Advertisement

କୁଳପତିଙ୍କୁ ବରଖାସ୍ତ କଲା ତାଲିବାନ୍‌, ପ୍ରତିବାଦରେ ୭୦ ଅଧ୍ୟାପକଙ୍କ ଇସ୍ତଫା..

କାବୁଲ,୨୩।୯: ଆଫଗାନିସ୍ତାନରେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିବା ତାଲିବାନ୍‌ ପାଇଁ ଏବେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାବୁଲ ବିଶ୍ୱବିଦ୍ୟାଳୟର କୁଳପତି ମହମ୍ମଦ ଓସମାନ ବାବୁରିଙ୍କୁ ତାଲିବାନ ବୁଧବାର ବରଖାସ୍ତ କରିଛି। ତାଙ୍କ ସ୍ଥାନରେ ମହମ୍ମଦ ଅଶରଫ ଘୈଇରାଟଙ୍କୁ ନିଯୁକ୍ତ କରାଯାଇଛି। ଓସମାନ ପିଏଚଡି ଡିଗ୍ରୀ କରିଥିବାବେଳେ ଘୈଇରାଟ କେବଳ ଗ୍ରାଜୁଏଶନ ପାଶ୍‌ କରିଛନ୍ତି। ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ୭୦ ଅଧ୍ୟାପକ ସାମୁହିକ ଇସ୍ତଫା ପ୍ରଦାନ କରିଛନ୍ତି।

ଦେଶର ଶିକ୍ଷା ବ୍ୟବସ୍ଥାରେ ତାଲିବାନ୍‌ର ଏଭଳି ହସ୍ତକ୍ଷେପ ଯୋଗୁ ସୋସିଆଲ ମିଡ଼ିଆରେ ଏହାକୁ ବିରୋଧ କରାଯାଇଛି। ତାଲିବାନ୍‌ ଯୋଗ୍ୟତା ସମ୍ପର୍କରେ ଅବଗତ ନ ଥାଏ ଦେଶର ଶିକ୍ଷା ନୀତିକୁ ଓଲଟ ପାଲଟ କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯ରେ ଅଲ୍‌ଆଉଟ୍‌ ଓ୍ବାର

ଲଣ୍ଡନ/ମସ୍କୋ, ୧।୫: ଫେବୃୟାରୀ ୨୪ରେ ରୁଷିଆ ଆକ୍ରମଣ କରିବା ପରଠୁ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ହଜାର ହଜାର ନିରୀହଙ୍କ ଜୀବନ ଗଲାଣି।...

କରୋନା ରୋକିବାକୁ ଏହି ପରାମର୍ଶ ଦେଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯ା୧୨: କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପରାମର୍ଶ ଦେଇଛି। ଡବ୍ଲ୍ୟୁଏଚ୍‌ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ....

ମହାତ୍ମା ଗାନ୍ଧୀ-ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ନିନ୍ଦା କଲେ ଭାରତୀୟ ହାଇ କମିଶନ…

ଭିକ୍ଟୋରିଆ,୭।୧ : ଭିକ୍ଟୋରିଆର ଶାନ୍ତି ପାର୍କରେ ମହାତ୍ମା ଗାନ୍ଧୀ ଏବଂ ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା କାର୍ଯ୍ୟକୁ ନିନ୍ଦା କରିଥିବା ଭାରତୀୟ ହାଇ କମିଶନ...

ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍‌

ଇସଲାମାବାଦ୍‌,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ...

ଭାରତକୁୁ ଶୁଭେଚ୍ଛା ଜଣାଇଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ

ଜେନେଭା,୩।୧: ଭାରତରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାର ସାର୍ବଜନୀକ ବ୍ୟବହାର ପାଇଁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ଏନେଇ...

ମ୍ୟାନ୍‌ମାର ଗସ୍ତରେ ଜିନ୍‌ପିଙ୍ଗ୍‌

ନାଏପିଡ଼ା,୧୮ା୧ (ଏଏଫ୍‌ପି): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନିଆ ମ୍ୟାନ୍‌ମାର୍‌ ଗସ୍ତରେ ଯାଇ ଶୁକ୍ରବାର ଏହାର ରାଜଧାନୀରେ ପହଞ୍ଚତ୍ଛନ୍ତି। ସଙ୍କଟରେ ପଡ଼ିଥିବା ଅଙ୍ଗ୍‌ ସାନ୍‌ ସୁ...

ବିପଦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ: କିଛି ଘଣ୍ଟା ମଧ୍ୟରେ ପୃଥିବୀର ନିକଟବର୍ତ୍ତୀ ହେବ ଜଳନ୍ତା ଗ୍ରହାଣୁପିଣ୍ଡ

ଓ୍ବାଶିଂଟନ, ୨୩।୭: ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଜଳନ୍ତା ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଶୁକ୍ରବାର(ଜୁଲାଇ ୨୪) ପୃଥିବୀର ନିକଟତର ହେବ। ଏହା ପୃଥିବୀଠାରୁ ପ୍ରାୟ ୦.୦୩୪ ଆଷ୍ଟୋନୋମିକାଲ...

ଆଇଏସଆଇର ଷଡ଼ଯନ୍ତ୍ର : ଖଲିସ୍ତାନୀ ସମର୍ଥକଙ୍କୁ କରୁଛି ଏକଜୁଟ…

ଇସଲାମାବାଦ,୧।୧୧: ପାକିସ୍ତାନର ଗୁପ୍ତଚର୍‌ ଏଜେନ୍ସି ଆଇଏସଆଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି। ପୃଥିବୀବ୍ୟାପି ସମସ୍ତ ଖଲିସ୍ତାନୀ ସମର୍ଥକଙ୍କୁ ଆଇଏସଆଇ ଏବେ ଏକଜୁଟ କରୁଛି। ଭାରତର ବିଭିନ୍ନ...

Advertisement
Archives

Model This Week