ଆମେରିକା ପଠାଇଲା ୧୨ହଜାର ସୈନ୍ୟ
ଓ୍ବାଶିଂଟନ୍,୧୨।୩: ୧୭ଦିନ ହେଲାଣି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ କ୍ୱିଭ୍କୁ କବ୍ଜା କରିବା ଲାଗି ରୁଷୀୟ ସୈନ୍ୟଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସକାଳେ ରାଜଧାନୀରେ ରୁଷିଆ ସୈନ୍ୟମାନେ ଲଗାତର ବୋମା ମାଡ଼ କରିଛନ୍ତି।…
୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ
କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି । ଏମାନେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ଲକ୍ଷ୍ୟର ଥିବା ବେଳେ କ୍ୱିଭ୍ ଠାରୁ…
ରୁଷିଆର ଗୁପ୍ତ ମିଶନ ଆରମ୍ଭ
କ୍ୱିଭ୍,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଛି। ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନରେ ନୀରିହ ନାଗରିକଙ୍କ ମୃତ୍ୟୁ ହେଉଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ…
ୟୁକ୍ରେନ୍ ସହରର ମେୟରଙ୍କୁ ଅପହରଣ କଲା ରୁଷିଆ ସେନା, ଜେଲେନ୍ସ୍କି କହିଲେ ଲୋକତନ୍ତ୍ରର ହତ୍ୟା
କ୍ୱିଭ୍/ମସ୍କୋ/ୱାଶିଂଟନ,୧୨ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ହେଲେ ଉଭୟ ଦେଶ କେହି ନଇଁବାକୁ ପ୍ରସ୍ତୁତ ନୁହେଁ । ରୁଷିଆ ଶେଷ ପର୍ଯ୍ୟନ୍ତ ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି । ବିଭିନ୍ନ ଦେଶର ଭିନ୍ନ ଭିନ୍ନ…
ରୁଷିଆ ଉପରେ ୟୁଟ୍ୟୁବର ଆଉ ଏକ ଆକ୍ରମଣ
ୱାଶିଂଟନ,୧୨ ।୩: ୟୁଟ୍ୟୁବ ରୁଷିଆକୁ ନେଇ ତା’ର ପ୍ରତିବନ୍ଧକକୁ ଆହୁରି କଡା କରିଦେଇଛି । ଏବେ କମ୍ପାନୀ ତତ୍କାଳ ପ୍ରଭାବ ମାଧ୍ୟମରେ ସେହି ସମସ୍ତ ଚ୍ୟାନେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଯେଉଁଗୁଡିକ ରୁଷିଆ ଫଣ୍ଡରେ ଚାଲୁଥିଲେ । ଅର୍ଥାତ୍ ଏହି…
ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ
ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ ଜେନେଭା,୧୨ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁକ୍ରେନକୁ ଏହାର ଜନସ୍ୱାସ୍ଥ୍ୟ ଲାବୋରୋଟୋରୀରେ ଗଚ୍ଛିତ ଥିବା ମାରାତ୍ମକ ଜୀବାଣୁକୁ ନଷ୍ଟ କରିବାକୁ ପରାମର୍ଶ ଦେଇଛି…
ପାକ୍ ପାର୍ଲାମେଣ୍ଟ ଲଜ୍ରେ ପୋଲିସ
ଇସ୍ଲାମାବାଦ,୧୨ା୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଥିବାବେଳେ ଏହା ପୂର୍ବରୁ ଇସ୍ଲାମାବାଦ ପୋଲିସ ଗୁରୁବାର ରାତିରେ ପାର୍ଲାମେଣ୍ଟ ଲଜ୍ରେ ଧସେଇ ପଶି ୧୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ନ୍ୟାଶନାଲ ଆସେମ୍ବ୍ଲିର…
ନିରୀହଙ୍କ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି
କ୍ୱିଭ୍,୧୧ା୩: ରୁଷିଆର ୟୁକ୍ରେନ୍ ଆକ୍ରମଣରେ ନିରୀହ ନାଗରିକଙ୍କ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ ଅଦ୍ୟାବଧି ୫୪୯ ୟୁକ୍ରେନୀୟ ନିହତ ଓ ୯୫୭ ଆହତ ହୋଇଥିବାବେଳେ ସାଧାରଣ ଜନତାଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି ବୋଲି ଜାତିସଂଘ ମାନବାଧିକାର…
୩୮୬ ରୁଷୀୟ ଏମ୍ପିଙ୍କ ଉପରେ କଟକଣା ଜାରି କଲା ବ୍ରିଟେନ୍
ଲଣ୍ଡନ,୧୨ା୩: ବ୍ରିଟେନ୍ର ବୋରିସ୍ ଜନ୍ସନ୍ ସରକାର ଶୁକ୍ରବାର ୩୮୬ ରୁଷୀୟ ଏମ୍ପିଙ୍କ ବିରୋଧରେ କଟକଣା ଜାରି କରିଛନ୍ତି। ରୁଷିଆ ପାର୍ଲାମେଣ୍ଟର ନିମ୍ନ ସଦନ ଡୁମାର ଏହି ସଦସ୍ୟମାନେ ୟୁକ୍ରେନ୍ରୁ ଲୁହାନସ୍କ ଓ ଡୋନେସ୍କକୁ ବିଚ୍ଛିନ୍ନ କରି ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା…
ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା
ମସ୍କୋ/କ୍ୱିଭ୍/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍ ସମେତ ଅନେକ ସହର ଛିନ୍ଛତ୍ର ହୋଇଯାଇଥିବାବେଳେ ୟୁକ୍ରେନୀୟ ସୈନ୍ୟ ମଧ୍ୟ ଆମତ୍ରକ୍ଷା ପାଇଁ ମୁହଁତୋଡ଼ ଜବାବ ଦେଉଛନ୍ତି। ୟୁକ୍ରେନ୍ ସେନାର…
ବିଗୁଡୁଛି ସ୍ଥିତି, ସଡ଼କ ଉପରେ ଏଣେତେଣେ ପଡିଛି ମୃତଦେହ
ମୈରିୟୁପୋଲ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ୧୬ ଦିନ ପୂରଣ ହୋଇଥିବା ବେଳେ ସ୍ଥିତି କିନ୍ତୁ ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ରୁଷିଆ ସେନା ଲଗାତାର ବୋମା ମାଡ କରିବା ସହ ମିଶାଇଲ ମାଡ ବି କରି ଚାଲିଛନ୍ତି…
ଦିବ୍ୟାଙ୍ଗ କେନ୍ଦ୍ର ଉପରେ ରୁଷିଆର ମିଶାଇଲ ମାଡ, ଦବିଗଲେ ୨୬୭ ଲୋକ
ଖାର୍କିବ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବେଳକୁ ବେଳ ବଢି ଚାଲିଛି ନିରିହ ଜନତାଙ୍କ ମୃତ୍ୟୁ ସଂଖ୍ୟା । ଶୁକ୍ରବାର ରୁଷିଆ ସେନା ୟୁକ୍ରେନର ଏକ ଦିବ୍ୟାଙ୍କ କେନ୍ଦ୍ର ଉପରେ ମିଶାଇଲ ମାଡ କରିବା…
Archives


