ଜାତୀୟ

ସ୍ତ୍ରୀଙ୍କ ପାଇଁ ଦେଶ ବାହାରକୁ ପଳାଇ ନ ଥିଲେ ଅମ୍ରିତପାଲ

ଚଣ୍ଡିଗଡ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ଗିରଫ ହେବା ପରେ ରବିବାର ତାଙ୍କୁ ଆସାମର ଦିବ୍ରୁଗଡ ଜେଲକୁ ପଠାଇଦିଆଯାଇଛି। ଅମ୍ରିତପାଲଙ୍କୁ ଡିବ୍ରୁଗଡ ଜେଲରେ ଏକ ପୃଥକ କୋଠରୀରେ ରଖାଯାଇଛି। ଅମ୍ରିତପାଲ ଗିରଫ ହେବା ପରେ ବର୍ତ୍ତମାନ ସୂତ୍ରରୁ ଜଣାପଡିଛି ଯେ, ସେ ଭାରତରୁ…

ତେଲଙ୍ଗାନାରେ କେସିଆରଙ୍କ ଉପରେ ବର୍ଷିଲେ ଅମିତ ଶାହା

ହାଇଦ୍ରାବାଦ,୨୩।୪: ହାଇଦ୍ରାବାଦ ନିକଟ ଚେଭେଲାଠାରେ ରବିବାର ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପଚାରିବାକୁ ଚାହୁଁଛି, ଭାଜପା ସରକାର ଗଠନ…

ଅମ୍ରିତପାଲଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩।୪: ଖାଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ପଞ୍ଜାବରେ ପୋଲିସ ଗିରଫ କରିଛି। ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେଜ୍‌ରିଓ୍ବାଲ କହିଛନ୍ତି, ସେ ପଞ୍ଜାବରେ ଶାନ୍ତି ଏବଂ…

ଅଖିଳେଶଙ୍କୁ ଝଟକା: ଏସ୍‌ପିର ମେୟର ପ୍ରାର୍ଥୀ ଅର୍ଚ୍ଚନା ବର୍ମା ଭାଜପାରେ ସାମିଲ

ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶର ଶାହଜାହାନପୁରରେ ପ୍ରଥମ ଥର ପାଇଁ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ବଡ଼ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ସମାଜବାଦୀ ପାର୍ଟି ଦ୍ୱାରା ମେୟର ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ବର୍ମା ରବିବାର ଭାଜପାରେ ଯୋଗ ଦେଇଛନ୍ତି।…

‘ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମେ ଏଠାରୁ ଉଠିବୁ ନାହିଁ…’ ଦିଲ୍ଲୀରେ ପୁଣି ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧ ପଦର୍ଶନ

ନୂଆଦିଲ୍ଲୀ,୨୩।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ତଥା ନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଉଥିବା ସାମ୍ନାକୁ ଆସିଛି। ଏହି ଅଭିଯୋଗ ସହ ଘଟଣାକୁ ବିରୋଧ କରୁଥିବା ବରିଷ୍ଠ ଭାରତୀୟ କୁସ୍ତିଯୋଦ୍ଧାମାନେ ପୋଲିସରେ ଏକ ନୂତନ ଅଭିଯୋଗ…

ହିମାଚଳ ଭାଜପାର ନୂଆ ମୁଖିଆ ହେଲେ ରାଜୀବ ବିନ୍ଦଲ, ୩ ବର୍ଷ ପରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୨୩।୪: ଭାରତୀୟ ଜନତା ପାର୍ଟି(ଭାଜପା) ଡା. ରାଜୀବ ବିନ୍ଦଲଙ୍କୁ ହିମାଚଳ ପ୍ରଦେଶ ଭାଜପାର ଅଧ୍ୟକ୍ଷ ନିଯୁକ୍ତ କରିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ନିଯୁକ୍ତି କରିଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରୀୟ ମହାସଚିବ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂଙ୍କ…

ଅନ୍ୟକୁ ପ୍ରଶ୍ନ କରିବା ସହଜ ହେଲେ ନିଜକୁ ପ୍ରଶ୍ନ କରିବା କଷ୍ଟ: ରାହୁଲ

ବେଙ୍ଗାଲୁରୁ,୨୩।୪: ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ଏହି ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। କଂଗ୍ରେସ ବି ପଛରେ ନାହିଁ। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ କର୍ନାଟକ ଗସ୍ତରେ ଅଛନ୍ତି।…

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ପୂର୍ବରୁ ଭାଜପା କାର୍ଯ୍ୟାଳୟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସେବେଠାରୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିଲା। ତେବେ ଚିଠି…

ଆଇନ ଶୃଙ୍ଖଳାରେ ବାଧା ସୃଷ୍ଟି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ଗିରଫ ହେବା ପରଠାରୁ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତିମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର କହିଛନ୍ତି କି ଯେଉଁମାନେ ଦେଶର ଶାନ୍ତି ଓ ଆଇନ ଶୃଙ୍ଖଳା…

କେଦାରନାଥରେ ଅଘଟଣ: ହେଲିକପ୍ଟର ପଙ୍ଖାରେ ଅଧିକାରୀଙ୍କ ଗଳା କଟିଲା…

ଡେରାଡୁନ,୨୩।୪ : ଉତ୍ତରାଖଣ୍ଡ ଚାର୍‌ ଧାମ ଯାତ୍ରାର ଦ୍ୱିତୀୟ ଦିନରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା କେଦାରନାଥ ହେଲିପ୍ୟାଡରେ ଘଟିଛି। କେଦାରନାଥ ହେଲିପ୍ୟାଡରେ ହେଲିକପ୍ଟରରୁ ଅବତରଣ କରିବା ମାତ୍ରେ ଉତ୍ତରାଖଣ୍ଡର ଜଣେ ଅଧିକାରୀଙ୍କ ଗଳା ହେଲିକପ୍ଟରର…

ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

କର୍ନାଟକ,୨୩।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜ୍ୱର ହୋଇଥିବାରୁ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏଥିସହ ବର୍ତ୍ତମାନ ସେ ସୁସ୍ଥ ଥିବା ନେଇ…

‘ସିଂହ ଭଳି ଆତ୍ମସମର୍ପଣ କରିଛି, ତାକୁ ନେଇ ଆମେ ଗର୍ବ କରୁ’, ଅମୃତପାଲ ସିଂଙ୍କ ମାଆ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ରବିବାର ପଞ୍ଜାବର ମୋଗା ଜିଲାରେ ରୋଡେ ଗାଁରୁ ଗିରଫ କରାଯାଇଛି। ଖଲିସ୍ତାନ ସମର୍ଥକ ଅମୃତପାଲ ପ୍ରାୟ ୩୫ ଦିନ ହେବ ଫେରାର ଥିଲେ। ପୋଲିସ ମହାନିରିକ୍ଷକ ସୁଖଚୈନ ସିଂ ଗିଲ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?