ଟପ୍ଲେସ୍ ହେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ଗର୍ଲଫେଣ୍ଡ
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଚିତ ଏଲନ ମସ୍କଙ୍କ ଗର୍ଲଫ୍ରେଣ୍ଡ ଗ୍ରାଇମ୍ସ ଟପ୍ଲେସ୍ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଗ୍ରାଇମ୍ସ ଟପ୍ଲେସ୍ ହୋଇ ନିଜ ନୂଆ ଟାଟୁ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କାନାଡାରେ ରହୁଥିବା ୩୩ ବର୍ଷୀୟା ଗାୟିକା…
ଆର୍ମି ପୋଷାକରେ ବର୍ଡରରେ ପହଞ୍ଚିଲେ ରାଷ୍ଟ୍ରପତି…
କୟିଭ୍,୧୩।୪: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ ଏକ ଚ୍ୟାନେଲରେ ଯୁଦ୍ଧର ଧମକ ଦେଇଛନ୍ତି। ଏପରିସ୍ଥଳେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲୋଦୟମୟର ଜେଲେନକ୍ସି ଆର୍ମି ପୋଷାକ ପିନ୍ଧି ବର୍ଡରରେ ପହଞ୍ଚିଛନ୍ତି। ସେ ସୈନ୍ୟ ବାହିନୀଙ୍କ…
ବାଫ୍ଟାରେ ‘ନୋମାଡ୍ଲାଣ୍ଡ’ର ଯାଦୁ
ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍ଟିଏ ବା ବାଫ୍ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିଛି। ଫିଲ୍ମର ମୁଖ୍ୟ କଳାକାର ଫ୍ରାନ୍ସେସ୍ ମାକ୍ଡରମାଣ୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
ଶୀଘ୍ର ତରଳିବ ଆଣ୍ଟାର୍କଟିକା ବରଫ
ଲଣ୍ଡନ, ୧୩।୪(ଆଇଏଏନ୍ଏସ): ଆଣ୍ଟାର୍କଟିକାର ଥ୍ବାଇଟ୍ସ ଗ୍ଲେସିୟର ବା ଡୁମ୍ସଡେ ଗ୍ଲେସିୟର ଯେତେବଡ଼ ବୋଲି ପୂର୍ବରୁ ଆକଳନ କରାଯାଉଥିଲା, ତାହା ତୁଳନାରେ ଯଥେଷ୍ଟ ଅଧିକ ବିଶାଳ ବୋଲି ଜଣାପଡ଼ିଛି। ତେବେ ଏହାର ନିମ୍ନ ଭାଗରେ ଉଷ୍ମ ତଥା ଲବଣ ଜଳସ୍ରୋତ ପ୍ରବାହିତ ହେଉଥିବାରୁ…
ବଳାତ୍କାର ପରେ ବିବାହ ନ କରି କଲେ ଏପରି…
ବିଶକେକ୍,୧୨।୪: ବିବାହ ଏକ ସାମାଜିକ ଉତ୍ସବ। ଏହାଦ୍ୱାରା ଜଣେ ସ୍ତ୍ରୀ ଓ ପୁରୁଷଙ୍କୁ ନେଇ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ। ତେବେ ପୃଥିବୀର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏଭଳି କେତେକ ପରମ୍ପରାକୁ ସାମ୍ପ୍ରତିକ ସମାଜରେ ଘୃଣ୍ୟ…
କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?
ଇସ୍ଲାମାବାଦ୍,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ ସମାନ। ଦେଖିବାକୁ ଏକଦମ୍ ଯାଅଁାଳା ଭଳି। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଚେହେରା ସେଲିବ୍ରିଟିଙ୍କ…
୧୪ ଏପ୍ରିଲରୁ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଦେଶର ଅନ୍ତର୍ଜାତୀୟ ବିମାନ ଉଡ଼ାଣ
ଢାକା,୧୨।୪: ବାଂଲାଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି। ଏହି ସଙ୍କଟ ସମୟରେ ବାଂଲାଦେଶ ସରକାର ଗୋଟିଏ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବାଂଲାଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଦେଇଛନ୍ତି। ବାଂଲାଦେଶରେ ୧୪ ଏପ୍ରିଲରୁ…
ପାକିସ୍ତାନରେ ୮ ଅରବ ଡଲାର ନିବେଶ କରିବ ରୁଷିଆ: ଚିନ୍ତାରେ ଭାରତ
ଇସଲାମାବାଦ,୧୨।୪: ଦୀର୍ଘ ନଅ ବର୍ଷର ବ୍ୟବଧାନ ପରେ ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଆସିଥିଲେ। ସେଠାରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପକ୍ଷରୁ ନାମରେ ପାକିସ୍ତାନୀ ନେତାମାନଙ୍କୁ ଏକ ବାର୍ତ୍ତା…
‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍
ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍ ଗୃହୀତ କରିବାକୁ ଉଦ୍ୟମ ଚଳାଇଥିତ୍ବାବେଳେ ଏହା ବିରୋଧରେ ସେଠାର ହିନ୍ଦୁ ସଂଗଠନ ‘ହିନ୍ଦୁ ଆମେରିକାନ୍ ଫାଉଣ୍ଡେଶନ’ (ଏଚ୍ଏଏଫ୍) ଅଣ୍ଟା…
୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ
ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ ଏହି ଯୋଜନା ହୋଇଥିଲେ ହେଁ ପରେ ତାହାକୁ ୩ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି।…
୨୬ ବର୍ଷ ବୟସ୍କା ମହିଳାଙ୍କର ୨ଟି ଗୁପ୍ତାଙ୍ଗ-୨ଟି ଗର୍ଭାଶୟ: ଥିଲେ ବିରଳ ରୋଗରେ ପୀଡ଼ିତ…
ଓ୍ବାଶିଂଟନ,୧୧।୪: ଆମେରିକାରେ ଜଣେ ୨୬ ବର୍ଷ ବୟସ୍କା ମହିଳା ବିରଳ ରୋଗରେ ପୀଡିତ ଥିବା ଜଣାପଡ଼ିଛି। ମହିଳା ଜଣକ ଗର୍ଭବତୀ ଥିଲେ। ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୩୦ ଘଣ୍ଟାର ଗର୍ଭଯନ୍ତ୍ରଣା ପରେ ବ୍ରିଟନି ଜ୍ୟାକବ୍ସ ନାମକ…
ଭିକାରିଙ୍କ ହାତରେ କ୍ୟୁଆର୍ କୋଡ୍…
ବେଜିଂ,୧୧।୪: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଭିକାରିମାନେ ଏବେ ଡିଜିଟାଲ ପେମେଣ୍ଟ୍ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ସଂକ୍ରମଣର ଭୟ ରହିବ ନାହିଁ ବୋଲି ଭିକାରିମାନେ କହିଛନ୍ତି। ଚାଇନାରେ ସୂଚନା ପ୍ରଯୁକ୍ତି…
Archives


