ସଙ୍କଟରେ କାର୍ଗୋ ଶିପ୍
ହ୍ୟାଗ୍,୮ା୪: ନେଦରଲାଣ୍ଡସ୍ର କାର୍ଗୋ ଶିପ୍ ଏମ୍ସ୍ଲିଫ୍ଟ୍ଟ ହେଣ୍ଡ୍ରିକା ପେଟ୍ରୋଲ ଓ ଡିଜେଲ ନେଇ ଯାଉଥିବାବେଳେ ନରଓ୍ବେଜିଆନ୍ ସି’ରେ ଡ଼ୁବିଯିବା ଅବସ୍ଥାରେ ରହିଛି। ୧୨ କ୍ରିଉ ମେମ୍ବର ସମୁଦ୍ରକୁ ଡେଇଁବା ପରେ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇଛି। ନରଓ୍ବେର ତଟରକ୍ଷୀ ପ୍ରଶାସନ ମଙ୍ଗଳବାର…
ବଳାତ୍କାର ବୃଦ୍ଧି ପାଇଁ ପାଶ୍ଚାତ୍ୟ ସଂସ୍କୃତି ଦାୟୀ: ଇମ୍ରାନ
ଇସଲାମାବାଦ, ୮ା୪: ଦିନକୁ ଦିନ ବଳାତ୍କାର ମାମଲା ବୃଦ୍ଧି ପାଇଁ ଅଶ୍ଳୀଳତା, ପାଶ୍ଚାତ୍ୟ ସଂସ୍କୃତି ଦାୟୀ ବୋଲି କହି ବିବାଦରେ ଫସିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥାବାର୍ତ୍ତାବେଳେ ବଳାତ୍କାର ବଢ଼ିବା ପଛର କାରଣ…
ଲକ୍ଡାଉନ ନିୟମ ଭଙ୍ଗ କରିବା ପଡ଼ିଲା ମହଙ୍ଗା: ୩ଶହ ଥର ଉଠ୍-ବସ୍ ହେଲେ ବ୍ୟକ୍ତି
ମାନିଲା,୭।୪: ସାରା ବିଶ୍ୱରେ ପୁଣି ଥରେ କରୋନା ଆତଙ୍କ ଖେଳାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆ ଷ୍ଟ୍ରେନ୍ ଭୟଙ୍କର ରୂପ ଧାରଣ କରିଛି। ଭାକ୍ସିନ ଆସିବା ସତ୍ତ୍ୱେ ଏହାକୁ କାବୁ କରାଯାଇପାରିନାହିଁ। ତେଣୁ କରୋନା ମୁକାବିଲା…
କରୋନାର ତୃତୀୟ ଲହର: ସମସ୍ତ ସ୍କୁଲ କଲେଜ ବନ୍ଦ
ଟୋରଣ୍ଟୋ,୭।୪: କାନାଡ଼ାରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟୋରଣ୍ଟୋରେ ଥିବା ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି। ବୁଧବାରଠାରୁ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଛି। ଚିକିତ୍ସା ଅଧିକାରୀ ଡାକ୍ତର ଏଲିନ୍ ଡେ ବିଲା କହିଛନ୍ତି ଯେ, କରୋନା…
ଜେଲରୁ ୧୮ଶହ କଏଦୀ ଫେରାର
ଆବୁଜା, ୭ା୪: ନାଇଜେରିଆର ଦକ୍ଷିଣପୂର୍ବ ଅଞ୍ଚଳରେ ସୋମବାର ରାତିରେ ପୋଲିସ, ସେନା ବିଲ୍ଡିଂ ସହ ଏକ ଜେଲ୍କୁ ବନ୍ଧୁକଧାରୀମାନେ ଟାର୍ଗେଟ କରିଛନ୍ତି। ଏହାର ସୁଯୋଗ ନେଇ ଜେଲରେ ଥିବା ପ୍ରାୟ ୧୮ ଶହ କଏଦୀ ଫେରାର ହୋଇଯାଇଛନ୍ତି। ରାତି ପ୍ରାୟ ୨ଟାରେ…
ଆର୍କଟିକ୍ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ରୁଷିଆ
ମସ୍କୋ,୬।୪: ଆମେରିକା ସହିତ ବୃଦ୍ଧି ପାଉଥିବା ବିବାଦକୁ ଦୃଷ୍ଟିରେ ରଖି ରୁଷିଆ ଆର୍କଟିକ୍ ଅଞ୍ଚଳରେ ମହାବିନାଶକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ସାଟେଲାଇଟ୍ ଦ୍ୱାରା ଉତ୍ତୋଳିତ ହୋଇଥିବା ଫଟୋରୁ ଏହା ଜଣାପଡ଼ିଛି। ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କ ନିର୍ଦ୍ଦେଶରେ ଆର୍କଟିକ୍ର ବରଫ ତଳେ…
ଚାଇନାର ବିସ୍ତାରବାଦୀ ନୀତିକୁ ବାଧା ଦେବ ଜାପାନ: ମୁତୟନ କରିବ ଏଫ୍-୩୫-ବି ଯୁଦ୍ଧ ବିମାନ
ଟୋକିଓ,୬।୪: ପୂର୍ବ ଚାଇନା ସାଗରରେ ଥିବା ଦ୍ୱୀପ ସମୁହକୁ ନେଇ ବିବାଦ ଦେଖାଦେଇଛି। ନିଜର ବିସ୍ତାରବାଦୀ ନୀତି ପ୍ରୟୋଗ କରି ଏସବୁ ଦ୍ୱୀପ ଉପରେ ଚାଇନା ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି। ତେବେ ଜାପାନ ଏଥିରେ ବାଧା ଦେବାକୁ ଯୋଜନା କରିଛି।…
ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି
ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ ଥର ଭୂକମ୍ପ ହୋଇଥାଏ। ଏହା ମୁଖ୍ୟତଃ ହାଇଡ୍ରୋଥର୍ମାଲ ପ୍ରତିକ୍ରିୟା ଯୋଗୁ ହେଉଥିବା ବୈଜ୍ଞାନିକମାନେ ଅନୁମାନ…
କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ
ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ୍ ମିଡ଼ିଆରେ ପ୍ରଚାର ହୋଇଥିଲା ଯେ, ଏପ୍ରିଲ୍ ୧୫ ସୁଦ୍ଧା ଭାରତରେ କରୋନାରେ…
ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ
ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ…
ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍ ରୁହେ ସକ୍ରିୟ…
ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍ ସକ୍ରିୟ ରହିଥାନ୍ତି। ହୃଦ୍ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍ ହଠାତ୍…
ଜୁକରବର୍ଗଙ୍କ ଡାଟା ଲିକ୍
ଗତ ଜାନୁୟାରୀରୁ ପ୍ରାୟ ୫୩ କୋଟି ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବ୍ସାଇଟରେ ମାଗଣା ଉପଲବ୍ଧ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ବ୍ୟକ୍ତିଗତ ଫୋନ୍ ନମ୍ବର ସହ ଅନ୍ୟାନ୍ୟ ଡାଟା ମଧ୍ୟ ପ୍ରଘଟ ହୋଇଥିବା…
Archives


