ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଲେ ଇୟୁ ସଦସ୍ୟ
କ୍ୱିଭ୍,୧।୩: ଲଗାତାର ୬ ଦିନ ଧରି ରୁଷିଆର ଘନଘନ ଆକ୍ରମଣ ସତ୍ତ୍ୱେ ପଛକୁ ହଟିବାକୁ ନାରାଜ ୟୁକ୍ରେନ୍। ଉଭୟ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ରୁଷିଆର ବିରୋଧ ସତ୍ତ୍ୱେ ଭୋଲୋଡିମିରି ଜେଲେନ୍ସ୍କି ୟୁରୋପୀୟ ସଂଘ(ଇୟୁ)ର ସଦସ୍ୟତା ପାଇଁ ଆବେଦନ କରିଛନ୍ତି।…
ଖାଦ୍ୟ କିଣିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ନବୀନ, ହଠାତ୍ ହୋଇଥିଲା ବୋମାମାଡ଼
କ୍ୱିଭ୍,୧।୩: ଯୁଦ୍ଧଭୂମି ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ଲାଗି ଗୋଟିଏ ପଟେ ଭାରତ ସରକାର ଅଭିଯାନ ଜାରି ରଖିଥିବା ବେଳେ ଆସିଛି ଦୁଃଖଦ ଖବର। ଖାର୍କିଭ୍ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା(୨୧)ଙ୍କ ମୃତ୍ୟୁ ଘଟିଛି। ଏନେଇ ବୈଦେଶିକ…
ଜାତିସଂଘରେ ଏକୁଟିଆ ରୁଷିଆ,ସଦସ୍ୟ ରାଷ୍ଟ୍ର କଲେ ଗୃହତ୍ୟାଗ…
ଜେନେଭା,୧।୩ : ୟୁକ୍ରେନ୍ ଉପରେ ଆକ୍ରମଣ କରି ରୁଷିଆ ଏବେ ଚାରିପଟୁ ବିରୋଧର ସମ୍ମୁଖୀନ ହେବାରେ ଲାଗିଛି। ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ବିରୋଧାଭାସର ଦୃଶ୍ୟ ଦେଖିବାକୁ ମିଳିଛି। ବୈଠକରେ ରୁଷିଆ ବୈଦେଶିକ ମନ୍ତ୍ରୀ ସେରେଜ ରାଓ୍ବରୋଓ୍ବ କହିବାକୁ ଆରମ୍ଭ…
ରୁଷିଆ ଆକ୍ରମଣ ଭୟରେ ନାଟୋ ଆହ୍ବାନକୁ ଖାରଜ କଲା ବ୍ରିଟେନ୍…
ଲଣ୍ଡନ,୧।୩ : ରୁଷିଆର ଆକ୍ରମଣ ଭୟରେ ବ୍ରିଟେନ୍ ନାଟୋର ଆହ୍ବାନକୁ ଖାରଜ କରିଛି। ନାଟୋ କଥାରେ ରାଜି ହେଲେ କାଳେ ରୁଷିଆ ଅକ୍ରମଣ କରିବ। ଏହି ଭୟରେ ବ୍ରିଟେନ୍ ନାଟୋର କଥାକୁ ଅଣଦେଖା କରିଛି। ବିମାନ ଉଡ଼ାଣ ପ୍ରତିବନ୍ଧକ କ୍ଷେତ୍ର ଘୋଷଣା…
ନରସଂହାର, ୟୁକ୍ରେନ୍ରେ ପଡ଼ିଛି ଭାକ୍ୟୁମ୍ ବୋମା, ଅକ୍ସିଜେନ୍ ନେଇଛି ଶୋଷି !…
କ୍ୱିଭ୍,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ, କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନ ଯୁଦ୍ଧରେ ରୁଷିଆ ଭାକ୍ୟୁମ୍ ବୋମା ବ୍ୟବହାର କରିଛି। ଏହି ମହାବିନାଶକ ବୋମା ଯୋଗୁଁ ବହୁ ଲୋକଙ୍କ ଜୀବନ ସଙ୍କଟରେ…
ରୁଷିଆକୁ ପୁଣି ଝଟ୍କା, ମାଷ୍ଟରକାର୍ଡ ପକ୍ଷରୁ ବଡ ପଦକ୍ଷେପ…
କ୍ୱିଭ୍,୧।୩ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ମାଷ୍ଟରକାର୍ଡ ପକ୍ଷରୁ ମଧ୍ୟ ଏକ ବଡ ପଦକ୍ଷେପ ନେଇଛି। ୟୁକ୍ରେନ ଉପରେ ଆକ୍ରମଣ ଷଷ୍ଠ ଦିନରେ ଦ୍ୱିତୀୟ ବୃହତ୍ତମ ସହର ଖାଓର୍ବିଓ୍ବରେ ବିସ୍ଫୋରଣ ହୋଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ…
ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ୬ଷ୍ଠ ଦିନରେ ବି ଭୟଙ୍କର ଗୁଳିଗୋଳା ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖାର୍କ୍ୱିଭରେ ରୁଷିଆ ପକ୍ଷରୁ ହୋଇଥିବା ଗୁଳିବିନିମୟରେ ମଙ୍ଗଳବାର ସକାଳେ ଜଣେ ଭାରତୀୟ…
ଚାଇନାର ଚିନ୍ତା ବଢ଼ିଲା, ବିବାହ ପାଇଁ ଅମଙ୍ଗ ଯୁବବର୍ଗ…
ବେଜିଂ,୧।୩ : ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଯୁବବର୍ଗ ଏବେ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାନବ ସମ୍ବଳ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ବିବାହ ପଞ୍ଜିକରଣ ସଂଖ୍ୟାରେ ହ୍ରାସ ହେବା ସହିତ ଜନ୍ମ ହାର କମିବାରେ…
ରୁଷିଆ ପରେ ଏବେ ବେଲାରୁସ୍ କଲା ଯୁଦ୍ଧ ଘୋଷଣା
ମିନସ୍କ,୧।୩: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ରୁଷିଆ ପରେ ଏବେ ବେଲାରୁଷ ମଧ୍ୟ ୟୁକ୍ରେନ ବିରୋଧରେ ଯୁଦ୍ଧ କରିବାକୁ ଘୋଷଣା କରିଛି। ଇତିମଧ୍ୟରେ ଖୁନିକି ଉପରେ ଏକ ଯୁଦ୍ଧ ବିମାନ ଉଡ଼ୁଥିବା…
କାନ୍ଦି କାନ୍ଦି ଭିଟାମାଟି ଛାଡୁଛନ୍ତି ଲୋକେ…
କ୍ୱିଭ୍, ୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ଆକ୍ରମଣରେ ଜୀବନ ବିକଳରେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଇତିମଧ୍ୟରେ ୫ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ୟୁକ୍ରେନ୍ରୁ ପଡ଼ୋଶୀ ଦେଶ ସୀମାରେ…
ରୁଷିଆ ଟ୍ୟାଙ୍କ୍କୁ ଚୋରେଇ ନେଲା ୟୁକ୍ରେନ ଟ୍ରାକ୍ଟର
କ୍ୱିଭ୍,୧।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଙ୍ଗଳବାର ୬ ଦିନରେ ପହଞ୍ଚିଛି। ଇତିମଧ୍ୟରେ କିଛି ମଜାଳିଆ ଭିଡିଓ ସୋସିଆଲ ମଡ଼ିଆରେ ଘୁରି ବୁଲୁଛି। ସ୍ଥାନୀୟ କୃଷକ ଏକ ଟ୍ରାକ୍ଟରରେ ରୁଷିଆର ଏକ ଯୁଦ୍ଧ ଟ୍ୟାଙ୍କ୍ରକୁ ଟାଣି ନେଉଥିବା ଦେଖିବାକୁ ମିଳିଛି। No expert, but…
ଘରୋଇ ହସ୍ପିଟାଲରେ ରୁଷିଆର ଏୟାର ଷ୍ଟାଇକ୍
କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୬ଷ୍ଠ ଦିନ। ୟୁକ୍ରେନ ଉପରେ ରୁଷିଆ ସୈନ୍ୟମାନେ ଲଗାତର ଭାବେ ଆକ୍ରମଣ ଜାରି ରଖିବା ସହ ବଡ଼ ବଡ଼ ବିଲ୍ଡିଂ ଉପରକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରୁଛନ୍ତି। ଇତିମଧ୍ୟରେ ମଙ୍ଗଳବାର ରାଜଧାନୀ…
Archives


