକି ଉପା ଶାସନ ସମୟରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମ୍ପର୍କୀୟଙ୍କ ଜମିକୁ ଅତିକ ଦଖଲ କରିଥିଲେ। ପ୍ରୟାଗରାଜର ସିଭିଲ୍‌…

ସୁଦାନରେ ଫସିଛନ୍ତି ୩ ହଜାର ଭାରତୀୟ

ଖାର୍ତୁମ/ନୂଆଦିଲ୍ଲୀ,୨୨।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ଶନିବାରଠାରୁ ଚାଲିଥିବା ସଂଘର୍ଷ ଗମ୍ଭୀର ସ୍ଥିତି ଉପୁଜାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଅନୁସାରେ ସୁଦାନର ସାମରିକ ସଂଘର୍ଷରେ ୪୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ…

ଆମେରିକାରେ ଆନ୍ଧ୍ର ଛାତ୍ରଙ୍କୁ ଗୁଳିକରି ହତ୍ୟା

ବିଜୟଓ୍ବାଡ଼ା,୨୧ା୪: ଆମେରିକାର କଲମ୍ବସ୍‌ ଅନ୍ତର୍ଗତ ଫ୍ରାଙ୍କଲିଣ୍ଟନଠାରେ ଥିବା ଏକ ଗ୍ୟାସ୍‌ ଷ୍ଟେଶନରେ ଜଣେ ୨୪ ବର୍ଷୀୟ ତେଲୁଗୁ ଯୁବକଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସାଇସା ବୀରା ନାମକ ଏହି ଛାତ୍ରଙ୍କ ଘର ଆନ୍ଧ୍ରପ୍ରଦେଶର ଏଲୁରୁରେ। ସେ ମାଷ୍ଟର ଡିଗ୍ରୀ ପଢ଼ିବା…

ନେଇଗଲେଣି ଜିନିଷ: ବଙ୍ଗଳା ହସ୍ତାନ୍ତର କରିବେ ରାହୁଲ

ନୂଆଦିଲ୍ଲୀ,୨୧ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କର ସରକାରୀ ବଙ୍ଗଳା ଖାଲି କରିବେ। ସେ ଶୁକ୍ରବାର ସମସ୍ତ ଜିନିଷ ୧୨, ତୋଗଲକ ଲେନ୍‌ସ୍ଥିତ ବଙ୍ଗଳାରୁ ନେଇଯାଇଛନ୍ତି। ଶନିବାର ସେ ଲୋକ ସଭା ସଚିବାଳୟକୁ ଉକ୍ତ…

ସତ୍ୟପାଲଙ୍କୁ ସିବିଆଇ ନୋଟିସ

ନୂଆଦିଲ୍ଲୀ,୨୧ା୪: ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଏକ ଭିନ୍ନ ମାମଲାରେ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୋଟିସ କରିଛି। ରିଲାଏନ୍ସ ଜେନେରାଲ ଇନ୍‌ସ୍ୟୁରାନ୍ସ ବିରୋଧରେ ଆଗତ ଏକ…

ପୁଣି ଆଇଆଇଟି ମାଡ୍ରାସରେ ଛାତ୍ର ଆତ୍ମହତ୍ୟା

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ରେ ପୁଣି ଏକ ଅଘଟଣ ଘଟିଛି। ହଷ୍ଟେଲ ରୁମ୍‌ରୁ ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଜବତ କରିଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଛାତ୍ରଙ୍କ ଘର ମହାରାଷ୍ଟ୍ର ହୋଇଥିବା ବେଳେ…

ପୁଞ୍ଛ ଆତଙ୍କବାଦୀ ଆକ୍ରମଣରେ ରହିଛି ପାକିସ୍ତାନର କନେକ୍ସନ, ୬ ଅଟକ

ଜମ୍ମୁ,୨୧।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ସେନା ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତଥିବା ଜଣାପଡିଛି। ଏହି ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କର ପାକିସ୍ତାନ ସହ ସମ୍ପର୍କ ଥିବା ଅନୁମାନ କରାଯାଇଛି। ଏହି ଆକ୍ରମଣ ପାଇଁ…

ମୋଦି ଡାକିଲେ ଉଚ୍ଚ ସ୍ତରୀୟ ବୈଠକ, ସୁଦାନରେ ଫସିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ହେଲା ସମିକ୍ଷା

ନୂଆଦିଲ୍ଲୀ,୨୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ଯୁଦ୍ଧ ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ସମିକ୍ଷା କରିବାକୁ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସୁଦାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?