ଆଲୋଚନା ପାଇଁ ପୁଟିନ୍ଙ୍କୁ ନିମନ୍ତ୍ରଣ କଲେ ୟୁକ୍ରେନ୍ ରାଷ୍ଟ୍ରପତି
ମସ୍କୋ/କ୍ୱିଭ୍,୨୫।୨: ଶେଷରେ ମୁଣ୍ଡ ନୁଆଁଇଲା ୟୁକ୍ରେନ୍। ଦୁଇଦିନ ଧରି ରୁଷିଆର ଆକ୍ରମଣକୁ ଯଥା ସମ୍ଭବ ଜବାବ ଦେବାକୁ ଚେଷ୍ଟା କରିବା ପରେ ଏକ ପ୍ରକାର ହାର ମାନିଛି ୟୁକ୍ରେନ୍। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହ ଆପୋଷ ବୁଝାମଣା ପାଇଁ ୟୁକ୍ରେନ୍…
ୟୁକ୍ରେନ ଉପରେ ଆକ୍ରମଣ କରି ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ପୁଟିନ୍
ମସ୍କୋ,୨୫।୨: ୟୁକ୍ରେନ ଉପରେ ଆକ୍ରମଣ କରି ଏବେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍। ରୁଷିଆ ରାଜଧାନୀ ମସ୍କୋ ସମେତ ଦେଶର ୫୧ଟି ସହରରେ ପୁଟିନ୍ଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନ ରୋକିବାକୁ ପୋଲିସ ପକ୍ଷରୁ…
ପୁଟିନ୍ ସହ ଫୋନ୍ରେ କଥା ହେଲେ ଜିନ୍ପିଙ୍ଗ୍
ବେଜିଂ/ମସ୍କୋ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ବିଧ୍ୱଂସ ଘଟିଛି। ଶୁକ୍ରବାର ସକାଳେ ରାଜଧାନୀ କ୍ୱିଭ୍ରେ ରୁଷିଆ ସୈନ୍ୟ ପହଞ୍ଚି ସେଠାରେ ୬ଥର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ରୁଷିଆ ଆକ୍ରମଣରେ ୟୁକ୍ରେନ୍ରେ ଏପର୍ଯ୍ୟନ୍ତ ୧୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧୬ ଜଣ ଆହତ…
ଆତ୍ମସମର୍ପଣ କଲେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ
ମସ୍କୋ,୨୫।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ରୁଷିଆ ୟୁକ୍ରେନରେ ବ୍ୟାପକ କ୍ଷତି ଘଟାଇ ଚାଲିଛି। ଏପର୍ଯ୍ୟନ୍ତ ଅନେକ ସୈନ୍ୟ ଓ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଏହି ବିଧ୍ୱଂସ ପରେ ବର୍ତ୍ତମାନ ରୁଷିଆ…
ୟୁକ୍ରେନ ଶରଣାର୍ଥୀଙ୍କୁ ଆଶ୍ରୟ ଦେଲା ପୋଲାଣ୍ଡ
ଓ୍ବାରସ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନବାସୀ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ରାଜଧାନୀ କ୍ୱିଭ୍ରୁ ଲୋକେ ୟୁକ୍ରେନର ପଶ୍ଚିମାଞ୍ଚଳ ଆଡକୁ ମୁହାଁଇଛନ୍ତି। ରେଳ ଓ ସଡ଼କ ପଥ ଜରିଆରେ ଶତାଧିକ ୟୁକ୍ରେନ ଶରଣାର୍ଥୀ ପୋଲାଣ୍ଡରେ ପହଞ୍ଚିଛନ୍ତି। ଯୁଦ୍ଧ ନିୟନ୍ତ୍ରଣକୁ…
‘୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଲୁଚିଛୁ, ବାହାରେ ବୋମା ବର୍ଷୁଛି’
ନୂଆଦିଲ୍ଲୀ,୨୫।୨: ରୁଷିଆ ଆକ୍ରମଣ କରିବାରୁ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିଛି ଛାତ୍ରୀଛାତ୍ର ସେମାନଙ୍କ ଆପାର୍ଟମେଣ୍ଟ ଛାଡ଼ି ନ ଥିବା ବେଳେ ଅନ୍ୟମାନେ ମାଟି ତଳେ ଥିବା ମେଟ୍ରୋ ରେଲଓ୍ବେ ଷ୍ଟେଶନ ତଥା ବୋମା…
ୟୁକ୍ରେନକୁ ସାହାଯ୍ୟର ହାତ ବଢ଼ାଇଲେ ସାଇବର ହ୍ୟାକର
ମସ୍କୋ,୨୫।୨: ୟୁକ୍ରେନ ଉପରେ ବାରମ୍ବାର ସାଇବର ଆକ୍ରମଣ ହେଉଥିବା ବେଳେ ଏଥିପାଇଁ ସେ ରୁଷିଆକୁ ଦାୟୀ କରିଛି। ବର୍ତ୍ତମାନ ସାଇବର ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ରୁଷିଆ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଛି। ଏଥିରେ ଅନେକ ରୁଷିଆର ସରକାରୀ ୱେବସାଇଟକୁ ଟାର୍ଗେଟ…
ୟୁକ୍ରେନ-ରୁଷିଆ ଯୁଦ୍ଧରେ ଭାରତର ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା
ଓ୍ବାଶିଂଟନ୍,୨୫।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ତେବେ ଏହି ଯୁଦ୍ଧକୁ ନେଇ ଭାରତ କାହା ସପକ୍ଷରେ ରହିଛି ସେନେଇ ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି। କାରଣ…
ରାଜଧାନୀ କ୍ୱିଭ୍ରେ ପଶିଲା ରୁଷିଆ ସେନା
କ୍ୱିଭ୍,୨୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷିଆର ଘନଘନ ଆକ୍ରମଣ କରୁଥିବାର ରାଜଧାନୀ କ୍ୱିଭ୍ରେ ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଛି। ତେବେ ଶୁକ୍ରବାର ଅପରାହ୍ନରେ ରୁଷିଆ ସେନା କ୍ୱିଭ୍ରେ ପଶିଛି। ରୁଷିଆ ସେନା ଆଜି ୬…
ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍ସ୍କି
କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ ସହରରେ ରୁଷିଆ ସୈନ୍ୟ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ ରୁଷିଆ ସୈନ୍ୟ ବର୍ତ୍ତମାନ ସୁମି…
ୟୁକ୍ରେନ୍ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ
କ୍ୱିଭ୍,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ…
ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ
କ୍ୱିଭ୍,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ ଆରମ୍ଭ କରି ଦେଇଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ…
Archives


