ଜାତୀୟ

କେଜରିଓ୍ବାଲଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ଉପରାଜ୍ୟପାଳ, ମେୟର ନିର୍ବାଚନ ଫେବୃୟାରୀ ୧୬ରେ…

ନୂଆଦିଲ୍ଲୀ,୧୨।୨ : ଫେବୃଆରୀ ୧୬ରେ ମେୟର, ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ ପ୍ରସ୍ତାବକୁ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଅନୁମୋଦନ କରିଛନ୍ତି। ଏଲଜି ସାକ୍ସେନା କହିଛନ୍ତି ଯେ ’ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସୁପାରିଶ…

ମା’ଅବୈଧ ସମ୍ପର୍କରେ ଥିଲେ ସନ୍ତାନର ହେପାଜତ ନେବେ ବାପା

ବେଙ୍ଗାଲୁରୁ, ୧୨।୨: ମା’ଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିଲେ ସନ୍ତାନର ହେପାଜତ ବାପା ନେବେ ବୋଲି ଏକ ମାମଲାର ଶୁଣାଣିବେଳେ ଏକ ଫ୍ୟାମିଲି କୋର୍ଟଙ୍କ ରାୟକୁ କର୍ନାଟକ ହାଇକୋର୍ଟ କାଏମ କରିଛନ୍ତି। ଅନ୍ୟ ପୁରୁଷଙ୍କ ସହ ଅନୈତିକ…

ଭାରତ-ଆମେରିକା ଯୁଦ୍ଧାଭ୍ୟାସ ‘ଟାର୍କାଶ’

ଚେନ୍ନାଇ,୧୨।୨: ଚେନ୍ନାଇରେ ଚାଲିଥିବା ଭାରତ-ଆମେରିକା ମିଳିତ ସମରାଭ୍ୟାସରେ ଆଣବିକ, ରାସାୟନିକ, ବାୟୋଲୋଜିକାଲ ଏବଂ ରେଡିଓଲୋଜିକାଲ (ସିବିଆର୍‌ଏନ୍‌) ଆତଙ୍କର ମୁକାବିଲାକୁ ସାମିଲ କରାଯାଇଛି। ଟାର୍କାଶ ନାମକ ଏହି ଯୁଦ୍ଧାଭ୍ୟାସରେ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ଏବଂ ଆମେରିକାର ସ୍ବତନ୍ତ୍ର ଅପରେଶନ ଫୋର୍ସ…

ଅନ୍ୟ କାର୍ଯ୍ୟରେ ନିୟୋଜିତ ହେବେନି ଶିକ୍ଷକ

ନୂଆଦିଲ୍ଲୀ,୧୨।୨: ପଞ୍ଜାବର ଶିକ୍ଷକମାନେ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ପ୍ରିନ୍ସିପାଲମାନଙ୍କ ଏକ ସମ୍ମିଳନୀରେ କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଥିଲେ, ଏଏପି ନେତୃତ୍ୱାଧୀନ ସରକାରରେ ଶିକ୍ଷାକୁ ପ୍ରାଥମିକତା…

ଛତିଶଗଡ଼ର ରାଜ୍ୟପାଳ ହେଲେ ବିଶ୍ୱଭୂଷଣ

ରାୟପୁର,୧୨ା୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ବିଶ୍ୱଭୂଷଣ ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତି  ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ଏହି ବଦଳିରେ ବିଶ୍ୱଭୂଷଣଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି।…

ନ କହି ଚୁପ୍‌ ରହିବା ଅଧିକ ବିପଜ୍ଜନକ: ସିଜେଆଇ…

ନାଗପୁର,୧୨।୨ : ନାଗପୁରରେ ଅବସ୍ଥିତ ମହାରାଷ୍ଟ୍ର ଆଇନ ବିଶ୍ୱବିଦ୍ୟାଳୟର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ ଯୋଗଦେଇ ଦେଶର ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ ଆଇନ ଛାତ୍ରମାନଙ୍କୁ ସମ୍ବିଧାନ ସହିତ ପରିଚିତ କରାଇ…

ଜଷ୍ଟିସ ନାଜିର ହେଲେ ରାଜ୍ୟପାଳ…

ନୂଆଦିଲ୍ଲୀ,୧୨।୨ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବେଞ୍ଚର ଅଂଶ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଏକମାତ୍ର ବିଚାରପତି ଜଷ୍ଟିସ ଏସ ଅବଦୁଲ ନାଜିର…

ଗ୍ଲୋବାଲ ଜୈବ ଇନ୍ଧନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ…

ନୂଆଦିଲ୍ଲୀ,୧୨।୨ :ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ ଗଠନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ। ଆସନ୍ତା କିଛି ମାସ ମଧ୍ୟରେ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ (ଜିବିଏ)…

୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳିଲେ…

ନୂଆଦିଲ୍ଲୀ,୧୨।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ୧୩ ରାଜ୍ୟର ରାଜ୍ୟପାଳ-ଉପରାଜ୍ୟପାଳ ବଦଳି କରିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ଇସ୍ତଫା ଗ୍ରହଣ କରି ସେ ରମେଶ ବୈସଙ୍କୁ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲଦାଖର…

କୋଶିୟାରୀଙ୍କ ଇସ୍ତଫା ମଞ୍ଜୁର, ନୂଆ ରାଜ୍ୟପାଳ ହେଲେ ରମେଶ ବୈସ…

ମୁମ୍ବାଇ,୧୨।୨ : ମହାରାଷ୍ଟ୍ରରେ ବିଧାନସଭା ର୍ନିବାଚନର କିଛି ମାସ ପୂର୍ବରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରେ ପଦୀ ମୁର୍ମୁ ରବିବାର ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ରମେଶ ବୈସଙ୍କୁ ମହାରାଷ୍ଟ୍ରର…

ଭାରତ ଯୋଡୋ ଯାତ୍ରା ଅଧାରୁ ଛାଡ଼ିବାକୁ ଚାହୁଁଥିଲେ ରାହୁଲ: ଭେନୁଗୋପାଲ…

ନୂଆଦିଲ୍ଲୀ,୧୨।୨ : ଏଆଇସିସି ମହାସଚିବ  କେ.ସି ଭେନୁଗୋପାଲ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଦେଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ଯାତ୍ରାର ପ୍ରାରମ୍ଭିକ ଦିନର ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ ଯାତ୍ରାର ଏକ ସମୟରେ ଏପରି…

ତୁର୍କୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟ ମୃତ

ଅଙ୍କାରା/ନୂଆଦିଲ୍ଲୀ,୧୨ ।୨: ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଉତ୍ତରାଖଣ୍ଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri