ଜାତୀୟ

ଲେହରୁ ସୋନମ୍‌ଙ୍କ ଦିଲ୍ଲୀ ଚଲୋ ପଦଯାତ୍ରା

ଲେହ,୨ା୯: ଖ୍ୟାତନାମା ଜଳବାୟୁ କର୍ମୀ ସୋନମ୍‌ ଓ୍ବାଙ୍ଗଚୁକ୍‌ ରବିବାର ଲେହରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ତାଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ସେମାନଙ୍କର ୪ ସୂତ୍ରୀ ଦାବି ଉପରେ ଲଦାଖର ନେତୃବୃନ୍ଦଙ୍କ ସହ ଅଟକି ରହିଥିବା ଆଲୋଚନା ପୁଣିଥରେ…

ଏମ୍‌ଭିଏର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ମୁମ୍ବାଇ,୨ା୯: ସିନ୍ଧୁଦୁର୍ଗର ମାଲ୍‌ଭାନଠାରେ ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବା ଘଟଣାରେ ରବିବାର ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ ମୁମ୍ବାଇରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ‘ଜୋତେ ମାରୋ’…

ମହିଳା ସୁରକ୍ଷା ଉପରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ: ”ମୁକ୍ତ ହୋଇ ବୁଲୁଛନ୍ତି ଅପରାଧୀ, ଭୟରେ ରହୁଛନ୍ତି ପୀଡିତା “

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମହିଳାଙ୍କୁ ସମାଜର ସମର୍ଥନ ଅଭାବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି। ବର୍ତମାନ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। କୋଲକାତା ଡାକ୍ତରଖାନାରେ ଜଣେ ଜୁନିଅର…

୧୩ ବର୍ଷୀୟା ଛାତ୍ରୀଙ୍କୁ ପିଅନ ବଳାତ୍କାର କରିବାରୁ ଗର୍ଭବତୀ

ଫାରୁକାବାଦ,୧ା୯: ଉତ୍ତରପ୍ରଦେଶର ଫାରୁକାବାଦସ୍ଥିତ ଏକ ସରକାରୀ ସ୍କୁଲରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ପିଅନ ବଳାତ୍କାର କରିବାରୁ ସେ ଗର୍ଭବତୀ ହୋଇଛନ୍ତି। ୫ ମାସ ପରେ ଏହି ଅପରାଧ ସାମ୍‌ନାକୁ ଆସିଛି। ଛାତ୍ରୀ ଜଣକ ଗର୍ଭବତୀ ଥିବା ପରିବାର ଲୋକେ ଜାଣିବା…

ବିଚାରାଧିନ ମାମଲାଗୁଡ଼ିକ ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ଼ ଆହ୍ୱାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ…

ମମତା ହୋଇଯାଇଛନ୍ତି ନିର୍ଦ୍ଦୟ, ତାଙ୍କୁ ଭୋଗିବାକୁ ପଡିବ ଏହାର ପରିଣାମ: ଭାଜପା

ନୂଆଦିଲ୍ଲୀ,୧।୯: ପଶ୍ଚିମବଙ୍ଗର ସ୍ଥିତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀ ନିର୍ଦ୍ଦୟ ହୋଇଯାଇଛନ୍ତି। ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ। କୋଲକାତାର ଆର.ଜି କର ମେଡିକାଲ…

କର୍ମକ୍ଷେତ୍ରରେ ମହିଳାଙ୍କ ଅଧିକ ସୁରକ୍ଷା ପାଇଁ ଲଞ୍ଚ ହେଲା ଶି-ବକ୍ସ ପୋର୍ଟାଲ

ନୂଆଦିଲ୍ଲୀ,୧।୯: ଦେଶରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ମଧ୍ୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏକ ନୂତନ ସେକ୍ସୁଆଲ ହାରାସମେଣ୍ଟ ଇଲେକ୍ଟ୍ରୋନିକ ବକ୍ସ (ଶି-ବକ୍ସ) ପୋର୍ଟାଲ ଆରମ୍ଭ କରିଛି। ଏହି ପୋର୍ଟାଲ ମହିଳାମାନଙ୍କ ପାଇଁ ଏକ ନିରାପଦ ଏବଂ ଅନ୍ତର୍ଭୂକ୍ତ…

କୋଲକାତା ଲଜ୍ଜା: ଘଟଣାର ୩୦ ମିନିଟ ପରେ ସନ୍ଦୀପ ଘୋଷଙ୍କୁ କାହିଁକି ମିଳିଲା ସୂଚନା, ସିବିଆଇ ସାମ୍ନାରେ ସବୁ ସତ…

କୋଲକାତା,୧।୯: କୋଲକାତାରେ ଜଣେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାରେ ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ପଚରାଉଚରା କରୁଛି ସିବିଆଇ। ଗତ ୧୫ଦିନ ଧରି ସିବିଆଇର ତଦନ୍ତ ଚାଲିଛି। ଏଥିପାଇଁ ତାଙ୍କର ପଲିଗ୍ରାଫ ପରୀକ୍ଷା ମଧ୍ୟ କରାଯାଇଥିଲା।…

କେନ୍ଦ୍ରମନ୍ତ୍ରୀଙ୍କ ପରେ ଏହି ଭାଜପା ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ,୧।୯: କିଛିଦିନ ତଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ଏବେ ଆଉ ଜଣେ ଭାଜପା ନେତାଙ୍କୁ ଆକ୍ରମଣ କରାଯାଇଛି। ମଣିପୁରର ଭାଜପା ନେତା ମାଇକେଲ ଲାମଜଥାଙ୍ଗଙ୍କ ଘରେ ଘାତକ ଆକ୍ରମଣ ହୋଇଛି। ଏହି ସମୟରେ…

ହରିୟାଣାରେ ନିର୍ବାଚନ ତାରିଖ ବଦଳିବାରୁ ବଢିବ ଭୋଟ ପ୍ରତିଶତ: ଭାଜପା

ଚଣ୍ଡିଗଡ଼,୧।୯: ହରିୟାଣା ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନକୁ ଭାଜପା ଜାତୀୟ ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ ସ୍ବାଗତ କରିଛନ୍ତି। ଏହା ଭୋଟ ପ୍ରତିଶତ ବୃଦ୍ଧି କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୧ରୁ ଅକ୍ଟୋବର ୫ପର୍ଯ୍ୟନ୍ତ ନିର୍ବାଚନ…

ଲୋକେ ଜାଣନ୍ତୁ ଆମେ ବି ବିଦ୍ୟମାନ ଅଛୁ…, କାହିଁକି ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ,୧।୯: ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚଡ ଶନିବାର କହିଛନ୍ତି। ଆମେ ସେମାନଙ୍କୁ ଅବମାନନା କରିବା ବନ୍ଦ କରିବା ଉଚିତ୍‌। ସିଜେଆଇ କହିଛି ଯେ ଜିଲା କୋର୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ସାଧାରଣ…

ଆପଣ ଏତେ ଗମ୍ଭୀର ଯେ…ହଠାତ୍‌ ଏମିତି କହିଦେଲେ ମୋଦି, ଜୋରରେ ହସିବାକୁ ଲାଗିଲେ ଜଷ୍ଟିସ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୧।୯: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରତ ମଣ୍ଡପମରେ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ମୋଦି ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଶୀଘ୍ର ନ୍ୟାୟ ପ୍ରଦାନକୁ ସମର୍ଥନ କରିଛନ୍ତି। ତେବେ ଏହି ସମୟରେ ମୋଦି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?