ଛାତ୍ରୀଛାତ୍ରଙ୍କ ୧୫୦ ସାଟେଲାଇଟ୍ ମହାକାଶ ଗଲା
ଚେନ୍ନାଇ, ୨୦।୨: ତାମିଲନାଡ଼ୁର ଚେଙ୍ଗାଲ ପୋଟ୍ଟୁ ଜିଲା ପଟ୍ଟିପୋଲାମ ଗ୍ରାମରୁ ରବିବାର ଏ.ପି.ଜେ. ଅବଦୁଲ କଲାମ ସାଟେଲାଇଟ୍ ଲଞ୍ଚ ଭେହିକଲ୍ ମିଶନ୍-୨୦୨୩ ଉତ୍କ୍ଷେପଣ କରାଯାଇଛି। କାର୍ଯ୍ୟକ୍ରମରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ଯୋଗଦେଇଥିଲେ। ଦ ମାର୍ଟିନ ଫାଉଣ୍ଡେଶନ୍, ଡ. ଏ.ପି.ଜେ. ଅବ୍ଦୁଲ…
ଅଭିନେତା ତାରକ ରତ୍ନଙ୍କ ଅକାଳ ବିୟୋଗ
ନୂଆଦିଲ୍ଲୀ,୨୦।୨ : ଏନ୍.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଶନିବାର ଅକାଳ ବିୟୋଗ ହୋଇଛି। ତାଙ୍କୁ ୩୯ ବର୍ଷ ହୋଇଥିଲା। ତାଙ୍କ ପରଲୋକ ଟଲିଉଡ୍ ସେଲିବ୍ରିଟି ଓ ରାଜନେତାମାନଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୨ ବର୍ଷରେ ୧,୫୦୦ କୋଟି ଲୁଟ୍
ନୂଆଦିଲ୍ଲୀ, ୨୦।୨: ‘ପ୍ରିୟ ଏସ୍ବିଆଇ ୟୁଜର୍, ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ୍ ହୋଇଯିବ। ଦୟାକରି ଆପଣଙ୍କ ପାନ୍ କାର୍ଡ ତୁରନ୍ତ ଅପ୍ଡେଟ୍ କରନ୍ତୁ। ଏଠାରେ କ୍ଲିକ୍ କରନ୍ତୁ।’ ସାଇବର ଅପରାଧର ଶିକାର ହୋଇଥିବା ଅନେକଙ୍କ ଭଳି ଦିଲ୍ଲୀର କୋମଲ (ଛଦ୍ମନାମ) ମଧ୍ୟ…
କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ: ଜୟରାମ
ନୂଆଦିଲ୍ଲୀ,୨୦।୨: କଂଗ୍ରେସ ବିନା ବିରୋଧୀ ମେଣ୍ଟ ହୋଇପାରିବ ନାହିଁ। କଂଗ୍ରେସକୁ ଛାଡ଼ି ଯେକୌଣସି ମେଣ୍ଟ ବିଫଳ ହେବ। ୨୦୨୪ ସାଧାରଣ ନିର୍ବାଚନ ସମେତ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ମେଣ୍ଟ ଗଠନ ନେଇ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ…
ବାହାଘରରେ ଟଙ୍କା ଉଡ଼ାଇଲେ ଭାଜପା ନେତା
ମେହସନା, ୨୦।୨: ବିବାହକୁ ନେଇ ଅନେକ ସ୍ଥାନରେ ଭିନ୍ନଭିନ୍ନ ରୀତି, ନିୟମ ରହିଛି, ଯାହାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଲୋକେ ବହୁ ଆୟୋଜନ କରିଥାନ୍ତି। କନିଆ ଘରକୁ ବରଯାତ୍ରୀ ଶୋଭାଯାତ୍ରା ବାହାରିବା ସମୟରେ ସେମାନଙ୍କ ଉପରକୁ ଟଙ୍କା ଫିଙ୍ଗାଯିବାର ପରମ୍ପରା…
ଅରୁଣାଚଳ ପ୍ରଦେଶରେ ଭୂକମ୍ପ
ଗୁଆହାଟୀ,୧୯।୨: ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୮ ଥିବା ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦ କି.ମି. ଗଭୀରରେ ହୋଇଥିବା ଅନୁମାନ କରାଯାଇଛି।…
ମନ୍ଦିର ପ୍ରବେଶକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥର ମାଡ଼: ୧୪ ଆହତ
ଭୋପାଳ,୧୯।୨: ମଧ୍ୟପ୍ରଦେଶର ସାନୱାଡ ଅଞ୍ଚଳର ଚାପ୍ରା ଗ୍ରାମରେ ମହାଶିବରାତ୍ରିରେ ଏକ ଅଘଟଣ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇ ୧୪ ଜଣ ଆହତ ହୋଇଛନ୍ତି। ଦଳିତ ସମ୍ପ୍ରଦାୟର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଉଚ୍ଚ ଜାତିର କିଛି ଲୋକ ତାଙ୍କୁ…
ପାକିସ୍ତାନ ଡ୍ରୋନ ଖସାଇଲା ବିଏସ୍ଏଫ୍
ଅମୃତସର,୧୯।୨: ପାକିସ୍ତାନରୁ ପଞ୍ଜାବକୁ ଡ୍ରଗ୍ସ ଚୋରା ଚାଲାଣ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ପଞ୍ଜାବର ଯୁବକଙ୍କୁ ବିଗାଡିବା ପାଇଁ ପାକିସ୍ତାନରୁ ଗୁପ୍ତରେ ଡ୍ରଗ୍ସ ଏବଂ ଅସ୍ତ୍ର ଆସୁଛି। ତେବେ ସୀମାନ୍ତରେ ପୋଷ୍ଟ ହୋଇଥିବା ଭାରତୀୟ ସୈନିକମାନେ ଏହି ଷଡଯନ୍ତ୍ରକୁ ରୋକିବାରେ…
ତେଲେଙ୍ଗାନା ଭାରତର ଆଫଗାନିସ୍ତାନ:ଓ୍ବାଏସ୍ ଶର୍ମିଳା
ହାଇଦ୍ରାବାଦ୍,୧୯।୨: ତେଲେଙ୍ଗାନାର ଓ୍ବାଇଏସ୍ଆରଟିପି ମୁଖ୍ୟ ଓ୍ବାଏସ୍ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ମହାବୁବାବାଦ ବିଧାୟକ ବନୋଠ ଶଙ୍କର ନାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ଓ୍ବାଇଏସ୍ ଶର୍ମିଳାଙ୍କ ବିରୋଧରେ ଧାରା…
ମୋଦିଙ୍କୁ ଭେଟିବାକୁ ଆସିବେ ୩ ଦେଶର ମୁଖ୍ୟ
ନୂଆଦିଲ୍ଲୀ,୧୯ା୨: ଆସନ୍ତା କିଛିଦିନ ମଧ୍ୟରେ ବିଶ୍ୱର ୩ ଜଣ ବଡ଼ ନେତା ଭାରତ ଗସ୍ତରେ ଆସିବେ। ଏଥିମଧ୍ୟରୁ ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ ଫେବୃୟାରୀ ୨୫-୨୬ରେ ଭାରତ ଗସ୍ତ କରିବେ। ତା’ପରେ ମାର୍ଚ୍ଚ ୨ରେ ଇଟାଲୀର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି…
ରାଜନୈତିକ ଲାଭ ପାଇଁ ଜନସାଧାରଣଙ୍କ ଟଙ୍କାର ବ୍ୟବହାର କରାଯାଉଛି…
କୋଲକାତା,୧୯।୨ : ପଶ୍ଚିମବଙ୍ଗ ର ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଏକ ଟୁଇଟ ଜରିଆରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜନୈତିକ ଆବଶ୍ୟକତା ପୂରଣ କରିବା ପାଇଁ ଜନସାଧାରଣଙ୍କ ଟଙ୍କା…
ଥରିଲା ଇନ୍ଦୋର
ଇନ୍ଦୋର,୧୯।୨: ମଧ୍ୟପ୍ରଦେଶର ଇନ୍ଦୋରରେ ରବିବାର ଅପରାହ୍ନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିଲା। ଏହାର କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ଧାର, ବାରୱାନି ଏବଂ ଆଲିରାଜପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା।…
Archives


