ଅନ୍ତର୍ଜାତୀୟ

ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ ଏଭଳି କରିବାକୁ ମନା କରାଯିବା ସହ ତାଙ୍କ ସ୍ମୃତିରେ କୌଣସି ସମାରୋହ ଆୟୋଜନ ନ…

ଓଲିଙ୍କ ବିବାଦୀୟ ମନ୍ତବ୍ୟ: ଶ୍ରୀରାମ ନେପାଳୀ

କାଠମାଣ୍ଡୁ, ୧୪।୭: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ଚାଇନା ଏବଂ ପାକିସ୍ତାନର ସମର୍ଥକ ପାଲଟି ଥିବା ଓଲି ଏବେ ଭାରତୀୟଙ୍କୁ ଆଘାତ ଦେବାଭଳି କଥା କହିଛନ୍ତି। ଏଭଳି କରି ଓଲି ହରଡ଼ଘଣାରେ…

ବିନା ମାସ୍କରେ ବିମାନ ଯାତ୍ରା କଲେ ଆମେରିକୀୟ ସାଂସଦ; ଫଟୋ ଭାଇରାଲ

ଓ୍ବାଶିଂଟନ,୧୪।୭: ଆମେରିକୀୟ ସିନେଟର ଟେଡ କ୍ରୁଜ ଏବେ ଚର୍ଚ୍ଚାରେ। ଏବେ ସାରା ବିଶ୍ୱରେ କରୋନା ମହାମାରୀ ଦ୍ରୁତ ବେଗରେ ବଢି ଚାଲିଥିବା ବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି। ହେଲେ ନିକଟରେ ଆମେରିକୀୟ ସିନେଟର ଟେଡ କ୍ରୁଜ ବିମାନ…

ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା

ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଏହି…

ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…

ଲଣ୍ଡନ, ୧୪।୭: ଫ୍ରାନ୍ସ୍‌ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍‌ ବ୍ଲାଙ୍କ୍‌ ପର୍ବତଶ୍ରେଣୀର ବୋସନ୍ସ୍‌ ହିମନଦୀରୁ ନ୍ୟାଶନାଲ୍‌ ହେର୍ଲାଡ୍‌, ଇକୋନୋମିକ୍ସ୍‌ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସ୍‌ ମ୍ୟାନ୍‌ ଆଦି ସମେତ ୧୨ରୁ ଅଧିକ…

କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୧୪।୭: ଆଗାମୀ ଦିନରେ ପୃଥିବୀରେ କରୋନା ସଂକ୍ରମଣ ଅତି ଖରାପ ସ୍ଥିତିରେ ପହଞ୍ଚିବ। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଏଡ଼ନୋମ୍‌ ଗେବ୍ରିୟେସସ୍‌ କହିଛନ୍ତି ଯେ, ଲୋକ ସଚେତନ ହେଉ ନ ଥିବାରୁ ଦିନକୁ…

ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

ଓ୍ବାର୍ସ,୧୪ା୭ (ଆଇଏଏନ୍‌ଏସ୍‌): ଆଣ୍ଡ୍ରେଜେଜ୍‌ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସ ମେୟର ରାଫାଲ ଟ୍ରାସ୍କୋସ୍କିଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ରବିବାର…

ନେପାଳରେ ବର୍ଷା ସହ ଭୂସ୍ଖଳନ

କାଠମାଣ୍ଡୁ,୧୪।୭: ନେପାଳରେ ଗତ ୪ ଦିନ ହେବ ଲଗାଣ ବର୍ଷା ଓ ଭୂସ୍ଖଳନ ଜାରି ରହିଛି। ଏଥିଯୋଗୁ ୬୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି। ପଶ୍ଚିମ ନେପାଳର ମିଆଗ୍‌ଡି ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ…

ଯୁଦ୍ଧଜାହାଜରେ ନିଆଁ: ୫୭ ଆହତ

ସାନ୍‌ ଡିଏଗୋ(ୟୁଏସ୍‌),୧୪ା୭: ଆମେରିକା ନୌସେନାର ଏକ ଯୁଦ୍ଧଜାହାଜରେ ନିଆଁ ଲାଗିଯିବାରୁ ୫୭ ଜଣ ଆହତ ହୋଇଛନ୍ତି। ମେଣ୍ଟେନାନ୍ସ ପାଇଁ ୟୁଏସ୍‌ଏସ୍‌ ବୋନହୋମେ ରିଚାର୍ଡ ନାମକ ଏହି ଜାହାଜ ବର୍ଥ ମଧ୍ୟରେ ରହିଥିବାବେଳେ ଭିତରେ ଥିବା ଷ୍ଟୋରେଜ୍‌ ଅଞ୍ଚଳରେ ରବିବାର ସକାଳେ ନିଆଁ…

ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର

ଇସ୍‌ଲାମାବାଦ୍‌,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର ସାକ୍ଷୀ ଥିବା ତାଙ୍କ ପୈତୃକ ଘର ଏବେ ମାଟିରେ ମିଶିପାରେ। ପେଶାଓ୍ବର କିଶା ଖାନି…

କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ

ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକଙ୍କର ଜୀବନ ଗଲାଣି। ଆମେରିକାରେ ଏବେବି କରୋନା ସଂକ୍ରମଣ କମିବାର ନାଁ ନେଉନି।…

ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍‌

ଲଣ୍ଡନ,୧୩।୭: ନିଃଶ୍ୱାସ ଛାଡିବାର ୧ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ସକ୍ରିୟ ରହେ କରୋନା ଭାଇରସ୍‌। ବ୍ରିଟେନର ଇମ୍ପେରିୟଲ୍‌ କଲେଜ୍‌ ଲଣ୍ଡନର ପ୍ରଫେସର ବେଣ୍ଡି ବାର୍କଲୀ ଏହି ସୂଚନା ଦେଇଛନ୍ତି। କରୋନା ଭାଇରସ୍‌ ବାୟୁ ଦ୍ୱାରା ସଂକ୍ରମଣ ସୃଷ୍ଟି କରେ। କୌଣସି ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri