ଜାତୀୟ

ଗୋଟିଏ ଆସନରେ ଦୁଇଭାଇଙ୍କ ମଧ୍ୟରେ ଲଢ଼େଇ

ଶିବମୋଗା, ୧୪ା୪: କର୍ନାଟକ ଶିବମୋଗା ଜିଲାର ସୋରାବା ଆସନରେ ଦୁଇଭାଇ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌. ବାଙ୍ଗାରାପ୍ପାଙ୍କ ଦୁଇ ପୁଅ କୁମାର ବାଙ୍ଗାରାପ୍ପା ଏବଂ ମଧୁ ବାଙ୍ଗାରାପ୍ପା ଯଥାକ୍ରମେ ଭାଜପା ଏବଂ କଂଗ୍ରେସରୁ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା…

ବାମନେତାଙ୍କୁ ଭେଟିଲେ ନୀତୀଶ

ନୂଆଦିଲ୍ଲୀ, ୧୪ା୪(ଆଇଏଏନ୍‌ଏସ୍‌): ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଅଣ୍ଟା ଭିଡ଼ିଛନ୍ତି। ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ନୀତୀଶ ସବୁ ଅଣଭାଜପା ଦଳଙ୍କୁ ଏକାଠି କରିବା…

ଏଆଇଏମ୍‌ପିଏଲ୍‌ବି ଅଧ୍ୟକ୍ଷଙ୍କ ପରଲୋକ

ନୂଆଦିଲ୍ଲୀ, ୧୪ା୪: ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ଅଧ୍ୟକ୍ଷ ମୌଲାନା ରାବେ ହସ୍‌ନି ନଦ୍‌ଭିଙ୍କର ଗୁରୁବାର ଅପରାହ୍ନରେ ଲକ୍ଷ୍ନୌସ୍ଥିତ ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନ ନାଦ୍ୱାତୁଲ ଉମଲାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା…

ଏନ୍‌ସିଇଆର୍‌ଟି ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମ ହଟିଲା

ନୂଆଦିଲ୍ଲୀ, ୧୪ା୪: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମକୁ ହଟାଇଦେଇଛି। ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଏବଂ ସ୍ବାଧୀନତା ପରେ…

ସେସନ୍ସ କୋର୍ଟରେ ରାୟ ସଂରକ୍ଷିତ

ସୁରଟ, ୧୪ା୪: ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ଏହା ଉପରେ ସ୍ଥଗିତାଦେଶ ଲାଗି ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ।…

‘ପୁଅର ଏନ୍‌କାଉଣ୍ଟର ପାଇଁ ମୁଁ ଦାୟୀ’

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅସଦ ଅହମଦଙ୍କୁ ଗୁରୁବାର ଝାନ୍ସିରେ ଏନ୍‌କାଉଣ୍ଟର କରାଯାଇଛି। ପୁଅର ଏନ୍‌କାଉଣ୍ଟର ଖବର ପାଇବା ପରେ ବାପା ଅତିକ ଅହମ୍ମଦ ପ୍ରୟାଗରାଜ ସ୍ଥିତ କୋର୍ଟ ରୁମ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଏପରି…

ପୁଅ ଅସଦଙ୍କ ଏନକାଉଣ୍ଟରକୁ ନେଇ ଅତିକ କହିଲେ, ଏସବୁ ମୋ ପାଇଁ…

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ମାଫିଆ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଝାନ୍ସିରେ ଏସଟିଏଫ ତାଙ୍କୁ ଏନକାଉଣ୍ଟର କରିଛନ୍ତି। ଏହି ଏନକାଉଣ୍ଟରରେ ସୁଟର ଗୁଲାମ ମହମ୍ମଦ ବି…

‘ଏନ୍‌କାଉଣ୍ଟର ମୋ ପୁଅ ପାଇଁ ଏକ ଶ୍ରଦ୍ଧାଞ୍ଜଳି’

ପ୍ରୟାଗରାଜ,୧୩।୪: ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅସଦ ଅହମ୍ମଦଙ୍କୁ ଗୁରୁବାର ଝାନ୍ସିରେ ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟର ଖବର ପାଇବା ପରେ ଓକିଲ ଉମେଶ ପାଲଙ୍କ ମା’ ଶାନ୍ତି ଦେବୀ ଏହା ମୋ ପୁଅ ପାଇଁ ଏକ ଶ୍ରଦ୍ଧାଞ୍ଜଳି ବୋଲି…

ଅସଦ ଅହମଦ ଏନକାଉଣ୍ଟରକୁ ନେଇ ଯୋଗୀ ସରକାରଙ୍କୁ ଅପିଲ କଲେ ମାୟାବତୀ

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡରେ ଫେରାର ଥିବା ଅଭିଯୁକ୍ତ ଅତିକଙ୍କ ପୁଅ ଅସଦ ଅହମଦ ଓ ତାଙ୍କ ସହଯୋଗୀ ଗୁଲାମ ମହମ୍ମଦ ଉତ୍ତର ପ୍ରଦେଶ ଏସଟିଏଫ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ବହୁଜନ…

ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ମୌଲାନା ରାବେ ହସନି ନଦଭିଙ୍କ ପରଲୋକ

ଲକ୍ଷ୍ନୌ,୧୩।୪: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷ ହଜରତ ମୌଲାନା ରାବେ ହସନି ନଦଭି ସାହବଙ୍କର ଗୁରୁବାର ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ମୁସଲିମ ପର୍ସନାଲ ଲ ବୋର୍ଡର ଅଧ୍ୟକ୍ଷଙ୍କୁ ଚିକିତ୍ସା ପାଇଁ ରାୟବରେଲିରୁ…

ଅସଦ ଅହମଦଙ୍କ ଏନକାଉଣ୍ଟରକୁ ନେଇ ଆସିଲା ଅଖିଳେଶଙ୍କ ପ୍ରଥମ ପ୍ରତିକ୍ରିୟା

ଲକ୍ଷ୍ନୌ,୧୩।୪: ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ଫେରାର ଥିବା ବେଳେ ଗୁରୁବାର ଉତ୍ତର ପ୍ରଦେଶ ଏସଟିଏଫ ଝାନ୍ସିରେ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଅସଦ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଅସଦଙ୍କ ସହ ତାଙ୍କ…

ଜଗନ ରେଡ୍ଡି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, କେବଳ ମମତା ନୁହଁନ୍ତି କୋଟିପତି

ନୂଆଦିଲ୍ଲୀ,୧୩।୪: ନେତାଙ୍କ ଅପରାଧିକ ଇତିହାସ ଓ ସମ୍ପତ୍ତି ଉପରେ ନଜର ରଖୁଥିବା ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମର୍ସ(ଏଡିଆର) ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ବର୍ତ୍ତମାନ ଦେଶରେ ଥିବା ୩୦ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?