ଜମ୍ମୁ-କଶ୍ମୀର ମାମଲାରେ ଭାରତକୁ ସମର୍ଥନ କଲା ଆମେରିକା, ଚିଡିଗଲା ପାକିସ୍ତାନ
ଇସଲାମାବାଦ,୧୨।୨: ଆମେରିକାର ଜୋ ବାଇଡେନ ପ୍ରଶାସନ କଶ୍ମୀର ଭାରତର ବୋଲି କହିବା ପରେ ପାକିସ୍ତାନ ରାଗି ଯାଇ ଏହାକୁ ତୀବ୍ର ବିରୋଧ କରିଛି। ଆମେରିକାର ବୈଦେଶିକ ବିଭାଗର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟୁରୋ ପକ୍ଷରୁ ଏକ ଟୁଇଟ କରାଯାଇଛି। ଟୁଇଟ୍ରେ…
ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଁଥିଲେ ଲେବାନନ୍ର ବିଉଟି କୁଇନ୍, ପରେ ଘଟିଲା ଏମିତି…
ବେରୁଟ୍,୧୧।୨: ଲେବାନନ୍ର ଜଣେ ମଡେଲ ତଥା ବ୍ୟୁଟି କୁଇନ୍ ଜେନା କାଞ୍ଜୋଙ୍କ ମୃତ୍ୟୁ ଘଟିଛି। ଜେନାଙ୍କ ସ୍ବାମୀ ଇବ୍ରାହିମଙ୍କ ଉପରେ ହତ୍ୟା ଅଭିଯୋଗ କରାଯାଇଛି। ସେ ତାଙ୍କ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ଜେନା ଏହା ପୂର୍ବରୁ ତାଙ୍କ ସ୍ବାମୀଙ୍କଠାରୁ ଘରୋଇ…
ଭାରତରୁ କରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଭାବପ୍ରବଣ ହେଲେ ଡେମୋନିକନ ରିପବ୍ଲିକର ପ୍ରଧାନମନ୍ତ୍ରୀ
ସାଣ୍ଟୋ ଡୋମିନଗୋ,୧୧ ।୨: କରୋନା ଭାଇରସକୁ ହରାଇବା ପାଇଁ ସାରା ବିଶ୍ୱ ପ୍ରୟାସ ଜାରି ରଖିଛି । ପାଖାପାଖି ୧ ବର୍ଷ ହେବ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଏହି ମାହାମାରୀ ପାଇଁ କିଛି ଦେଶ ଭ୍ୟାକ୍ସିନ ବାହାର କରି ସାରିଲାଣି…
ଟ୍ରମ୍ପ୍ ପୁଣି ନିର୍ବାଚନ ଲଢ଼ିଲେ ବି ହଟିବନି ପ୍ରତିବନ୍ଧକ: ଟୁଇଟର
ଓ୍ବାଶିଂଟନ,୧୧।୨: ଆମେରିକାରେ ଘଟିଥିବା କ୍ୟାପେିଟୋଲ ହିଲ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟୁଇଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଦେଶରେ ଉତ୍ତେଜନା ସୃଷ୍ଟି କରିବା ଲାଗି ବିଭିନ୍ନ କଣ୍ଟେଟ୍ ଟ୍ରମ୍ପ୍ଙ୍କ ଅକାଉଣ୍ଟ୍ରେ ଅପଲୋଡ୍ କରାଯାଉଥିବା ଟୁଇଟର ପକ୍ଷରୁ…
ସିନେଟରେ ମହାଭିଯୋଗ ବିଚାର
ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍ ହାଉସ୍ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍ ଘଟାଇଥିବା ବଡ଼ ଅପରାଧ ନେଇ ଉଚ୍ଚ ସଦନରେ ବିଚାର ଚାଲିଛି। ସିନେଟରେ ଉଭୟ ପକ୍ଷଙ୍କ ପଲା…
ଟୁଇଟରକୁ ନାଲିଆଖି
ଓ୍ବାଶିଂଟନ,୧୦ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ଅଢ଼େଇ ମାସ ଧରି ଆନ୍ଦୋଳନ ଚାଲିଛି। ଏହାକୁ ଅର୍ଥନୈତିକ ଓ ମାନବ ଅଧିକାର ପାଇଁ ବିଶ୍ୱର ସବୁଠୁ ବଡ଼ ଆନ୍ଦୋଳନ…
କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ
ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍ବଲ ଚାମ୍ପିୟନଶିପ ମ୍ୟାଚ୍(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ ବେଳେ ଦେଖିବାକୁ ମିଳିଥିଲା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କିତ ପ୍ରାୟ ୩୦…
ବ୍ୟାପୁଛି ଅଜଣା ରୋଗ: ରକ୍ତବାନ୍ତି ପରେ ୧୫ ମୃତ
ଦାର୍ ଏ ସଲାମ,୯।୨: ତାଞ୍ଜାନିଆରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ରକ୍ତବାନ୍ତି କରିବା ପରେ ଲୋକଙ୍କର ମୃତ୍ୟୁ ଘଟୁଛି। ଇତିମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ଛୁଇଁଛି। ଏହି ରୋଗ…
୨୦୦ ପ୍ରଫେସର ଚାଇନା ପାଇଁ କରୁଛନ୍ତି ଗୁପ୍ତଚରୀ
ଲଣ୍ଡନ,୯।୨: ବ୍ରିଟେନ୍ରେ ଚାଇନା ପାଇଁ ୨୦ ବିଶ୍ୱବିଦ୍ୟାଳୟର ୨୦୦ ପ୍ରଫେସର ଗୁପ୍ତଚରୀ କାର୍ଯ୍ୟ କରୁଛନ୍ତି। ଏହାର ପର୍ଦ୍ଦାଫାଶ୍ ହୋଇଛି। ପ୍ରଫେସରମାନେ ଚାଇନାକୁ କ୍ଷେପଣାସ୍ତ୍ର, ଏୟାରକ୍ରାଫ୍ଟ ଏବଂ ସାଇବର ଅସ୍ତ୍ରଶସ୍ତ୍ର ନିର୍ମାଣ ସମ୍ପର୍କିତ ଜ୍ଞାନକୌଶଳ ଯୋଗାଇ ଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ପ୍ରମାଣିତ…
ଉହାନ ସି-ଫୁଡ୍ ବଜାରରୁ ବ୍ୟାପିଥିଲା କରୋନା
ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ ବଜାରର ଭୂମିକା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପ୍ରାୟୋଜନରେ ଚାଲିଥିବା ମିଶନରେ ନ୍ୟୁୟର୍କର…
କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା
ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି ଚୁପ ବସିଛନ୍ତି। ଏଭଳି ପ୍ରଶ୍ନ କରିଛନ୍ତି ଅନ୍ତର୍ଜାତୀୟ ପର୍ନ ଷ୍ଟାର ମିଆ ଖଲିଫା। ନୂଆ…
ମହିଳା ବିଚାରପତିଙ୍କୁ ପ୍ରେମ ନିବେଦନ କଲେ ଅଭିଯୁକ୍ତ…
ଓ୍ବାଶିଂଟନ, ୮।୨: ଏବେ ସୋସିଆଲ୍ ମିଡ଼ିଆରେ ଜଣେ ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆମେରିକାର ଫ୍ଲୋରିଡ଼ାସ୍ଥିତ ବ୍ରୋଓ୍ବାଡ଼ା କାଉଣ୍ଟି କୋର୍ଟରେ ଏକ ଚୋରି ମାମଲାର ବିଚାର ଅନ୍ଲାଇନ୍ରେ ଜୁମ୍ କଲ୍ ମାଧ୍ୟମରେ ଚାଲିଥିବାବେଳେ ଅଭିଯୁକ୍ତ ଡେମେଟ୍ରିୟସ୍ ଲୁଇସ୍ ମହିଳା ବିଚାରପତି…
Archives


