ଜାତୀୟ

ଧନକରଙ୍କୁ ହଟାଇବାକୁ ବିରୋଧୀଙ୍କ ରଣନୀତି, ସମର୍ଥନ କରିବ ବିଜେଡି!

ନୂଆଦିଲ୍ଲୀ,୧୦।୮: କ’ଣ ରାଜ୍ୟ ସଭା ସଭାପତି ଜଗଦୀପ ଧନକରଙ୍କୁ ହଟାଯାଇପାରିବ? ଯଦି ହଁ ତେବେ କିପରି? ରାଜ୍ୟ ସଭାରେ ହେଉଥିବା ରାଜନୈତିକ ଅସ୍ଥିରତା ଏବଂ ବିରୋଧୀଙ୍କ ମହାଭିଯୋଗ ପ୍ରସ୍ତାବ ଆଣିବା ନେଇ ଆଲୋଚନା ମଧ୍ୟରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଛି।…

ମରୁଭୂମିରେ ବର୍ଷାର ତାଣ୍ଡବ, ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ

ଜୟପୁର,୧୦।୮: ରାଜସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ମରୁଭୂମି ଅଞ୍ଚଳରେ ପ୍ରବାହିତ ଲୁଣି ନଦୀରେ ତିନିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି। ଭରତପୁରରେ ପ୍ରବଳ ବର୍ଷା ହେତୁ ଏକ ଘର ଭୁଶୁଡି ପଡିଛି। ଏହି କାରଣରୁ,…

ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର,୧୦।୮: ଯୌନ ଉତ୍ପୀଡ଼ନ ମାମଲାରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ଆସାରାମଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆସାରାମଙ୍କୁ ପରୀକ୍ଷା ପାଇଁ ଏମ୍ସକୁ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚ…

କେବଳ ବୟସ ପାଇଁ ମିଳୁନି ରାଜ୍ୟ ସଭା ଟିକେଟ୍‌? ରାଜ୍ୟ ସଭା ଏମପି ହେବା ପାଇଁ କ’ଣ ରହିଛି ଯୋଗ୍ୟତା…

ନୂଆଦିଲ୍ଲୀ,୧୦।୮: ନିର୍ଦ୍ଦିଷ୍ଟ ଓଜନରୁ ୧୦୦ଗ୍ରାମ୍‌ ଅଧିକ ହେତୁ ହରିୟାଣାର ରେସଲର ଭିନେଶ ଫୋଗଟ ଅଲିମ୍ପିକ ଫାଇନାଲରେ ଅଯୋଗ୍ୟ ହୋଇଛନ୍ତି। ତେବେ ସେ ଘରକୁ ଫେରିବା ପରେ ତାଙ୍କୁ ରାଜ୍ୟ ସଭାକୁ ପଠାଇବାକୁ ଦାବି କରାଯାଉଛି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡା…

ମୋଦିଙ୍କୁ ପ୍ରଶଂସା କଲେ ରାହୁଲ, ଏକ୍ସରେ ପୋଷ୍ଟ କରି କହିଲେ, ଭଲ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୦।୮: କେରଳର ୱାୟନାଡରେ ପ୍ରବଳ ବର୍ଷା ପରେ ଜୁଲାଇ ୩୦ରେ ଘଟିଥିବା ଭୂସ୍ଖଳନ ଘଟଣା ଅଞ୍ଚଳକୁ ଛାରଖାର କରିଦେଇଛି। ଏଥିରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଅଛନ୍ତି। ଘର ନଷ୍ଟ ହୋଇଯାଇଛି। ଲୋକମାନେ କୌଣସି…

ଶେଖ ହାସିନାଙ୍କ ପାଇଁ ଏମିତି କ’ଣ କରିଦେଲେ ମୋଦି, ଯାହାକୁ ନେଇ ହାସିନାଙ୍କ ପୁଅ କରୁଛନ୍ତି ପ୍ରଶଂସା

ଢାକା,୧୦।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସଜିବ ୱାଜେଡ ଆନନ୍ଦ ଆମେରିକାରୁ ଏକ ଭିଡିଓ ଭାଇରାଲ କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଭିଡିଓ ବାର୍ତ୍ତାରେ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଡ…

ଜେଲରୁ ବାହାରିବା ପରେ ସକାଳୁ ପତ୍ନୀଙ୍କ ସହ ଚା’ ପିଇବାର ଫଟୋ ଶେୟାର କରି ଏମିତି ଲେଖିଲେ ସିସୋଡିଆ

ନୂଆଦିଲ୍ଲୀ,୧୦।୮: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଏକ୍ସାଇଜ ପଲିସି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧୭ ମାସ ପରେ ସିସୋଡିଆ ଜେଲରୁ ବାହାରିଛନ୍ତି। ଆଜି ପୂର୍ବତନ ଶିକ୍ଷା ମନ୍ତ୍ରୀ ତାଙ୍କ…

ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ବିମାନ ସେବା ସ୍ଥଗିତ

ନୂଆଦିଲ୍ଲୀ,୧୦ା୮: ଇସ୍ରାଏଲ୍‌ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ତେଲ୍‌ ଆଭିଭ୍‌କୁ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବିମାନ ସେବା ସ୍ଥଗିତ ରଖିଛନ୍ତି। ପୂର୍ବରୁ ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଉକ୍ତ ଏୟାରଲାଇନ୍ସ ଅଗଷ୍ଟ ୮ ପର୍ଯ୍ୟନ୍ତ ଦିଲ୍ଲୀରୁ…

କଶ୍ମୀରୀ ଗଢ଼ିବେ ନିଜ ସରକାର

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ୨୦୧୪ ନଭେମ୍ବର ୨୫ରୁ ଡିସେମ୍ବର ୨୦ ମଧ୍ୟରେ ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ମଧ୍ୟରୁ ୮୭ଟିରେ ୫ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୦୨୦ ଜାନୁୟାରୀ ୧୯ରେ ବିଧାନସଭାର ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବାର ଥିଲା। ତେବେ ଏହା…

ଅଗଷ୍ଟ ୧୫ରୁ ଗୁଡ୍‌ ମର୍ନିଂ ବଦଳରେ ଜୟ ହିନ୍ଦ୍‌

ଚଣ୍ଡିଗଡ଼,୧୦ା୮: ଆଗାମୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରୁ ହରିୟାଣାର ସ୍କୁଲପିଲାମାନେ ଗୁଡ୍‌ ମର୍ନିଂ ବଦଳରେ ‘ଜୟ ହିନ୍ଦ୍‌’ କହି ପରସ୍ପରକୁ ଓ ସେମାନଙ୍କ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବେ। ରାଜ୍ୟର ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ପ୍ରିନ୍ସିପାଲ…

ଝିଅ ନେବେ ନିଜ ପିନ୍ଧିବା ନିଷ୍ପତ୍ତି

ନୂଆଦିଲ୍ଲୀ,୧୦ା୮(ପି.ଟି.): କ୍ୟାମ୍ପସ୍‌ରେ ହିଜାବ, ବୁର୍ଖା, ଟୋପି ଓ ନକାବ୍‌ ବ୍ୟାନ୍‌ ପାଇଁ ମୁମ୍ବାଇ କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସ୍ଥଗିତାଦେଶ ଲଗାଇଛନ୍ତି। ପୋଷାକ ଚୟନ କରିବା ସ୍ବାଧୀନତା ଛାତ୍ରୀମାନଙ୍କର ରହିବା ଜରୁରୀ ବୋଲି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ…

ଜେଡିୟୁରେ ଫାଟ, ଏବେ କ’ଣ କରିବେ ନୀତିଶ? ମୋଦିଙ୍କୁ କରିବେ ସମର୍ଥନ ନା…

ନୂଆଦିଲ୍ଲୀ,୯।୮: କେନ୍ଦ୍ର ସରକାର ଲୋକ ସଭାରେ ୱାକଫ ସଂଶୋଧନ ବିଲ ଆଣିଛନ୍ତି। ଏନଡିଏର ସହଯୋଗୀ ଦଳ ଏହାକୁ ଖୋଲାଖୋଲି ସମର୍ଥନ କରୁଥିବାବେଳେ ଇଣ୍ଡିଆ ଆଲାଇନ୍ସ ଏହାକୁ ବିରୋଧ କରୁଛନ୍ତି। ଲୋକ ସଭାରେ ୱାକଫ ବିଲ ଉପରେ ଜେଡିୟୁ ସମର୍ଥନ ଜଣାଇଛି କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri