ଶ୍ରୀଲଙ୍କାରୁ ହଟିଲା ଜରୁରିକାଳୀନ ପରିସ୍ଥିତି
କଲମ୍ବୋ,୨୧।୫: ପ୍ରାୟ ଦୁଇ ସପ୍ତାହ ପରେ ଶ୍ରୀଲଙ୍କା ସରକାର ଜରୁରିକାଳୀନ ପରିସ୍ଥିତିକୁ ହଟାଇ ଦେଇଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଏଭଳି ଏକ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆର୍ଥିକ ସଙ୍କଟ ସାଙ୍ଗକୁ ସରକାର ବିରୋଧରେ ଲୋକଙ୍କ ପ୍ରଦର୍ଶନକୁ…
‘କେବଳ କୂଟନୀତି ୟୁକ୍ରେନ ଯୁଦ୍ଧକୁ ଶେଷ କରିବ’
କିଭ୍,୨୧ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ତ ଶାନ୍ତି ଆଲୋଚନାରେ ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର୍ ଜେଲେନ୍ସ୍କି ଶନିବାର କିଭ୍…
‘ସବୁ ପରିସ୍ଥିତି ସାମ୍ନା କରିବାକୁ ଆମେରିକା ପ୍ରସ୍ତୁତ’
ଓ୍ବାଶିଂଟନ,୨୧।୫: ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷ ୟୋନ ସୁକ୍-ୟୋଲଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ମୁଖ୍ୟ ଉତ୍ତର କୋରିଆକୁ ବନ୍ଦ କରିବା ଏବଂ ଏକାଠି ନୂଆ…
ପାଶ୍ଚାତ୍ୟ ଦେଶ କରୁଛନ୍ତି ସାଇବର ଆକ୍ରମଣ…
ମସ୍କୋ, ୨୧।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଦେଶ ପାଶ୍ଚାତ୍ୟ ଦେଶରୁ ସାଇବର ଆକ୍ରମଣର ସମ୍ମୁଖୀନ ହେଉଛି। ଏହି ଆକ୍ରମଣ ସଫଳତାର ସହ ରୋକାଯାଉଛି ବୋଲି ସେ କହିଛନ୍ତି।…
ଶୂନ କୋଭିଡ ନୀତି ନେଇ ଜିନ୍ପିଙ୍ଗ୍ଙ୍କ କଡ଼ା କଟକଣା, ପାଲଟିଛି ସମ୍ମାନର ପ୍ରଶ୍ନ…
ବେଜିଂ, ୨୧।୫ : କରୋନାର ଓମିକ୍ରନ ଭାରିଆଣ୍ଟ୍ ଯୋଗୁ ଚାଇନାରେ ଆତଙ୍କ ସୃଷ୍ଟି ହୋଇଛି। ସାଂଘାଇ ସହର ଏବେ ଏନେଇ ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଚାଇନାରେ ଶୂନ କୋଭିଡ ନୀତି ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ପାଇଁ ଏକ ସମ୍ମାନର…
ଭାଜପା କିରୋସିନ୍ ଛିଞ୍ଚିବା କାମ କରୁଛି
ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ସେ ଭାଜପା ଉପରେ ବର୍ଷି କଡ଼ା ଟିପ୍ପଣୀ ରଖିଛନ୍ତି। ସେ କହିଛନ୍ତି,…
ମସ୍କଙ୍କ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ
ଓକ୍ଲାଣ୍ଡ,୨୧।୫: ଟେସ୍ଲା ସିଇଓ ଏଲନ୍ ମସ୍କ ୨୦୧୬ରେ ନିଜ କମ୍ପାନୀ ସ୍ପେସେକ୍ସର ଏକ ପ୍ରାଇଭେଟ୍ ଜେଟ୍ରେ ଯାତ୍ରାବେଳେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାକୁ ରଫାଦଫା କରିବା ପାଇଁ ସ୍ପେସେକ୍ସ ୨୦୧୮ରେ ତାଙ୍କୁ ୨୫୦,୦୦୦…
ଚିନ୍ତା ବଢ଼ାଉଛି ମଙ୍କିପକ୍ସ
ନୂଆଦିଲ୍ଲୀ/ ଲଣ୍ଡନ,୨୧।୫: ବିଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଚାଲିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିମାନବନ୍ଦର, ବନ୍ଦର ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ସର୍ଭିଲାନ୍ସ ବଢ଼ାଇବା ଲାଗି ଶୁକ୍ରବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ…
ସ୍କୁଲ ବନ୍ଦ, କର୍ମଚାରୀଙ୍କୁ ଅଫିସ ଆସିବା ମନା
କଲମ୍ବୋ,୨୦।୫: ଶ୍ରୀଲଙ୍କାରେ ତୈଳ ସଙ୍କଟ ଉତ୍କଟ ରୂପ ଧାରଣ କରିଥିବା ବେଳେ ଶୁକ୍ରବାର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସରକାରୀ କର୍ମଚାରୀମାନେ ଅଫିସ ନ ଆସିବା ଲାଗି କୁହାଯାଇଛି। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ…
କାନାଡା ସଂସଦରେ କନ୍ନଡରେ ଭାଷଣ ଦେଲେ ଏମ୍ପି
ଓଟଓ୍ବା,୨୦।୫: କର୍ନାଟକରେ ଜନ୍ମିତ କାନାଡାର ଏମ୍ପି ଚନ୍ଦ୍ର ଆର୍ଯ୍ୟ ସେଠାକାର ସଂସଦରେ କନ୍ନଡରେ ଭାଷଣ ଦେଇଛନ୍ତି। ସେ ଏହି ଭାଷଣର ଭିଡିଓ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚନ୍ଦ୍ର ଆର୍ଯ୍ୟ ଟୁଇଟ୍ କରି…
ପୂର୍ବ ୟୁକ୍ରେନରେ ରୁଷ୍ର ବଡ଼ଧରଣର ଆକ୍ରମଣ
କିଭ୍,୨୦।୫: ପୂର୍ବ ୟୁକ୍ରେନର ସେବେରୋଦୋନେସ୍କରେ ରୁଷ୍ ପୁଣି ଏକ ବଡ଼ଧରଣର ଆକ୍ରମଣ କରିଛି। ଆକ୍ରମଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏହାସହ ଦୋନବାସ ଆଡକୁ ରୁଷ୍ ସୈନ୍ୟ ଅଗ୍ରସର ହେଉଥିବା ଜଣାପଡିଛି। ଅନ୍ୟପକ୍ଷେ…
୯ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଷ୍ଟ୍ରପତି
କଲମ୍ବୋ,୨୦ା୫: ଆର୍ଥିକ ସଙ୍କଟ ଏବଂ ଋଣଗ୍ରସ୍ତ ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଧିରେ ଧିରେ ଦୂର ହେବାକୁ ଯାଉଛି। ଦେଶରେ ସମ୍ପୂର୍ଣ୍ଣ କ୍ୟାବିନେଟ୍ ଗଠନ ପର୍ଯ୍ୟନ୍ତ ସ୍ଥିରତା ସୁନିଶ୍ଚିତ କରିବାକୁ ଶୁକ୍ରବାର ୯ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି…
Archives


