ଇସ୍ତଫା ଦେବା ପରେ ଭାବୁକ ହେଲେ ଚମ୍ପାଇ ସୋରେନ, ଶିବୁ ସୋରେନଙ୍କୁ ଚିଠି ଲେଖି କହିଦେଲେ ଏମିତି…
ରାଞ୍ଚି,୨୯।୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ୩୦ ଅଗଷ୍ଟ ଅର୍ଥାତ୍ ଶୁକ୍ରବାର ଭାଜପାରେ ଯୋଗଦେବାକୁ ଯାଉଛନ୍ତି। ଏହାପୂର୍ବରୁ ଚମ୍ପାଇ ସୋରେନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଶିବୁ ସୋରେନଙ୍କୁ…
ଜୈବିକ ଚାଷ ପାଇଁ ମହିଳାଙ୍କୁ କରାଯାଉଛି ପ୍ରୋତ୍ସାହିତ
ଦାରିଙ୍ଗବାଡି, ୨୯।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଜାଗୃତି ଅନୁଷ୍ଠାନ ପରିସର ମଧ୍ୟରେ ଗୁରୁବାର ପାରମ୍ପରିକ ଚାଷରେ ମହିଳାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରାଯିବା ସହ ସେମାନଙ୍କୁ ସ୍ବୀକୃତି ଦେବା ପାଇଁ ପାରମ୍ପରିକ ଓ ଜୈବିକ…
ଏସବିଆଇରେ ବଡ଼ ଠକେଇ, ଲୁଟେରାଙ୍କ ସହ ମିଶି ୧୭୫କୋଟି ଟଙ୍କା ଲୁଟ୍ କଲେ ବ୍ୟାଙ୍କ ମ୍ୟାନେଜର
ହାଇଦ୍ରାବାଦ,୨୯।୮: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହୋଇଛି ବଡ଼ ଠକେଇ। ଆଉ ଏହି ଠକେଇରେ ସାମିଲ୍ ଅଛନ୍ତି ଖୋଦ୍ ବ୍ୟାଙ୍କ ମ୍ୟାନେଜର। ଲୁଟେରାଙ୍କ ସହ ମିଶି ବ୍ୟାଙ୍କରୁ ୧୭୫କୋଟି ଟଙ୍କା ଲୁଟ୍ କରିଛନ୍ତି ବ୍ୟାଙ୍କ ମ୍ୟାନେଜର। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର…
କେଉଁ ଦେଶରେ ମହିଳାଙ୍କ ଉପରେ ହେଉଛି ଅଧିକ ଯୌନ ଉତ୍ପୀଡ଼ନ, ତାଲିକାର ଏହି ସ୍ଥାନରେ ରହିଛି ଭାରତ
ନୂଆଦିଲ୍ଲୀ,୨୯।୮: କୋଲକାତାର ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ବଳାତ୍କାର-ହତ୍ୟାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି। ଏହା ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାରର ଅନେକ ଘଟଣା ସାମ୍ନାକୁ ଆସୁଛି, ଯେଉଁ କାରଣରୁ କେତେକ ସ୍ଥାନରେ ଭୟ ଓ…
ରାଜ୍ୟରେ ଗଧିଆ ଆତଙ୍କ: ୮ ଶିଶୁଙ୍କୁ ଝାମ୍ପି ନେଇ ମାରି ସାରିଲାଣି, ରାଇଫଲ ନେଇ ବାହାରିଲେ ବିଧାୟକ
ନୂଆଦିଲ୍ଲୀ,୨୯।୮: ଗତ ଦେଢ ମାସ ଧରି ଉତ୍ତରପ୍ରଦେଶର ବାହରାଇଚରେ ମାତିଛି ଗଧିଆ। ଗଧିଆ ଆତଙ୍କ ଯୋଗୁ ଚାରିଆଡେ ଭୟର ବାତାବରଣ ଖେଳିଯାଇଛି। ଗତ ୪୦ ଦିନ ମଧ୍ୟରେ ଗଧିଆ ୩୦ରୁ ଅଧିକଙ୍କୁ ଆକ୍ରମଣ କରିଛନ୍ତି। ବନ ବିଭାଗ ଠାରୁ ଆରମ୍ଭ କରି…
ମମତାଙ୍କ ବଡ଼ ସୂଚନା: ୧୦ ଦିନ ମଧ୍ୟରେ ବଳାତ୍କାରୀଙ୍କୁ ହେବ ଫାଶୀ, ଭାଜପା କହିଲା…
କୋଲକାତା,୨୯।୮: ପଶ୍ଚିମବଙ୍ଗରେ ଶାସକ ଟିଏମସି ଏବଂ ବିରୋଧୀ ଭାଜପା ମଧ୍ୟରେ କୋଲକାତାର ଆର.ଜି କର ମେଡିକାଲ ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେ ବିଧାନସଭା ଅଧିବେଶନ ଡାକିବୁ ଏବଂ…
ଯେତେବେଳେ ସେ ସଂସଦକୁ ଧଳା ଟି ଶର୍ଟ ପିନ୍ଧି ଆସନ୍ତି…ରାହୁଲଙ୍କୁ ଏମିତି କ’ଣ କହିଦେଲେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ଚଳିତ ନିର୍ବାଚନରେ ଆମେଠିରୁ ବଡ଼ ପରାଜୟର ଶିକାର ହୋଇଛନ୍ତି ଭାଜପା…
ବଦଳିଲା ସ୍ବର, ରାହୁଲଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସ୍ମୃତି ଇରାନୀ! କହିଲେ ସଫଳତାର ସ୍ବାଦ ଚାଖିଛନ୍ତି…
ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ସାକ୍ଷାତକାରରେ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଇରାନୀ କହିଛନ୍ତି, ରାହୁଲ ଭାବନ୍ତି ଯେ, ସେ…
ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୨୯।୮: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା ମିଳିଛି। ତିନିଟି ଭିନ୍ନ ଅପରେଶନରେ ୩ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ସୁରକ୍ଷା ବାହିନୀ କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କୁ ନିହତ ହୋଇଥିବାବେଳେ ଟାଙ୍ଗଧରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ରାଜୌରୀରେ…
କାହିଁକି ଭାଜପା ମୁହାଁ ହେଲେ ଚମ୍ପାଇ ସୋରେନ: ନିଜେ ଖୋଲିଦେଲେ ସବୁ ଗୁମର
ରାଞ୍ଚି,୨୯।୮: ଝାଡଖଣ୍ଡ ରାଜନୀତିରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଚମ୍ପାଇ କେଉଁ ଚୁକ୍ତିରେ ଭାଜପାରେ ଯୋଗ ଦେଇଛନ୍ତି, ନେଇ ଆଲୋଚନା ଚାଲିଛି। ଚମ୍ପାଇଙ୍କୁ ଭାଜପାରେ ଯୋଗଦେବାର କାରଣ ପଚରାଯାଇଥିଲା, ସେ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ…
ରାହୁଲଙ୍କ ଟେନଶନ ବଢାଇଲେ ଅଖିଳେଶ, ଖୋଲାଖୋଲି ମାଗୁଛନ୍ତି ଏତେ ସିଟ୍
ନୂଆଦିଲ୍ଲୀ,୨୯।୮: ୟୁପିରେ କଂଗ୍ରେସ ସହ ମେଣ୍ଟ କରିବା ପରେ ଏସପି ଲୋକ ସଭା ନିର୍ବାଚନରେ ଅତୁଳନୀୟ ସଫଳତା ପାଇଛି। ଏହା ପରେ ଏସପି ମୁଖ୍ୟ ଅଖିଳେଶ ଯାଦବ ୟୁପି ବାହାରେ ନିଜକୁ ମଜବୁତ କରିବା ଏବଂ ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର…
‘କିମ୍ ଜୋଙ୍ଗଙ୍କ ପରେ ମମତା ହୋଉଛନ୍ତି ଦ୍ୱିତୀୟ ଏକଛତ୍ରବାଦୀ ଶାସକ’: ଏମିତି କହିଦେଲେ ଗିରିରାଜ ସିଂ
ନୂଆଦିଲ୍ଲୀ,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଲଗାତାର ଭାଜପା ରାଡାରରେ ଅଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତାଙ୍କୁ ଉତ୍ତର କୋରିଆର…

