ଅଲ୍‌ କାଏଦା ମୁଖ୍ୟ ଅଲ୍‌ ଜଓ୍ବାହରି ମୃତ

କାବୁଲ, ୨୧ା୧୧: ଆତଙ୍କବାଦୀ ସଙ୍ଗଠନ ଅଲ୍‌ କାଏଦାର ମୁଖ୍ୟ ଅଲ୍‌ ଜଓ୍ବାହରି ଆଫଗାନିସ୍ତାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆରବ ନ୍ୟୁଜ୍‌ରେ ଏଭଳି ଖବର ପ୍ରକାଶ ପାଇଛି। ଗଜ୍‌ନିରେ ସେ ଆଜ୍‌ମା ଯୋଗୁ କଷ୍ଟ ସହି ନ ପାରି ମାସେ ହେବ ପ୍ରାଣ ହରାଇଥିବା ରିପୋର୍ଟରେ କୁହାଯାଇଛି। ଓସାମା ବିନ୍‌ ଲାଡେନ୍‌ଙ୍କ ମୃତ୍ୟୁ ପରେ ଜଓ୍ବାହରି ଅଲ୍‌ କାଏଦାର ନେତୃତ୍ୱ ନେଇଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ ଅଲ୍‌ କାଏଦା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ଆମେରିକାର ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ସେ ରହିଆସିଛନ୍ତି। ତାଙ୍କ ମୁଣ୍ଡ ଲାଗି ୨୫ ନିୟୁତ ଡଲାର ଆମେରିକା ସରକାର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ଆସିବା ପରେ ବି ୨୦୨୧ ଶେଷ ସୁଦ୍ଧା ସ୍ୱାଭାବିକ ହେବନାହିଁ ଜୀବନ!

ୱାଶିଂଟନ,୧୩ ।୯: କରୋନା ଭାଇରସ ଦିନକୁ ଦିନ କମ୍ ହେବା ପରିବର୍ତ୍ତେ ଏହା ବଢି ବଢି ଚାଲିଛି । ଆମେରିକା, ଭାରତ ଓ ବ୍ରାଜିଲରେ କରୋନା...

ମୋଦିି ମୋର ପସନ୍ଦ ତେବେ ଭାରତ ସହିତ ଏବେ ନୁହେଁ ବଡ଼ ବ୍ୟବସାୟିକ ଚୁକ୍ତି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୯।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଭାରତ ସହିତ ବଡ଼ ବ୍ୟବସାୟିକ ଚୁକ୍ତି ନେଇ...

ସୁସ୍ଥ ହେଲା ପରେ ବି କରୋନା ପଜିଟିଭ୍‌ ରିପୋର୍ଟ ଆସୁଛି କିପରି

ଓ୍ବାଶିଂଟନ,୩।୫: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ଲଢ଼େଇରେ ଧୀରେଧୀରେ ସଫଳତାର ଆଶା ସୃଷ୍ଟି ହେବାରେ ଲାଗିଛି। ଚିକିତ୍ସା ପରେ ବହୁ...

୪ ଜଣରେ ଜଣେ ଭୋକିଲା

ନ୍ୟୁୟର୍କ,୨୨ା୬(ଆଇଏଏନ୍‌ଏସ୍‌): କରୋନା ଭୂତାଣୁର ମୁକାବିଲା ପାଇଁ ବ୍ରିଟେନ ଦୀର୍ଘଦିନ ଲକ୍‌ଡାଉନରେ ରହିବା ପରେ ଏବେ ସେଠାରେ ଉତ୍କଟ ଖାଦ୍ୟାଭାବ ଦେଖାଦେଇଛି। ସେଠାରେ ପ୍ରତି ୪ ଜଣରେ...

ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍‌

ଲଣ୍ଡନ,୧୩।୭: ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍‌। ବ୍ରିଟେନର ଇମ୍ପେରିୟଲ୍‌ କଲେଜ୍‌ ଲଣ୍ଡନର ପ୍ରଫେସର ବେଣ୍ଡି ବାର୍କଲୀ ଏହି...

ମାଲେସିଆରେ ଗିରଫ ହୋଇପାରନ୍ତି ଜାକିର

କୁଆଲାଲାମପୁର,୧୬।୮: ଧର୍ମକୁ ନେଇ ବିବାଦୀୟ ବୟାନ ଦେଇଥିବା ଜାକିର ନାଇକଙ୍କର ଚିନ୍ତା ବଢି ଯାଇଛି। କାରଣ ମାଲେସିଆ ସରକାର ତାଙ୍କୁ ପଚରା ଉଚରା ପାଇଁ ଗିରଫ...

ଇଣ୍ଡୋନେସିଆରେ ଶକ୍ତିଶାଳୀ ବିସ୍ଫୋରଣ

ଜାକର୍ତ୍ତା,୩।୧୨: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମଙ୍ଗଳବାର ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ଏଥିରେ କେତେଜଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ତେବେ ବିସ୍ଫୋରଣର...

ଭାରତୀୟ ଶାନ୍ତିଦୂତଙ୍କୁ ଜାତିସଂଘର ମରଣୋତ୍ତର ସମ୍ମାନ

ୟୁଏନ୍‌: ଲେବାନନ୍‌ରେ ଜାତିସଂଘର ମିଶନରେ କର୍ତ୍ତବ୍ୟରତ ସର୍ଜେଣ୍ଟ ରମେଶ ସିଂହଙ୍କୁ ଶ୍ରେଷ୍ଠ ବଳିଦାନ ଲାଗି ଜାତିସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସମର୍ପଣ...


Coronavirus Update

Archives

Model This Week

Why Dharitri