ଜାତୀୟ

ଚଳନ୍ତା ଆମ୍ବୁଲାନ୍ସରେ ମହିଳାଙ୍କୁ ଯୌନ ଉତ୍ପୀଡନ: ଅସୁସ୍ଥ ସ୍ବାମୀ ବିରୋଧ କରିବାରୁ କାଡିଦେଲେ ଅକ୍ସିଜେନ୍‌: ଆଉ ତା’ପରେ…

ଲକ୍ଷ୍ନୌ, ୬।୯:ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଏକ ଚଳନ୍ତା ଆମ୍ବୁଲାନ୍ସରେ ଅସୁସ୍ଥ ସ୍ବାମୀଙ୍କ ସମ୍ମୁଖରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଛି। ଆମ୍ବୁଲାନ୍ସରେ ମହିଳା ଜଣକ ଅସୁସ୍ଥ ସ୍ବାମୀଙ୍କୁ ନେଇ ଲକ୍ଷ୍ନୌରୁ ସିଦ୍ଧାର୍ଥନଗର ଜିଲାସ୍ଥିତ ନିଜ ଗ୍ରାମକୁ…

ରାହୁଲଙ୍କ ପାଇଁ ନର୍ଭସ ଅଛି ଆରଏସଏସ? ଗୋଟିଏ ଦିନରେ ଦୁଇ ଦୁଇ ଥର ବଦଳାଇଲାଣି ବୟାନ…

ନୂଆଦିଲ୍ଲୀ,୬।୯: କେରଳର ପଲକ୍କଡରେ ନିକଟରେ ଶେଷ ହୋଇଥିବା ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ବୈଠକରେ ଜାତିଗତ ଜନଗଣନା ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଉପରେ କଂଗ୍ରେସ ନେତା କହିଛନ୍ତି, ସଂଗଠନ ନର୍ଭସ ଥିବା ଜଣାପଡୁଛି। କିଛି ଲୋକ ଅନୁଭବ କରୁଛନ୍ତି ଯେ କଂଗ୍ରେସ…

ଏନଡିଏରେ ସହଯୋଗୀ ପାର୍ଟିଙ୍କ ସହ ମତଭେଦ ଅଛି…ବଡ଼ ଗୁମର ଖୋଲିଦେଲେ ଜେଡିୟୁରୁ ବରିଷ୍ଠ ନେତା

ନୂଆଦିଲ୍ଲୀ,୬।୯: ବରିଷ୍ଠ ନେତା କେସି ତ୍ୟାଗୀଙ୍କ ସ୍ଥାନରେ ଜେଡିୟୁର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଥିବା ରାଜୀବ ରଂଜନ ପ୍ରସାଦ ଏନଡିଏର ଭିତିରି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଯଦିଓ ଏନଡିଏରେ…

ଆଡଭାନୀଙ୍କୁ ଭାଜପା ସଦସ୍ୟତା ସାର୍ଟିଫିକେଟ ଦେଲେ ନଡ୍ଡା

ନୂଆଦିଲ୍ଲୀ,୬ା୯:ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍‌କୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କ ଦଳୀୟ ସଦସ୍ୟତାକୁ ନବୀକରଣ କରାଇବା ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ନଡ୍ଡାଙ୍କ ସହ ଭାଜପା ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ମଧ୍ୟ…

ମୋଦିଙ୍କୁ ଟାର୍ଗେଟ କଲେ ମୋହନ ଭାଗବତ! ଆପଣ ଭଗବାନ କି ନାହିଁ…

ନୂଆଦିଲ୍ଲୀ,୬।୯: ଶଙ୍କର ଦିନକରଙ୍କ ଶତାଦ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରିୟ ସ୍ବଂୟ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ବଡ଼ ବୟାନ ଦେଇଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ଆରଏସଏସ ମୁଖ୍ୟ କହିଛନ୍ତି, ଆପଣ ନିଜ ଦାୟିତ୍ୱରେ ଭଲ…

ସକାଳୁ ସକାଳୁ ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ପହଞ୍ଚିଲା ଇଡି

କୋଲକାତା,୬।୯: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହା ବ୍ୟତୀତ ଆର୍‌.ଜି କର ମେଡିକାଲ କଲେଜରେ ମଧ୍ୟ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଦୁର୍ନୀତି…

କୋଲକାତା ବଳାତ୍କାର ମାମଲାରେ ଫିଟିଲା ଗୁମର! ମିଛ କହିଛନ୍ତି ସନ୍ଦୀପ ଘୋଷ, ଘଟଣାର ପର ଦିନ ସକାଳେ ବଡ଼ ଗେମ୍‌ ଖେଳିଥିଲେ…

କୋଲକାତା,୬।୯: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହି ସମୟରେ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ବିଷୟରେ ଆଉ ଏକ ନୂଆ…

ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଦେଲେ ରାଜ୍ୟପାଳ

କୋଲକାତା,୬।୯: ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଅପାରାଜିତା ବିଲ ବିଚାରାଧୀନ ଅଛି। ମମତା ସରକାର ଏହି ବିଲ ସହିତ ବୈଷୟିକ ରିପୋର୍ଟ ପଠାଇ ନାହାଁନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତା ବିଲ ଅନୁମୋଦନ ହୋଇପାରିବ…

ଟିକେଟ ନ ମିଳିବାରୁ ଭୋ ଭୋ କାନ୍ଦୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ବୁଧବାର ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ ପୃଥଳା ବିଧାନସଭା ଆସନରୁ ଟିକେଟର ଦାବିଦାର ଦୀପକ ଡାଗରଙ୍କ ନାମ ନଥିଲା। ଯେତେବେଳେ ତାଙ୍କ ନାମ ତାଲିକାରେ ନଥିଲା, ସେ ଦଳର କର୍ମୀଙ୍କ…

ନିର୍ବାଚନ ପୂର୍ବରୁ ପରାଜୟ ସ୍ବୀକାର କରିଛି ଭାଜପା: କୁମାରୀ ଶୈଳଜା

ଚଣ୍ଡିଗଡ଼,୫।୯: କଂଗ୍ରେସ ନେତା କୁମାରୀ ଶୈଳଜା ଗୁରୁବାର ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକାକୁ ନେଇ କହିଛନ୍ତି ଯେ ଦଳ ପରାଜୟକୁ ଗ୍ରହଣ କରିସାରିଛି। ଏହି ତାଲିକା ଦଳର ନିରାଶାକୁ ପ୍ରତିଫଳିତ କରେ। ଏମିତି ଲାଗୁଛି ସତେ ଯେପରି ଏକ ବା ଜମି…

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ‘ସ୍ବଚ୍ଛ ଭାରତ ମିଶନ’ ବଞ୍ଚାଇଛି ୭୦ ହଜାର ନବଜାତକଙ୍କ ଜୀବନ, ଷ୍ଟଡିରେ ଦାବି

ନୂଆଦିଲ୍ଲୀ,୬।୯: ଏକ ଅଧ୍ୟୟନରେ କୁହାଯାଇଛି ଯେ ନରେନ୍ଦ୍ର ମୋଦି ସରକାରଙ୍କ ସ୍ବଚ୍ଛ ଭାରତ ମିଶନ ଅଧୀନରେ ନିର୍ମିତ ଶୌଚାଳୟ ପ୍ରତିବର୍ଷ ୬୦ରୁ ୭୦ହଜାର ନବଜାତ ଶିଶୁଙ୍କ ମୃତ୍ୟୁକୁ ରୋକିବାରେ ସାହାଯ୍ୟ କରିଛି। ସାଇଣ୍ଟିଫିକ ରିପୋର୍ଟସ ନାମକ ଏକ ପତ୍ରିକାରେ ପ୍ରକାଶିତ ଏହି…

ବାଲ ଠାକରେ-ପ୍ରମୋଦ ମହାଜନଙ୍କ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ସ୍ଥିର କରିବ ଏମଭିଏ

ମୁମ୍ବାଇ,୫।୯: ମହାରାଷ୍ଟ୍ରରେ ବରିଷ୍ଠ ନେତା ଶରଦ ପାୱାର ମହାବିକାଶ ଅଘାଡିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଗିଥିବା ଦୌଡ ଉପରେ ବରାମ ଲଗାଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ସଂଖ୍ୟା ଉପରେ ଆଧାରିତ ହେବ। ଏମଭିଏ ମିଳିତ ମଞ୍ଚ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?