ବିସ୍ଫୋରଣ ସମୟରେ କ୍ୱିଭ୍ ମୁଖ୍ୟ ଛକରେ ଘଟିଲା ଏମିତି, ଯାହା କଳ୍ପନା କରିବା ଅସମ୍ଭବ
କ୍ୱିଭ୍,୧୦ା୩: ୟୁକ୍ରେନର ରାଜଧାନୀ କ୍ୱିଭ୍ ସୀମାରେ ଘମାଘୋଟ ଯୁଦ୍ଧ ଚାଲିଛି। ରୁଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ବୋମାମାଡ଼ କରୁଛି। ଏହା ମଧ୍ୟରେ ବୁଧବାର କ୍ୱିଭ୍ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କଳ୍ପନା କରାଯାଇପାରିବ ନାହିଁ। କ୍ୱିଭ୍ର ମୁଖ୍ୟ…
ରୁଷିଆ ଟ୍ୟାଙ୍କ୍ ଉପରେ ଚଢିଗଲେ ୟୁକ୍ରେନ ବ୍ୟକ୍ତି: କଲେ ଏମିତି କାମ
କ୍ୱିଭ୍,୧୦।୩:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୫ ଦିନରେ ପହଞ୍ଚିଛି। ୟୁକ୍ରେନରେ ନିଜର ଆକ୍ରମଣକୁ ବଜାୟ ରଖିଛି ରୁଷିଆ। ଏହି ଭୟଙ୍କର ଯୁଦ୍ଧରେ ୟୁକ୍ରେନ ସେନା ସହ ଏହାର ନାଗରିକମାନେ ମଧ୍ୟ ରୁଷିଆ ବିରୋଧରେ ବାହାରିଛନ୍ତି। ଅନେକ ଲୋକ ନିଜ ଦେଶର…
ଆଖିବୁଜିଲେ ଘୁଷୁରି ହାର୍ଟ ଲାଗିଥିବା ବ୍ୟକ୍ତି
ବାଲ୍ଟିମୋର,୧୦।୩: ପ୍ରାୟ ଦୁଇମାସ ପୂର୍ବେ ଆମେରିକାରେ ଏକ ବିରଳ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣରେ ପ୍ରଥମଥର ପାଇଁ ମଣିଷ ଶରୀରରେ ଘୁଷୁରି ହାର୍ଟ ପ୍ରତିରୋପଣ କରାଯାଇଥିଲା। ତେବେ ୨ମାସ ପରେ ପ୍ରତିରୋପଣ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅସ୍ତ୍ରୋପଚାର କରିଥିବା ମେରିଲ୍ୟାଣ୍ଡ…
ୟୁନ୍ ସୁକ୍-ୟୋଲ୍ ଦକ୍ଷିଣ କୋରିଆ ରାଷ୍ଟ୍ରପତି..
ସିଓଲ,୧୦।୩ : ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ୟୁନ ସୁକ-ୟୋଲ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ବିରୋଧୀ ପିପୁଲ୍ସ ପାୱାର ପାର୍ଟିର ୬୦ବର୍ଷିୟ ୟୁନ୍ ୪୮.୬ ପ୍ରତିଶତ ଭୋଟ ପାଇଛନ୍ତି। ଅପରପକ୍ଷରେ ଶାସକ ଡେମୋକ୍ରାଟିକ ପାର୍ଟିର ଲି ଜେ-ମ୍ୟୁଙ୍ଗ ୪୭.୮ ପ୍ରତିଶତ ଭୋଟ…
ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ବ୍ରିଟେନ୍କୁ ଜେଲେନସ୍କିଙ୍କ ଅପିଲ୍..
କ୍ୱିଭ୍,୧୦।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ରିଟେନର ସାଂସଦଙ୍କୁ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ଏବଂ ମସ୍କୋ ଉପରେ କଠୋର କଟକଣା ଜାରି କରିବା ଲାଗି ଅପିଲ୍ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ତାଙ୍କ ଦେଶ ବିରୋଧରେ…
ରୁଷିଆ କରିପାରେ ରାସାୟନିକ ଆକ୍ରମଣ: ଆମେରିକା
ୱାଶିଂଟନ,୧୦ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୪ ଦିନ ପୂରଣ ହୋଇ ସାରିଛି । କିଛି ସମୟର ଅସ୍ତ୍ରବିରତି ପରେ ରୁଷିଆ ପୁଣିଥରେ ଆକ୍ରମଣ ପାଇଁ ତତ୍ପର ହୋଇ ଉଠିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଫାସଫା ରୁଷିଆରୁ…
ୟୁକ୍ରେନ୍ ସରକାର ପତନ ଚାହୁଁନି ରୁଷିଆ
ମସ୍କୋ/କ୍ୱିଭ୍, ୧୦ା୩: ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶକୁ ନେଇ ଗଠିତ ସାମରିକ ମେଣ୍ଟ ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସଦସ୍ୟତା ପାଇଁ ୟୁକ୍ରେନ୍ର ଇଚ୍ଛା କମିବା ପରେ ରୁଷିଆ ସାମାନ୍ୟ ନରମିଛି। ୨ ସପ୍ତାହ ଧରି ୟୁକ୍ରେନ୍ ଉପରେ ରୁଷିଆର…
ଯୁଦ୍ଧ ବିମାନ ପଠାଇବାକୁ ମନା କଲା ଜର୍ମାନୀ
ବର୍ଲିନ,୯।୩: ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇ ସହାୟତା କରିବାକୁ ମନା କରି ଦେଇଛନ୍ତି ଜର୍ମାନୀର ଚାନ୍ସେଲର ଓଲାଫ ସ୍କଲଜ। ପୋଲାଣ୍ଡର ପ୍ରସ୍ତାବକୁ ଆମେରିକାର ପ୍ରତ୍ୟାଖ୍ୟାନ ଯୋଗୁ ଜର୍ମାନୀ ଏଭଳି ନିଷ୍ପତ୍ତି ନେଇଛି। କାରଣ ମଙ୍ଗଳବାର ରୁଷିଆ ନିର୍ମିତ ମିଗ୍-୨୯ ଯୁଦ୍ଧ ବିମାନ…
ଏଯାଏ ରୁଷିଆର ୧୨ ହଜାର ସୈନ୍ୟ ନିହତ; ୩୧୭ ଟ୍ୟାଙ୍କ-୪୯ ବିମାନ ଧ୍ୱଂସ
କ୍ୱିଭ୍,୯।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ଆଜି ହେଉଛି ୧୪ତମ ଦିନ। ଏବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ବିବୃତ୍ତି ଦେଇଛନ୍ତି। ଏପର୍ଯ୍ୟନ୍ତ ରୁଷିଆର ୧୨ ଲକ୍ଷ ସୈନିକ ନିହତ ହୋଇଛନ୍ତି। ଏହାଛଡ଼ା ୩୧୭ ଟ୍ୟାଙ୍କର୍, ୪୯…
ପଶ୍ଚିମ ଦେଶକୁ ଚେତାବନୀ ଦେଲେ ପୁଟିନ
ମସ୍କୋ,୯।୩: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୁଧବାର ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେ ପାଲଟା କଟକଣା ଲାଗଇଲେ ପରିସ୍ଥିତି ଅସମ୍ଭାଳ ହେବ। ୟୁକ୍ରେନ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ…
ଦେଶ ଛାଡ଼ିଲେ ପୂର୍ବତନ ମିସ୍ ୟୁକ୍ରେନ, ବଖାଣିଲେ ଯନ୍ତ୍ରଣା
କ୍ୱିଭ୍,୯ା୩: ରୁଷିଆ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ୟୁକ୍ରେନ ଛାଡ଼ି ଚାଲି ଆସୁଛନ୍ତି। ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଲକ୍ଷ ଲକ୍ଷ ଲୋକ ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। ଏହି ସମୟରେ, ପୂର୍ବତନ ମିସ୍ ୟୁକ୍ରେନ…
ପୁଟିନ୍ଙ୍କ ଲଜ୍ଜାଜନକ ରେକର୍ଡ, କଟକଣା ଜାରି କରିଥିବା କମ୍ପାନୀ ସଂଖ୍ୟା ୫୫୩୦ ଟପିଲା…
ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନ ଆକ୍ରମଣ ପରେ ରୁଷିଆ ଉପରେ ଆର୍ଥିକ କଟକଣା ଜାରି ହୋଇଛି। ଆର୍ଥିକ କଟକଣା ଜାରି କରିଥିବା କମ୍ପାନୀଗୁଡ଼ିକର ସଂଖ୍ୟା ଅନୁସାରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଏକ ବଡ଼ ଧରଣର ଲଜ୍ଜାଜନକ ରେକର୍ଡ କରିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ…
Archives


