ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ
କ୍ୱିଭ,୧୩ ।୩: ୟୁକ୍ରେନ୍ ଉପରେ ପ୍ରଥମେ ୨୪ ଫେବୃୟାରୀ ୨୦୨୨ରେ ରୁଷିଆ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା । ଏହାରି ଭିତରେ ଏହି ଯୁଦ୍ଧକୁ ୧୭ ଦିନ ପୂରଣ ହୋଇ ଯାଇଥିବା ବେଳେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ୟୁକ୍ରେନ୍…
ଯୁଦ୍ଧ ଭାଙ୍ଗି ପାରିନି ୟୁକ୍ରେନବାସୀଙ୍କ ମନୋବଳ
କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୧୭ ଦିନ ପୂରଣ କରି ସାରିଛି । ଏହାରି ଭିତରେ ୟୁକ୍ରେନର ସ୍ଥିତି ଅତି ଭୟଙ୍କର ହୋଇଯାଇଛି । ଏହାରି ଭିତରେ ବି ବଞ୍ଚି ରହିଥିବା ଲୋକେ ଜୀବନ ପାଇଁ ସଂଘର୍ଷ ଜାରି…
ଚାଇନାର ବିସ୍ତାରବାଦୀ ନୀତି, ନେପାଳରେ ଅତିକ୍ରମଣ ଜାରି…
କାଠମାଣ୍ଡୁ, ୧୨।୩ : ଚାଇନା ଏହାର ବିସ୍ତାରବାଦୀ ନୀତି ପାଇଁ ପୁଣିଥରେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ନେପାଳ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟରେ ଚାଇନା ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ନେପାଳ ସରକାରଙ୍କ ଏକ ରିପୋର୍ଟରେ ୨୦୨୧ ସେପ୍ଟେମ୍ବରରେ ଚାଇନା ନେପାଳର…
ଜୀବନ ଭୟରେ ଶରଣାର୍ଥୀ ହେଲେଣି ୨୫ ଲକ୍ଷରୁ ଅଧିକ ଲୋକ,ଜାତିସଂଘ ରିପୋର୍ଟ…
ଜେନେଭା, ୧୨।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୫ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡ଼ିଛନ୍ତି। ଜୀବନ ଭୟରେ ସେମାନେ ଏବେ ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁସାରେ ଶରଣ ନେଉଥିବା ଲୋକଙ୍କ…
ଶେଫାଳୀ ହେବେ ନେଦରଲାଣ୍ଡସ୍ରେ ଆମେରିକା ରାଷ୍ଟ୍ରଦୂତ
ଓ୍ବାଶିଂଟନ,୧୨।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ ଜନ୍ମିତ ରାଜନୈତିକ କର୍ମୀ ଶେଫାଳୀ ରାଜଦାନ ଡୁଗ୍ଗଲଙ୍କୁ ନେଦରଲାଣ୍ଡସ୍ ପାଇଁ ରାଷ୍ଟ୍ରଦୂତ ଭାବେ ମନୋନୀତ କରିଛନ୍ତି। ୫୦ ବର୍ଷୀୟା ଶେଫାଳୀଙ୍କ ଜନ୍ମ ଜମ୍ମୁ-କଶ୍ମୀରରେ। ସେ ଆମେରିକାର ସିନ୍ସିନାଟି, ଶିକାଗୋ, ନ୍ୟୁୟର୍କ ଏବଂ ବୋଷ୍ଟନରେ…
ଦିନକରେ ୮୧ ଜଣଙ୍କୁ ଫାଶୀ…
ରିୟାଦ, ୧୨।୩ : ସୌଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦିଆଯାଇଛି। ସ୍ଥାନୀୟ ମିଡ଼ିଆ ଅନୁସାରେ ଏସମସ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହେବାର ଅଭିଯୋଗ ଥିଲା। ଦୋଷ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ…
ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ଓ୍ବାଶିଂଟନ,୧୨ା୩: ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣର କଡ଼ା ଜବାବ ଦେଇଛି ଆମେରିକା। ଏହାର ଅର୍ଥ ମନ୍ତ୍ରଣାଳୟ ଅଧିକ ପ୍ରତିବନ୍ଧକ ଘୋଷଣା କରିଛି। ୪ ମାର୍ଚ୍ଚରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ଅର୍ଥ ମନ୍ତ୍ରଣାଳୟ ମନ୍ତ୍ରଣାଳୟ…
ବିଜୟରେ ବିଳମ୍ବ , ୮ କମାଣ୍ଡରଙ୍କୁ ବରଖାସ୍ତ କଲେ ପୁଟିନ୍…
ମସ୍କୋ, ୧୨।୩ : ୟୁକ୍ରେନ ଯୁଦ୍ଧରେ ବିଜୟରେ ବିଳମ୍ବ ପାଇଁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସେ ଏଥିପାଇଁ ନିଜର ୮ ଜଣ କମାଣ୍ଡରଙ୍କୁ ବରଖାସ୍ତ କରିଛନ୍ତି। ଏହା ସହିତ ପୁଟିନ୍ ୟୁକ୍ରେନରେ ଆମେରିକା ଜୈବିକ…
ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆର ଷଡ଼ଯନ୍ତ୍ର, ଗୋଦାମରେ ବୋମାମାଡ଼…
କ୍ୱିଭ୍, ୧୨।୩ : ୟୁକ୍ରେନ୍ରେ ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି। ତେଣୁ କେତେକ ଖାଦ୍ୟଶସ୍ୟ ଗୋଦାମରେ ରୁଷିଆ ସୈନ୍ୟ ନିଆଁ ଲଗାଇବା ସହିତ ବୋମାମାଡ଼ ମଧ୍ୟ କରାଯାଇଛି ବ୍ରୋଓ୍ବରି ଜିଲାରେ ଥିବା କେତେକ ଖାଦ୍ୟଶସ୍ୟ…
ୟୁକ୍ରେନ୍ ଯୁଦ୍ଧରେ ସ୍ନାଇପର ‘ଓ୍ବାଲି’ଙ୍କ ଏଣ୍ଟ୍ରି…
କ୍ୱିଭ୍, ୧୨।୩: ରୁଷିଆ ବିରୋଧରେ ୟୁକ୍ରେନର ସହିତ ମିଶି ଲଢ଼ିବା ପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର ‘ଓ୍ବାଲି’ ଏବେ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ବର୍ତ୍ତମାନ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଭଳି ମନେ ହେଉନାହିଁ। ବିଶ୍ୱର ସର୍ବଶ୍ରେଷ୍ଠ…
ଫେସ୍ବୁକ୍, ଟୁଇଟର ପରେ ଇନ୍ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ
ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍ବୁକ୍ ଓ ଟୁଇଟରରେ ପରେ ଏବେ ରୁଷିଆ ଇନ୍ଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ବ୍ଲକ…
ବ୍ରୋଭାରୀରେ ରୁଷିଆର ଏୟାର ଷ୍ଟ୍ରାଇକ୍
କ୍ୱିଭ୍,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷୀୟ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କ୍ୱିଭ୍କୁ କବ୍ଜା କରିବା ଲାଗି ରୁଷିଆ ସୈନ୍ୟ ତିନି ପାର୍ଶ୍ୱରୁ ଘେରି ରହିଛନ୍ତି।…
Archives


