ଜାତୀୟ

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଏମଭିଏ ଆଜି ଅଛି କାଲି ରହିବ କି ନାହିଁ ସନ୍ଦେହ: ଶରଦ ପାଓ୍ବାରଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…

ମୁମ୍ବାଇ,୨୪।୪ : ୫୪ ବର୍ଷ ଧରି ସଂସଦ ରାଜନୀତିରେ ସକ୍ରିୟ ଥିବା ଶରଦ ପାୱାର ମହା ବିକାଶ ଅଘାଡି (ଏମଭିଏ) ମିଳିତ ମେଣ୍ଟ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରରେ ଏମଭିଏ ଆଜି ଅଛି କାଲି ରହିବ କି ନାହିଁ…

ଡେପସାଙ୍ଗ-ଡେମଚୋକ ଅଞ୍ଚଳରୁ ପିଏଲଏ ପ୍ରତ୍ୟାହାର ପାଇଁ ଭାରତର ଦାବି…

ନୂଆଦିଲ୍ଲୀ,୨୪।୪ : ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗଫୁଙ୍କ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ଶୀର୍ଷ ସ୍ତରୀୟ ସାମରିକ ଆଲୋଚନା ରବିବାର ଶେଷ ହୋଇଛି।…

ଦେଶରେ ୨୪,୨୪,୫୪୦ ଜଳ ଉତ୍ସ: ୯୭ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ…

ନୂଆଦିଲ୍ଲୀ,୨୪।୪ : ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଜଳଉତ୍ସର ଗଣନା କରିଛନ୍ତି। ଏହା ଦେଶର ଜଳ ସମ୍ପଦର ଏକ ବିସ୍ତୃତ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ପ୍ରାକୃତିକ ତଥା ମନୁଷ୍ୟକୃତ ଜଳ ଉତ୍ସ ଯେପରିକି…

ସିନ୍ଧୁ ଜଳ ଚୁକ୍ତିର ଉଲ୍ଲଂଘନ କରୁଛି ପାକିସ୍ତାନ…

ନୂଆଦିଲ୍ଲୀ,୨୪।୪ : କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସିନ୍ଧୁ ନଦୀ ଜଳ ଚୁକ୍ତିନାମାକୁ ବିଶ୍ୱର ସବୁଠାରୁ ପବିତ୍ର ଚୁକ୍ତି ବୋଲି କହିଛନ୍ତି। ଏଥି ସହ ସେ ଚୁକ୍ତିନାମାର ନିୟମ ଉଲ୍ଲଂଘନ କରିଥିବାରୁ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ଦେଶ ବିଭାଜନ ପରେ…

ସାମୁହିକ ବିବାହ ପୂର୍ବରୁ ପ୍ରେଗ୍ନାସି ଟେଷ୍ଟ ପଜିଟିଭ: ୫ ଯୁବତୀଙ୍କ ବିବାହ ନୋହିଲା…

ଭୋପାଳ,୨୪।୪ : ମଧ୍ୟପ୍ରଦେଶରେ ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ ଯୋଜନା ବିବାଦ ଘେରରେ ରହିଛି। ପ୍ରକୃତରେ, ଶନିବାର ଗରିବ ପରିବାରର ୨୧୯ ଯୁବତୀଙ୍କ ସାମୁହିକ ବିବାହ କରାଯାଉଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ପ୍ରେଗ୍ନାସି ଟେଷ୍ଟ ପଜିଟିଭ ହୋଇଥିଲା ଏବଂ ସେମାନଙ୍କ…

ଆମେ ନିର୍ବାଚନ ପାଇଁ ପ୍ରସ୍ତୁତ: ଉଦ୍ଧବ…

ମୁମ୍ବାଇ,୨୪।୪ : ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ପରିବେଶ ଉଷ୍ଣ ହୋଇଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯିବ ବୋଲି ମନ୍ତବ୍ୟ ଦେବା ପରେ ଉଦ୍ଧବ ଠାକରେ ବହୁତ ଖୁସି…

ନୂଆ ରୂପ ନେଲା କରୋନା: ଏଫୟୁ-୧, ଏଫୟୁ-୨ ମ୍ୟୁଟେଶନ ଚିହ୍ନଟ, ୨୮ ଆକ୍ରାନ୍ତ…

ନୂଆଦିଲ୍ଲୀ,୨୪।୪ : କରୋନା ଭୂତାଣୁ ପୁନର୍ବାର ଏହାର ସ୍ପାଇକ ପ୍ରୋଟିନ ବଦଳାଇବା ଆରମ୍ଭ କରିଛି । ବୈଜ୍ଞାନିକମାନେ ଏବେ ଏହାର ଦୁଇଟି ନୂତନ ପରିବର୍ତ୍ତନ ଚିହ୍ନଟ କରିଛନ୍ତି। ୨୮ କରୋନା ସଂକ୍ରମିତଙ୍କଠାରେ ଏହା ଦେଖିବାକୁ ମିଳିଛି। ଏହି ଦୁଇଟି ମ୍ୟୁଟେଶନକୁ ଏଫୟୁ-୧…

ମା’ ସବୁଠୁ ଭଲ ରାନ୍ଧୁଣୀ: ରାହୁଲ

ନୂଆଦିଲ୍ଲୀ, ୨୪।୪: ଖାଦ୍ୟକୁ ନେଇ କଂଗ୍ରେସ ନେତା ରହୁଲ ଗାନ୍ଧୀଙ୍କର ଥିବା ରୁଚି ବିଷୟରେ ପ୍ରାୟ ସମସ୍ତେ ଅବଗତ। କେଉଁ ରାଜନେତାମାନେ ଭଲ ରୋଷେଇ କରନ୍ତି ସେ ବାବଦରେ ରାହୁଲ ନିକଟରେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଖାନେ ମେଁ କ୍ୟା ହୈ’କୁ ସାକ୍ଷାତ୍‌କାର…

ଶେଷ ନୁହେଁ, ଆରମ୍ଭ ମାତ୍ର: ଅମ୍ରିତ୍‌ପାଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୪ା୪: ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିବା ୨୯ ବର୍ଷୀୟ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ୍‌ପାଲ ସିଂଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯାଇଛି। ସେଠାରେ ପୂର୍ବରୁ ତାଙ୍କର ଅନ୍ୟ ୯ ସହଯୋଗୀ ବନ୍ଦୀ ଅଛନ୍ତି। ଅମ୍ରିତ୍‌ପାଲଙ୍କ…

ପୁଞ୍ଚରେ ତଲାସି ଜୋର୍‌ଦାର: ୩୦ ଅଟକଙ୍କୁ ପଚରାଉଚରା

ଜମ୍ମୁ,୨୩ା୪: ଜମ୍ମୁ-କଶ୍ମୀରର ପୁଞ୍ଚସ୍ଥିତ ମେନ୍ଧାର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାରେ ୩୦ ଜଣଙ୍କୁ ପଚରାଉଚରା ଲାଗି ଅଟକ ରଖାଯାଇଛି। ଏକ ସେନା ଭ୍ୟାନ୍‌କୁ ବାଟା ଦୋରିୟାର ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ।…

କୁନୋ ନ୍ୟାଶନାଲ ପାର୍କରେ ଆଉ ଏକ ଚିତାର ମୃତ୍ୟୁ

ଭୋପାଳ,୨୩।୪: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ଘଟିଛି। ଏନେଇ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଜେ.ଏସ ଚୌହାନ ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁରୁଷ ଚିତା ଉଦୟର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ, କିଛି ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?