ଅନ୍ତର୍ଜାତୀୟ

କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଠି ପୁଣିଥରେ ଲାଗୁ ହେବ ଲକ୍‌ଡାଉନ

ଜାକର୍ତ୍ତା,୧୪ ।୯: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆମେରିକା ଓ ଭାରତରେ ଦିନକୁ ପାଖାପାଖି ୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେବା ଏବେ ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି…

ଭାରତୀୟ ନାଗରିକଙ୍କ ସଚ୍ଚୋଟତା; ଫେରାଇଲେ ୧୦ ଲକ୍ଷ ଟଙ୍କା ସହ ସୁନା ଭର୍ତ୍ତି ବ୍ୟାଗ୍‌

ନୂଆଦିଲ୍ଲୀ, ୧୩।୯: ଜଣେ ଭାରତୀୟ ନାଗରିକଙ୍କ ସଚ୍ଚୋଟତାକୁ ନେଇ ଦୁବାଇରେ ବେଶ୍‌ ଚର୍ଚ୍ଚା। ରିତେଶ ଜେମ୍ସ ଗୁପ୍ତା ନାମକ ଏହି ଭାରତୀୟ ନାଗରିକଜଣଙ୍କ ଏକ ବ୍ୟାଗ୍‌ ପାଇଥିଲେ। ଯେଉଁଥିରେ ସାଢ଼େ ୧୦ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ସୁନା ଭର୍ତ୍ତି…

ଘରେ ପାର୍ଟି ଆୟୋଜନ କରି ୯ ଲକ୍ଷ ଜରିମାନା ଦେଲେ ଏହି ଛାତ୍ର

ଲଣ୍ଡନ,୧୩ା୯: ଘରେ ପାର୍ଟି କରିବା ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। କରୋନା ମହାମାରୀ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁକ୍ରବାର ଘରେ ୫୦ ଲୋକଙ୍କୁ ନେଇ ପାର୍ଟିର ଆୟୋଜନ କରିଥିବାରୁ ୯.୪ ଲକ୍ଷ ଟଙ୍କା ଜରିମାନା ଦେବାକୁ…

କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ସୁଦ୍ଧା ସ୍ୱାଭାବିକ ହେବନାହିଁ ଜୀବନ!

ୱାଶିଂଟନ,୧୩ ।୯: କରୋନା ଭାଇରସ ଦିନକୁ ଦିନ କମ୍ ହେବା ପରିବର୍ତ୍ତେ ଏହା ବଢି ବଢି ଚାଲିଛି । ଆମେରିକା, ଭାରତ ଓ ବ୍ରାଜିଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେବି ଚିନ୍ତାର ବିଷୟ ପାଲଟିଛି । ଏଥିରେ ମୃତକଙ୍କ ସଂଖ୍ୟା ବି…

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଚାଇନାର କମ୍‌ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ପିପୁଲସ୍‌ ଲିବରେଶନ ଆର୍ମି(ପିଏଲ୍‌ଏ)…

ଚାଇନା ବିଶେଷଜ୍ଞଙ୍କ ଦାବି: କରୋନା ଭାଇରସ ମାନବ ନିର୍ମିତ

ୱାଶିଂଟନ,୧୨ ।୯: କରୋନା ଭାଇରସକୁ ନେଇ ଲଗାତାର ଭାବେ ଚାଇନା ଉପରେ ପ୍ରଶ୍ନ ଉଠୁଛି । ଆମେରିକାଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ କରୋନା ମହାମାରୀ ପାଇଁ ଚାଇନାକୁ ଦାୟି କରୁଛନ୍ତି । ଇତିମଧ୍ୟରେ ଚାଇନାର ଜଣେ ମହିଳା ଭାଇରୋଲୋଜିଷ୍ଟ କରୋନା…

କିମ୍‌ ଜୋଙ୍ଗ୍‌ଙ୍କ ଅମାନବୀୟ କାର୍ଯ୍ୟ: ସମାଲୋଚନା କରିବାରୁ ୫ ଅଧିକାରୀଙ୍କୁ ହତ୍ୟା

ପୋୟାଙ୍ଗ୍‌ୟାଙ୍ଗ, ୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅମାନବୀୟ କାର୍ଯ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଆର୍ଥିକ ନୀତିର ସମାଲୋଚନା କରିବାରୁ ୫ ଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା…

କରୋନା ଭୂତାଣୁ ରୋକିବା ଲାଗି ଗୁଳି: ଉତ୍ତରକୋରିଆ

ଓ୍ବାଶିଂଟନ,୧୧।୯-ଚାଇନାରୁ କୋରନା ଭାଇରସ ଯେପରି ଦେଶ ଭିତରକୁ ପ୍ରବେଶ ନ କରିବ ସେଥିଲାଗି ଉତ୍ତରକୋରିଆ କର୍ତ୍ତୃପକ୍ଷ ଗୁଳି ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣରେ ଥିବା ଆମେରିକା ସେନାର କମାଣ୍ଡର ପକ୍ଷରୁ ଏହା କୁହାଯାଇଛି। ଦୁର୍ବଳ ସ୍ବାସ୍ଥ୍ୟସେବା ଦେଇ ଗତି କରୁଥିବା ଉତ୍ତରକୋରିଆରେ ଅଦ୍ୟାବିଧି…

ସୀମାରେ ୫୦ ହଜାର ସେନା ମୁତୟନ କଲାଣି ଚାଇନା

ବେଜିଂ,୧୧ ।୯: ଗୋଟିଏ ପଟେ ଚାଇନା ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିବା ସୂଚନା ମଳିଛି । କିଛି ଗଣମାଧ୍ୟମ ସୂଚନାରୁ ଜଣାପଡିଛି ଚାଇନା ଏବେ…

ପର୍ନ ଭିଡିଓ ଲାଇକ୍‌ କରି ଫସିଲେ ଚାଇନା ରାଷ୍ଟ୍ରଦୂତ

ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରୁ ଏକ ପର୍ନ ଭିଡିଓ ଲାଇକ୍‌ କରିଥିଲେ। ଏହାପରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ମାମଲା ଏତେ…

ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି

ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷିଆର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର…

ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!

ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର ସମସ୍ତ ଅଙ୍ଗ ବିକଶିତ ହୋଇଥାଏ। ୯ ମାସ ପରେ ସେ ମା’ ଗର୍ଭରୁ ବାହାରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri