Posted inଜାତୀୟ

‘ଆପଣଙ୍କ ସ୍ଥାନ ଆମ ହୃଦୟରେ’: ରାହୁଲଙ୍କୁ କଂଗ୍ରେସର ଆଶ୍ୱସନା

ନୂଆଦିଲ୍ଲୀ,୨୨।୪: ଲୋକ ସଭା ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଏମପି ଭାବେ ଅଯୋଗ୍ୟ ଘୋଷଣା କରାଯାଇଥିଲା। ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବାସଭବନରୁ ସମସ୍ତ ଜିନିଷପତ୍ର ନେଇ ଯାଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ୧୨, ତୁଗଲକ ଲେନ ଘରେ ରହୁଥିଲେ।

ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ସରକାରୀ ଘର ଲୋକ ସଭା ସଚିବାଳକୁ ହସ୍ତାନ୍ତର କରିଛନ୍ତି। ଘର ଖାଲି କରିବା ପରେ ରାହୁଲ କହିଛନ୍ତି ଏହି ଘର ୧୯ ବର୍ଷ ପର୍ଯ୍ୟନ୍ତ ଦେଶର ଜନତା ମୋତେ ଦେଇଥିଲେ। ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ଏହାକୁ ଖାଲି କରୁଛି, ସତ କହିବାରେ ଆଜିକାଲି ମୂଲ୍ୟ ଦେବାକୁ ପଡିଥାଏ, ମୁଁ ସେହି ମୂଲ୍ୟ ଦେଉଥିବି, ସତ କାହାକୁ ନା କାହାକୁ କହିବାକୁ ହେବ, ମୁଁ କହିବି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋରଙ୍କୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୧୨।୫: ସାରଣ ସ୍ଥାନୀୟ ଅଞ୍ଚଳର ସ୍ବାଧୀନ ଏମଏଲସି ଏବଂ ଜନସୁରାଜର ସଂରକ୍ଷକ ଇଞ୍ଜିନିୟର ସଚ୍ଚିଦାନନ୍ଦ ରାୟ ସୋମବାର ଦିନ ଛପରାଠାରେ ପ୍ରସ୍ତାବିତ ନିର୍ବାଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ...

ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ ବୋମା ଧମକ ଦେବାର ଧାରା ବନ୍ଦ ହେଉନାହିଁ। କିଛି ଦିନ ପୂର୍ବରୁ ଦିଲ୍ଲୀର ଅନେକ ବଡ ବିଦ୍ୟାଳୟକୁ ବୋମାରେ ଉଡାଇ ଦେବାକୁ...

ହସ୍ପିଟାଲ୍‌ ଉଡାଇଦେବାକୁ ଆସିଲା ଧମକ,ପୋଲିସର ତନାଘନା ଜାରି

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ସ୍କୁଲଗୁଡିକୁ ବୋମା ପକାଇ ଉଡାଇ ଦେବା ଧମକ ଆସିବା ପରେ ଏବେ ଦୁଇଟି ହସ୍ପିଟାଲ ବୋମା ପକାଇ ଉଡାଇ ଦେବାକୁ ଧମକ ଆସିଛି।...

INDIA ବ୍ଲକର ପ୍ରଧାନମନ୍ତ୍ରୀ ପଦ ପାଇଁ ଦଉଡରେ ଅଛନ୍ତି କି? ଜବାବ ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ‘କେଜ୍ରିୱାଲଙ୍କ ଗ୍ୟାରେଣ୍ଟି’ ଘୋଷଣା କରିଛନ୍ତି। ସେ କହିଛନ୍ତି...

ଖାର୍ଗେଙ୍କ ହେଲିକପ୍ଟର ହେଲା ଯାଞ୍ଚ୍‌: କଂଗ୍ରେସ କଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୧୨।୫: ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନିର୍ବାଚନ ଅଧିକାରୀଙ୍କୁ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ...

ଚତୁର୍ଥ ପର୍ଯ୍ୟାୟରେ ୯୬ ଆସନରେ ହେବ ଭୋଟ ଗ୍ରହଣ: ଏହି ସବୁ ହେଭିୱେଟ କରିବେ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨।୫: ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର...

ଥମୁନାହିଁ ସନ୍ଦେଶଖାଲିର ତୁତୁମେମେ, ଏନସିଡବ୍ଲ୍ୟୁ ମୁଖ୍ୟ ରେଖା ଶର୍ମାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ହେଲା ଅଭିଯୋଗ

ନୂଆଦିଲ୍ଲୀ,୧୨।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପଶ୍ଚିମବଙ୍ଗରେ ସନ୍ଦେଶଖାଲି ପ୍ରସଙ୍ଗରେ ଲଢେଇ ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ସନ୍ଦେଶଖାଲି ଷ୍ଟିଙ୍ଗ ଅପରେସନର ଭିଡିଓ ଭାଇରାଲ...

ଦିନେ ହିଜାବ ପିନ୍ଧିଥିବା ଜଣେ ମହିଳା ହେବେ ଦେଶର ପ୍ରଧାନମନ୍ତ୍ରୀ, ଓଓ୍ବାଇସିଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୨।୫: ହାଇଦ୍ରାବାଦର ଲୋକ ସଭା ପ୍ରାର୍ଥୀ ଅସଦୁଦ୍ଦିନ ଓୱାଇସି, ତେଲଙ୍ଗାନା ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ର ଅଧ୍ୟକ୍ଷ କହିଛନ୍ତି ଯେ ଦିନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri