କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…
ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା ସୂଚିତ କରିଛନ୍ତି। ଧାରା ୪୪କୁ ଦର୍ଶାଇ ରିଜିଜୁ କହିଛନ୍ତି,…
ରତଲାମ ଡେମୁ ଟ୍ରେନର ଦୁଇଟି ବଗିରେ ଲାଗିଲା ନିଆଁ
ଭୋପାଳ,୨୩।୪: ମଧ୍ୟ ପ୍ରଦେଶର ରତଲାମରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ରବିବାର ସକାଳେ ଏକ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଛି। ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ଦୁଇଟି ଯାକ ବଗି ନିଆଁର କବଳକୁ ଚାଲି ଆସିଥିଲା। ଏଥିରୁ…
ସଙ୍କଟ ପୁଣି ଘନେଇଲା: ୬୭ ହଜାର ଟପିଲା ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୨୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
କଲେଜିୟମ ପ୍ରସଙ୍ଗ କେବଳ ଏକ ମାଇଣ୍ଡ ଗେମ୍: ରିଜିଜୁ …
ଇଟାନଗର,୨୩।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଲଗାତାଲ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ତାଙ୍କର ସଦ୍ୟତମ ବିବୃତ୍ତିରେ ରିଜିଜୁ କହିଛନ୍ତି, କଲେଜିୟମ ପ୍ରସଙ୍ଗ କେବଳ ଏକଏକ ମାଇଣ୍ଡ ଗେମ୍ ଏବଂ ସେ ଏହା…
ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ ଯେ, ସିଦ୍ଧ ଶାହା(୧୯) ଏବଂ ଆର୍ଯ୍ୟନ ବୈଦ୍ୟ(୨୦) ଏପ୍ରିଲ ୧୫ରେ ଇଣ୍ଡିଆନପଲିସ ସହରର ଦକ୍ଷିଣ-ପଶ୍ଚିମଠାରୁ…
୧୦,୦୦୦ କୋଟିର କାରବାର ଆକଳନ
ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଚଳିତ ବର୍ଷର ଦର ଗତ ବର୍ଷ ଅପେକ୍ଷା ପ୍ରାୟ ୫,୦୦୦ ଟଙ୍କା…
ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରିବ ଏନ୍ସିପି: ଅଜିତ ପାଓ୍ବାର
ପୁଣେ,୨୩।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ତାଙ୍କ ଦଳ ଏବେ…
୩୬ ଦିନ ପରେ ପଳାତକ ଅମୃତପାଲ ଗିରଫ…
ମୋଗା,୨୩।୪ : ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶେଷରେ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାରଥିଲେ। ପୋଲିସ…
ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାର୍ଓ୍ବିନ୍ ତତ୍ତ୍ୱ ବାଦ୍
ନୂଆଦିଲ୍ଲୀ,୨୩।୪: ଏନ୍ସିଇଆର୍ଟି ପୁସ୍ତକର ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାର୍ଓ୍ବିନ୍ଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱକୁ ବାଦ୍ ଦିଆଯାଇଥିବାରୁ ବୈଜ୍ଞାନିକମାନେ ଏହାର ନିନ୍ଦା କରିଛନ୍ତି। ପ୍ରାୟ ୧,୮୦୦ ବୈଜ୍ଞାନିକ, ଶିକ୍ଷାବିତ୍, ବିଜ୍ଞାନ ଶିକ୍ଷକ, ବିଜ୍ଞାନକୁ ଲୋକପ୍ରିୟ କରାଉଥିବା ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର…
ଦିଲ୍ଲୀ ଥାନାରେ ସତ୍ୟପାଲ
ନୂଆଦିଲ୍ଲୀ,୨୩।୪: ଦୁର୍ନୀତି ମାମଲାରେ ସିବିଆଇ ସମନ ପାଇବାର ଦିନକ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍ ଶନିବାର ଦିଲ୍ଲୀର ଆର୍.କେ. ପୁରମ୍ ଥାନାକୁ ଆସିଥିଲେ। ତାଙ୍କୁ ଗିରଫ କରାଯାଇଥିବା ଖବରକୁ ଦିଲ୍ଲୀ ପୋଲିସ ଖଣ୍ଡନ କରିଛି। ସତ୍ୟପାଲ ନିଜ ଇଚ୍ଛାରେ…
ସଂରକ୍ଷଣ ଦାବିରେ ବିକ୍ଷୋଭ
ଭରତପୁର,୨୩।୪: ସରକାରୀ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଲଗା ୧୨ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ନେଇ ମାଲି ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନର ଭରତପୁରଠାରେ ସେମାନେ ଜୟପୁର-ଆଗ୍ରା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଗୁଜବ ପ୍ରଚାର…
ରାହୁଲ ବାସଭବନ ଛାଡ଼ିବା ସମୟରେ କାନ୍ଦିଲେ ପ୍ରିୟଙ୍କା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୨ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ତୋଗଲକ୍ ଲେନରେ ଥିବା ସରକାରୀ ବାସଭବନ ଶନିବାର ଛାଡ଼ି ଦେଇଛନ୍ତି। ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ମାଆ ସୋନିଆ ଗାନ୍ଧୀଙ୍କ…

