ଅନ୍ତର୍ଜାତୀୟ

ମଝି ଆକାଶରେ ୨ ହେଲିକପ୍ଟର ମଧ୍ୟରେ ଧକ୍କା: ୧୫ ମୃତ

କାବୁଲ, ୧୪।୧୦: ଆଫଗାନିସ୍ତାନରେ ୨ ବାୟୁସେନା ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ହେଲମଣ୍ଡ ପ୍ରଦେଶର ଲଶ୍କର ଗେହ ନିକଟସ୍ଥ ନଓ୍ବା-ଇ ବର୍କଜାୟି ଜିଲାରେ ସୈନ୍ୟବାହିନୀଙ୍କୁ ଆଣିବା କାର୍ଯ୍ୟରେ…

ଜଳବାୟୁ ପରିବର୍ତ୍ତନରୁ ବିପର୍ଯ୍ୟୟ ବଢ଼ିବ

ଜେନେଭା,୧୪ା୧୦(ଏ.ପି.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ଆଗରେ ଏକ ବଡ଼ ଆହ୍ବାନ ରୂପେ ଦଣ୍ଡାୟମାନ। ଏଥିଯୋଗୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ, ବିଶ୍ୱତାପନ, ବନାଗ୍ନି, ମରୁଡ଼ି ଓ ସାମୁଦ୍ରିକ ଝଡ଼ ଭଳି ବିପତ୍ତି ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତି…

ବୃଦ୍ଧଙ୍କ ଘରୁ ଉଦ୍ଧାର ହେଲା ୨୦ ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ

ସଲ୍ଟ ଲେକ ସିଟି,୧୩।୧୦-ଆମେରିକାର ହୋଲାଡେ ସହରରେ ରହୁଥିବା ଜଣେ ବୃଦ୍ଧଙ୍କ ଘରେ ପୋଲିସ ଚଢାଉ କରି ୨୦ଟି ଅଜଗର, ୮୮୫ ମୂଷା ଓ ୪୬ ଠେକୁଆ ଜବତ କରିଛି। ଏହି ଘଟଣାରେ ମାର୍ଟିନ ବୋନ(୬୮) ନାମକ ଜଣେ ବୃଦ୍ଧଙ୍କୁ ପୋଲିସ ଗିରଫ…

ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍‌

ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରିପାରିବ ନାହିଁ। ସେମିତି କିଛି ଘଟିଛି ମେକ୍ସିକୋରେ। ମେକ୍ସିକୋର ତଲାଲଟେନାଙ୍ଗୋ ସହର…

ନବଜାତକ ପେଟରେ ପିଲା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଖବରର ହେଡିଙ୍ଗ୍‌ଟି ପଢ଼ିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ତେବେ ଏମିତି ଏକ ଘଟଣା ଘଟିଛି ଇଜିପ୍ଟର ଜଗଜିଗ ସହରରେ। ସହରର ଏକ ହସ୍ପିଟାଲରେ ଗତ ୧୦ ତାରିଖରେ ଏକ ଶିଶୁ ଜନ୍ମ ହୋଇଥିଲା। ଜନ୍ମଲାଭ ପରେ…

କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍‌ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ ଦ୍ୱାରା…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହିନ୍ଦୀ ଭାଷାରେ ହେଉଛି ପ୍ରଚାର

ୱାଶିଂଟନ,୧୩ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ମଧ୍ୟ ଯୋର ସୋରରେ ଚାଲିଛି । ଏବେ ସେଠାରେ ହିନ୍ଦୀରେ ‘ଟ୍ରମ୍ପ ହଟାଓ ଆମେରିକା ବଚାଓ, ଆମେରିକା ନେତା କୈସା ହୈ’ ଭଳି ସ୍ଲୋଗାନ ଦିଆଯାଉଥିବା ଦେଖାଯାଇଛି…

ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୧୩।୧୦: କରୋନା ମହାମାରୀ ସଙ୍କଟ ପୃଥିବୀରେ ଥମିବାର ନାଁ ଧରୁନି। ଏପରିସ୍ଥଳେ ଭାରତର ଯୋଜନାବଦ୍ଧ କରୋନା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତରେ ଆରୋଗ୍ୟ ସେତୁ ଆପ୍‌ ଯୋଗୁ କରୋନା ସଂକ୍ରମଣ ସୀମିତ ହୋଇ ରହିଥିବା…

ପିଓକେରେ ପାକିସ୍ତାନକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ଲୋକେ

ମୁଜାଫରାବାଦ, ୧୩।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାରକୁ ନିଜ ଦେଶରେ ମଧ୍ୟ ଲୋକେ ବିରୋଧ କରୁଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗିଲଗିଟ୍‌ ବଲ୍ଟିସ୍ତାନକୁ ପ୍ରଦେଶର ମାନ୍ୟତା ଦେବାକୁ ନେଇ ପାକିସ୍ତାନ ସରକାରଙ୍କ ଯୋଜନାକୁ ଲୋକେ…

କରୋନା ଭ୍ୟାକ୍ସିନ ପରୀକ୍ଷଣ କରିବ ନାହିଁ ଜନସନ୍ ଆଣ୍ଡ ଜନସନ୍‌

ୱାଶିଂଟନ,୧ ।୧୦: କରୋନା ମହାମାରୀ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ଦେଇଥିବା ବେଳେ ଏହାର ଭ୍ୟାକ୍ସିନ ପ୍ର୍‌ସ୍ତୁତରେ ଲାଗି ପଡିଛି ସାରା ବିଶ୍ୱ । ହେଲେ ଏହାକୁ ନେଇ ଏବେ ଏକ ଖରାପ ଖବର ଆସିଛି । କରୋନା ଭ୍ୟାକ୍ସିନ…

ଟ୍ରମ୍ପଙ୍କ ରିପୋର୍ଟ ଆସିଲା ନେଗେଟିଭ: କହିଲେ ସମସ୍ତଙ୍କୁ କିସ୍ କରିବାକୁ ଇଚ୍ଛା

ୱାଶିଂଟନ,୧୩ ।୧୦: କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ପୀଡ଼ିତ ହୋଇଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଛନ୍ତି । ଏବେ ସେ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ବାହାରି ପଡିଛନ୍ତି ।…

ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ

ଓ୍ବାଶିଂଟନ୍‌, ୧୨।୧୦: ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ଆମେରିକାର ପଲ୍‌ ଆର୍‌ ମିଲଗ୍ରମ ଏବଂ ରବର୍ଟ ବି ଉଇଲସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି। ଇମ୍ପ୍ରୋଭମେଣ୍ଟସ ଟୁ ଅକ୍ସସନ ଥିଓରୀ ଏବଂ ଇନଭେନସନ ଅଫ ନ୍ୟୁ ଅକ୍ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?