ଜାତୀୟ

‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ମିଳିପାରେ ଆଶ୍ୱସ୍ତି, ଆଜି ସୁରଟ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୦।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି’ ସରନେମକୁ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଗୁରୁବାର ସୁରଟର ଏକ କୋର୍ଟ ରାୟ ଶୁଣାଇବେ। ସୂଚନାନୁସାରେ,କଂଗ୍ରେସ କର୍ମୀମାନେ ଆଶାବାଦୀ ଅଛନ୍ତି, ଆଜିର ନିଷ୍ପତ୍ତିରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ପ୍ରକାଶ ପାଇଛି। ଗତ…

ଆଶାଙ୍କୁ ଲତା ଦୀନାନାଥ ମଞ୍ଜେସ୍‌କର ପୁରସ୍କାର

ମୁମ୍ବାଇ,୨୦।୪: ଖ୍ୟାତନାମା ଗାୟୀକା ଆଶା ଭୋସଲେଙ୍କୁ ଲତା ଦୀନାନାଥ ମଞ୍ଜେସ୍‌କର ପୁରସ୍କାରରେ ସମ୍ମାନିତ କରାଯିବ। ଏ ନେଇ ମଙ୍ଗଳବାର ମଞ୍ଜେସ୍‌କର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଲତା ମଞ୍ଜେସ୍‌କରଙ୍କ ଉଦ୍ଦେଶ୍ୟରେ ପରିବାର ଓ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପାଇଁ ଆଶାଙ୍କୁ…

ପ୍ରମାଣିତ କଲେ ଇସ୍ତଫା ଦେବି: ମମତା

କୋଲକାତା,୨୦ା୪: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଜାତୀୟ ଦଳ ମାନ୍ୟତା ହରାଇଛି। ନିକଟରେ ନିର୍ବାଚନ କମିଶନ ଏନେଇ ସମୀକ୍ଷା କରିବା ପରେ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରିଥିଲେ। ତେବେ ଜାତୀୟ ମାନ୍ୟତା ବଞ୍ଚାଇବା ପାଇଁ ଟିଏମ୍‌ସି ସୁପ୍ରିମୋ ତଥା…

ଏଲ୍‌ଏସିରେ ବଢ଼ୁଛି ପିଏଲ୍‌ଏ ଉପସ୍ଥିତି

ନୂଆଦିଲ୍ଲୀ,୨୦ା୪: ନର୍ଦ୍ଦର୍ନ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି ପାଉଛି। ଦିନକୁ ଦିନ ସୈନ୍ୟ ଓ ସାମରିକ ଉପକରଣ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ…

ମୁକୁଲ ରୟ: ନା ଏ କୂଳର…

କୋଲକାତା/ନୂଆଦିଲ୍ଲୀ,୨୦ା୪: ଏକଦା ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା ମୁକୁଲ ରୟ ଏବେ ନା ଏ କୂଳର ନା ସେ କୂଳର। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ଭାଜପା) କେହି ନେଉ ନାହାନ୍ତି ଏହି ବର୍ଷୀୟାନ…

ସ୍ଥାନୀୟ ଭାଷାରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୦ା୪: କୌଣସି ବିଷୟରେ ଇଂଲିଶ୍‌ରେ ପାଠପଢ଼ା ହେଉଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରୀଛାତ୍ରମାନଙ୍କୁ ନିଜ ସ୍ଥାନୀୟ ଭାଷାରେ ଲେଖିବାକୁ ସୁଯୋଗ ଦିଆଯିବ। ଏନେଇ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଦେଶ ଦେଇଛନ୍ତି। ୟୁଜିସି ଅଧ୍ୟକ୍ଷ ଏମ୍‌. ଜଗଦୀଶ କୁମାର…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆପଲ ସିଇଓ ଟିମ କୁକ୍‌

ନୂଆଦିଲ୍ଲୀ,୧୯।୪: ଭାରତ ଗସ୍ତରେ ଆସିଥିବା ଆପଲ ସିଇଓ ଟିମ କୁକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବୁଧବାର ଭେଟିଛନ୍ତି। ଭାରତ ଗସ୍ତ ସମୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଟିମ କୁକ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟିମ କୁକ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ…

ଚାଇନା ଭାଷା ଶିଖିବ ଭାରତୀୟ ସେନା, ଚାଇନାକୁ ଦେବ ଉଚିତ ଜବାବ

ନୂଆଦିଲ୍ଲୀ,୧୯ା୪: ଭାରତୀୟ ସେନା ବର୍ତ୍ତମାନ ଚାଇନାର ପିପୁଲ୍ସ ଲିବରେସନ ଆର୍ମିକୁ ନିଜ ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ସୈନିକମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ତେଜପୁର ବିଶ୍ୱବିଦ୍ୟାଳୟରେ ଭାରତୀୟ ସେନାକୁ ‘ମାଣ୍ଡାରିନ୍‌’ ଭାଷାରେ ତାଲିମ ଦିଆଯିବ। ଭାରତୀୟ ସେନାର ତେଜପୁରସ୍ଥିତ…

କର୍ନାଟକ ନିର୍ବାଚନ: ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ବୋମ୍ମାଇଙ୍କ ବିପକ୍ଷରେ ଲଢିବେ ୟାସିର ଅହମ୍ମଦ

ବେଙ୍ଗାଲୁରୁ,୧୯।୪: ମେ’ ୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜ୍ୟରେ ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ବୁଧବାର କଂଗ୍ରେସ ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଯେଉଁଥିରେ ୟାସିର…

ସମଲିଙ୍ଗୀ ବିବାହ କେବଳ ସହରୀ ଧାରଣା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୪: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶୁଣାଣି କ୍ରମାଗତ ଦ୍ୱିତୀୟ ଦିନ ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦେବା ଆବେଦନରେ ସୁପ୍ରିମକୋର୍ଟ କହିଛନ୍ତି, ସମଲିଙ୍ଗୀ ସମ୍ପର୍କ କେବଳ ସହରୀ ଧାରଣା ନୁହେଁ। ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି,…

ଫୋନ୍‌ରେ ଷ୍ଟାଲିନଙ୍କ ସହ କଥା ହେଲେ ମମତା

କୋଲକାତା,୧୯।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ନୀତୀଶ କୁମାରଙ୍କ ସମେତ ଅନେକ ନେତା ଲୋକ ସଭା ନିର୍ବାଚନକୁ ନେଇ ବିରୋଧୀ ଏକତା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିଏମ୍‌କେ ମୁଖ୍ୟ ତଥା…

ଅକାଳୀ ଦଳରୁ ଇସ୍ତଫା ଦେଲେ ଏହି ବରିଷ୍ଠ ନେତା

ଚଣ୍ଡିଗଡ,୧୯।୪: ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଚରଣଜିତ୍‌ ସଂ ଅଟଓ୍ବାଲା ବୁଧବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ପୁଅ ଇନ୍ଦର ଇକବାଲ ଅଟୱାଲ ଭାଜପାରେ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?