ଜାତୀୟ

‘ଲାଲବାଗ ରାଜା’ଙ୍କୁ ୨୦ କିଲୋ ସୁନାର ମୁକୁଟ ଦାନ କଲେ ଅନନ୍ତ ଅମ୍ବାନୀ: ଜାଣନ୍ତୁ ଏହାର ଦାମ୍‌ କେତେ

ମୁମ୍ବାଇ,୬।୯: ଗଣେଶ ଉତ୍କଳ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁମ୍ବାଇର ପ୍ରସିଦ୍ଧ ‘ଲାଲବାଗ ରାଜା’ଙ୍କ ପ୍ରତିମୂର୍ତ୍ତିରୁ ପରଦା ହଟାଇ ଦିଆଯାଇଛି। ଏଥର ବପ୍ପା ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ଏବଂ ତାଙ୍କ ମସ୍ତକରେ ଏକ ସୁନା ମୁକୁଟ…

ପୁଣି ଭାଜପା ଛାଡି ଆର୍‌ଜେଡି ସହ ଯିବେ କି ନୀତୀଶ: ନିଜେ କଲେ ଖୁଲାସା

ପାଟନା,୬।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ନୀତୀଶ ଆରଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ।…

ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ,୬।୯: ହରିୟାଣା ବିଧାନସଭା ନିର୍ବାଚନ ଆଗକୁ ଥିବାବେଳେ ଭାଜପାକୁ ଲାଗିଛି ବଡ଼ ଝଟ୍‌କା। ଦଳ ନିର୍ବାଚନ ପାଇଁ ଅଣ୍ଟା ଭିଡିଥିବାବେଳେ ଦେଶର ଚତୁର୍ଥ ଧନୀ ମହିଳା ସାବିତ୍ରୀ ଜିନ୍ଦଲ ଭାଜପାର ହାତ ଛାଡିଛନ୍ତି। ଦଳ ବିରୋଧରେ ବିଦ୍ରୋହ କରି ସେ ସ୍ବାଧୀନ…

କୋଲକତା କାଣ୍ଡ: ସିବିଆଇ ହାତରେ ବଡ଼ ପ୍ରମାଣ, ମହିଳା ଡାକ୍ତରଙ୍କ ସହ ହୋଇନାହିଁ…

କୋଲକାତା, ୬।୯: ଅଗଷ୍ଟ ୯ରେ କୋଲକାତା ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ସିବିଆଇ ସ୍ବୀକାର କରିଛି ଯେ, ଏଥିରେ କେବଳ ଅଭିଯୁକ୍ତ…

ଲାଲୁଙ୍କ ସହ ସାକ୍ଷାତକାରର ଭିଡିଓ ଭାଇରାଲ ଭିତରେ ନୀତିଶ କୁମାର କଲେ ବଡ଼ ଘୋଷଣା, କହିଲେ ଭୁଲ ହୋଇ ଯାଇଛି…

ପାଟନା,୬।୯: ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରିୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ସେହି ବୈଠକର ଯେତେବେଳ ସିଏମ ନୀତୀଶ କୁମାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ…

କଂଗ୍ରେସରେ ଯୋଗଦେବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଭିନେଶ, ଛାଡିଲେ ଏହି ସରକାରୀ ଚାକିରି

ନୂଆଦିଲ୍ଲୀ,୬।୯: ଭେଟେରାନ ରେସଲର ଭିନେଶ ଫୋଗଟ କଂଗ୍ରେସରେ ଯୋଗଦେବା ପୂର୍ବରୁ ରେଳବାଇରେ ଚାକିରି ଛାଡିଛନ୍ତି। ଉତ୍ତର ରେଳବାଇରେ ଭିନେଶ ଫୋଗଟଙ୍କୁ ଓଏସ୍‌ଡି / ସ୍ପୋର୍ଟସ ଭାବରେ ନିଯୁକ୍ତି କରାଯାଇଥିଲା। ଭିନେଶ ଏକ୍ସରେ ଲେଖିଛନ୍ତି, ଭାରତୀୟ ରେଳବାଇରେ ସେବା ମୋ ଜୀବନର ଏକ…

କୋଲକାତା ଲଜ୍ଜା: ପୋଲିସ ଜବରଦସ୍ତି ଶୁଟ କରିଥିଲା ଭିଡିଓ, ମାତାପିତାଙ୍କ ଗୁରୁତର ଅଭିଯୋଗକୁ ନେଇ ବଢୁଛି ଉତ୍ତେଜନା

କୋଲକାତା,୬।୯: କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା ଜଟିଳ ହେବାରେ ଲାଗିଛି। ଏପର୍ଯ୍ୟନ୍ତ କେବଳ ଜଣେ ଅଭିଯୁକ୍ତ – ସଞ୍ଜୟ ରୟଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ପୀଡିତାଙ୍କ…

ଟିକେଟ ନ ମିଳିବା ପରେ ଆସିଲା ବବିତା ଫୋଗାଟଙ୍କ ପ୍ରଥମ ବୟାନ, କହିଲେ ବ୍ୟକ୍ତିଠୁ ବଡ ଦଳ, ଦଳଠୁ ବଡ…

ନୂଆଦିଲ୍ଲୀ,୬।୯: ନିକଟରେ ଭାରତୀୟ ଜନତା ପାର୍ଟି (ଭାଜପା) ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୬୭ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥର ପାର୍ଟି ରେସଲର ବବିତା ଫୋଗାଟଙ୍କୁ ଟିକେଟ ଦେଇ ନାହିଁ। ବବିତା ଫୋଗାଟଙ୍କ ସ୍ଥାନରେ ଚରଖି-ଦାଦରି ବିଧାନସଭା…

ସ୍ବାଧିନତା ମସୟରେ ମୁସଲମାନଙ୍କୁ ପାକିସ୍ତାନ ପଠାଇଦେଇଥିଲେ ଜନ୍ମ ହୋଇ ନ ଥାଆାନ୍ତେ ତୌକିର ରଜା: ଗିରିରାଜ

ନୂଆଦିଲ୍ଲୀ,୬।୯: ଓ୍କକଫ ବିଲ୍‌ ୨୦୨୪ ବିରୋଧରେ ବରେଲିରେ ମୌଲାନା ତୌକିର ରଜା ମୁସଲମାନ ସଡ଼କ ଉପରକୁ ଆସି ବିରୋଧ କରିବାର ବୟାନକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିନ୍ଦା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ଆମର ଦୁର୍ଭାଗ୍ୟ। ସ୍ବାଧୀନତା ସମୟରେ…

ସୀତାରାମ ୟେଚୁରୀ ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି

ନୂଆଦିଲ୍ଲୀ,୬।୯: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି ହୋଇଥିବା ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସୂଚନା ଅନୁଯାୟୀ, ଫୁସଫୁସ ସଂକ୍ରମଣ ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପାର୍ଟି ଏହାର…

ସିବିଆଇର ଫାଇନାଲ ଖୁଲାସା, ବଳାତ୍କାର କରିଛନ୍ତି ସଞ୍ଜୟ ରୟ ଆଉ…

କୋଲକାତା,୬।୯: କୋଲକାତା ଆରଜି ମେଡିକାଲ କଲେଜ ଘଟଣାରେ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସିବିଆଇ। ତେବେ ସିବିଆଇର ଫାଇନାଲ ତଦନ୍ତରେ ଲୋମଟାଙ୍କୁରା ପରି ଖୁଲାସା ହୋଇଛି। ଯେଉଁଥିରେ ଏହି ଘଟଣାରେ କେତେଜଣ ସାମିଲ୍‌ ରହିଛନ୍ତି ତାହାର ପର୍ଦ୍ଦାଫାଶ ହୋଇଛି। ତେବେ ଏକ…

ଆଜି କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ହରିଆଣାର ଏହି ଆସନରୁ ଲଢିପାରନ୍ତି ନିର୍ବାଚନ

ଚଣ୍ଡିଗଡ,୬।୯: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସହ ଜଡିତ ଏକ ବଡ଼ ଖବର ଅଛି । ପ୍ରସିଦ୍ଧ ମହିଳା ରେସଲର ଭିନେଶ ଫୋଗଟ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରାୟ ନିଶ୍ଚିତ ହୋଇଛି ଯେ ଭିନେଶ ଫୋଗଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?