କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ
କ୍ୱିଭ୍,୧୩ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପରି ସ୍ଥିତିରେ ପହଞ୍ଚିଛି, କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ। ଏହି ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକତା ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସୁରକ୍ଷା ଦେବା ବିଷୟରେ ଆଲୋଚନା ମଧ୍ୟ କୌଣସି ପ୍ରଭାବ ପକାଇବ…
ପୁଣି ବିପଦ ଘନେଇଲା, ଚାଇନାକୁ କରୋନା ଫେରିଲା, ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…
ବେଜିଂ, ୧୩।୩ : ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ଫଳରେ ପୁଣି ବିପଦ ଘନେଇବାରେ ଲାଗିଛି। ଚାଇନାକୁ କରୋନା ଫେରିଛି। ବହୁ ସହରରେ କରୋନା ସଂକ୍ରମଣର ବୃଦ୍ଧି ପଞ୍ଜିକୃତ ହୋଇଛି। ରବିବାର ଦିନ, ଚାଇନାରେ ଗୋଟିଏ…
ବାଇଡେନ୍ଙ୍କୁ ପୁଟିନ୍ଙ୍କ ଧମକ, ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଦେଲେ ପରିଣତି ହେବ ଭୟଙ୍କର…
ମସ୍କୋ/ଓ୍ବାଶିଂଟନ, ୧୩।୩ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍ଙ୍କ ପ୍ରଶାସନକୁ ଧମକ ଦେଇଛନ୍ତି। ୟୁକ୍ରେନ୍କ ଅସ୍ତ୍ରଶସ୍ତ୍ର ଯୋଗାଇଲେ ପରିଣତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ରୁଷିଆ ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗେଇ ରିୟାବକୋଭ…
ମାଲଗାଡ଼ି ଲାଇନଚ୍ୟୁତ, ୬୦ରୁ ଅଧିକ ମୃତ…
କିନ୍ଶାସା, ୧୩।୩ : ଆଫ୍ରିକୀୟ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଲୁଆଲାବା ପ୍ରଦେଶର ଲୁବୁଡି…
ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…
ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ସଙ୍କଟକୁ ସମାପ୍ତ କରିବାର ମାନଦଣ୍ଡ ଉପରେ ବିଚାର କରିବା ଆରମ୍ଭ କରିଛି। ୨୦୨୦ ଜାନୁୟାରୀ…
ଯୁଦ୍ଧ ଏବେ ସରିବନି, ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଦେଲା ୨୦ କୋଟି ଡଲାର…
ଓ୍ବାଶିଂଟନ/କ୍ୱିଭ୍,୧୩।୩ : ଆମେରିକା ୟୁକ୍ରେନକୁ ୨୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏନେଇ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ, ୟୁକ୍ରେନ ପାଇଁ ସାମରିକ ତାଲିମ ସମେତ ପ୍ରତିରକ୍ଷା ସାମଗ୍ରୀ…
ଆମେରିକା ଦୂତାବାସ ଉପରେ କ୍ଷେପଣାସ୍ତ୍ର ମାଡ଼
ଇରବିଲ,୧୩।୩: ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ ହୋଇଛି। ଉତ୍ତର ଇରବିଲରେ ଥିବା ବାଣିଜ୍ୟ ଦୂତାବାସ ଉପରେ ଇରାନ ୬ କ୍ଷେପଣାସ୍ତ୍ର ମାଡ଼ କରିଥିବା କୁହାଯାଉଛି। ତେବେ ପ୍ରାରମ୍ଭିକ ରିପୋର୍ଟରେ ଆକ୍ରମଣରେ ମୃତାହାତ ନେଇ କୌଣସି…
ଭାଇରାଲ ହେଲା ‘ଘୋଷ୍ଟ ଅଫ୍ କ୍ୱିଭ୍’
କ୍ୱିଭ୍, ୧୩ା୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ଶନିବାର ୧୭ ଦିନ ପୂରିଥିବାବେଳେ ପ୍ରତିରୋଧ ପାଇଁ ଲଢ଼େଇ ଜାରି ରଖିଛନ୍ତି କ୍ୱିଭ୍ ସୈନ୍ୟ। ଏପରି ସମୟରେ ୟୁକ୍ରେନ୍ ଲଢ଼ୁଆଙ୍କ ସାହସ ବଢ଼ାଇଛନ୍ତି ‘ଘୋଷ୍ଟ ଅଫ୍ କ୍ୱିଭ୍’। ୟୁକ୍ରେନ୍ ସେନାର ଭେରିଫାଏଡ୍ ଫେସ୍ବୁକ୍…
ବଢ଼ୁଛି ରାସାୟନିକ ବିପଦ
କ୍ୱିଭ୍/ମସ୍କୋ, ୧୩ା୩: ଟ୍ୟାଙ୍କ, ମିଶାଇଲ, ବୋମା, ଏୟାରକ୍ରାଫ୍ଟରେ ଲଢ଼େଇ ପରେ ଏବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍ ଉପରେ ରାସାୟନିକ ଏବଂ ଜୈବିକ ଅସ୍ତ୍ରର ବିପଦ ଘନେଇଛି। ୟୁକ୍ରେନ୍ରେ ଆମେରିକା ବାୟୋଲୋଜିକାଲ ଓ କେମିକାଲ ଅସ୍ତ୍ର ପ୍ରସ୍ତୁତ କରୁଥିବା ରୁଷିଆ ଅଭିଯୋଗ ଆଣିଛି।…
ମିଳିତ ଜାତିସଂଘର ଦାବି ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ଶହ ଶହ ଲୋକଙ୍କର ହେଲାଣି ମୃତ୍ୟୁ
ନ୍ୟୁୟର୍କ.୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଲାଣି । ତେବେ ଏହାରି ଭିତରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ । ୟୁଏନଏଚସିଏଚଆର କହିଛି ଯୁଦ୍ଧ ଆରମ୍ଭ ହେବା ପରେ ଅତିକମରେ…
ସୌଦି ଆରବରେ ଏକାଥରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁ ଦଣ୍ଡ!
ରିୟାଦ,୧୩ ।୩: ସୌଦି ଆରବରେ ହତ୍ୟା ଓ ଚରମପନ୍ଥି ସହ ସମ୍ପର୍କ ରଖିଥିବା ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣଙ୍କୁ ସାମୁହିକ ଭାବେ ଶନିବାର ମୃତ୍ୟୁ ଦଣ୍ଡ ଦିଆଯାଇଛି । ସୌଦି ଆରବର ଆଧୁନିକ ଇତିହାସରେ ସବୁଠାରୁ ଅଧିକ…
ମେୟରଙ୍କୁ ମୁକୁଳାଇବାକୁ ବିଶ୍ୱ ନେତାଙ୍କୁ ଅନୁରୋଧ କଲେ ଜେଲେନ୍ସ୍କି
କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଅନେକ ଧନ ଜୀବନ ନଷ୍ଟ ହୋଇଥିବା ବେଳେ ରୁଷିଆର ଦବଦବା ଏବେ ୟୁକ୍ରେନ୍ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ୨ ଦିନ ପୂର୍ବରୁ ୟୁକ୍ରେନ ମେଲିଟୋପୋଲର ମେୟରଙ୍କୁ ରୁଷିଆ ଅପହରଣ କରିଥିବା ଜଣାପଡିଥିଲା ।…
Archives


