ଓଡେସାରେ ରୁଷିଆର ମିଶାଇଲ ମାଡ଼: ୨୧ ମୃତ

କିଭ୍‌, ୨ା୭: କୃଷ୍ଣସାଗରର ଏକ ଦ୍ୱୀପରୁ ରୁଷିଆ ସୈନ୍ୟ ପ୍ରତ୍ୟାହାରର ଦିନକ ପରେ ରୁଷିଆ ୟୁକ୍ରେନ୍‌ର ଓଡେସା ସହର ସେରହିଭ୍‌କାରେ ଏକ ବଡ଼ ଧରଣର ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୧ଜଣଙ୍କ ମୃତ୍ୟୁ ଘଟିଛି।

ଯୁଦ୍ଧରେ ରୁଷିଆ ୟୁକୈନ ସୈନ୍ୟଙ୍କ ସହ ମୁକାବିଲା କରି ପାରୁ ନ ଥିବାରୁ ସାଧାରଣ ଲୋକଙ୍କ ଉପରେ ଏଭଳି ଟାର୍ଗେଟ କରାଯାଉଥିବା ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିବା ସହ ଏହାକୁ ନିନ୍ଦା କରିଛନ୍ତି। ଏହି ମିଶାଇଲ ମାଡ଼ରେ ୬ ଶିଶୁଙ୍କ ସହ ମହିଳାଙ୍କ ସମେତ ୩୮ ଜଣ ଆହତ ହୋଇଥିବା ଜଣାପଡିଛି। ଅହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍‌ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି।...

ଇରାକ-ସିରିଆ ଉପରେ ଆକ୍ରମଣ କରିପାରେ ତୁର୍କି, ରାଷ୍ଟ୍ରପତି ଦେଲେ ସୂଚନା

ଅଙ୍କାରା,୨୨ ।୧୧: ତୁର୍କିର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ସୋମବାର ସୂଚନା ଦେଇଛନ୍ତି କି ସେ ବିମାନ ଆକ୍ରମଣ ପରେ ବି ଅଧିକ ପଦକ୍ଷେପ ନେଇପାରନ୍ତି...

ଭୁଲ୍‌ରେ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ ଦମ୍ପତ୍ତି

ହରିଶବୁର୍ଗ,୧୦।୯: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର ହୋଇଯାଏ ତେବେ କ’ଣ କରିବେ ଭାବିଲେ। ଟଙ୍କା ନେଇ ବ୍ୟାଙ୍କକୁ ଦେଇ ଦେବେ ନା...

ମିଳିତ ଜାତିସଂଘରେ ପୁଣି ପାକିସ୍ତାନ ଉପରେ ବର୍ଷିଲା ଭାରତ

ନ୍ୟୁୟର୍କ,୨୪।୩: ମିଳିତ ଜାତିସଂଘରେ ପୁଣି ପାକିସ୍ତାନକୁ ଟାର୍ଗେଟ୍‌ କରିଛି ଭାରତ। ମାନବ ଅଧିକାର ପରିଷଦ ଅଧିବେଶନରେ ଭାରତ କହିଛି ଯେ, ଗଣତନ୍ତ୍ର ତଥା ମାନବିକ ଅଧିକାର...

ଜେଲେନସ୍କି-ଜନସନ୍‌ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…

କ୍ୱିଭ୍‌, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍‌ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ଜନସନ୍‌ ବୁଲୁଥିବାର...

ହର୍ଡ ଇମ୍ୟୁନିଟି ପାଇଁ ଲାଗିବ ସମୟ

ଜେନେଭା,୧୨।୧: ପୃଥିବୀରେ କେତେକ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ପ୍ରତିଷେଧକ ଟିକାକରଣ ଜାରି ରହିଛି। ଏବେ ଭାରତରେ ସାର୍ବଜନୀକ ଟିକାକରଣ ଆରମ୍ଭ ହେବାକୁ ଯାଉଛି।...

ସାରା ବିଶ୍ୱ ଲକ୍‌ଡାଉନ୍‌ରେ ଥିବା ବେଳେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି ଚାଇନା

ବେଜିଂ,୨୬।୩: ସାରା ବିଶ୍ୱରେ ପ୍ରାୟ ୨୦ ପ୍ରତିଶତ ଜନସଂଖ୍ୟା କେରାନା ଭାଇରସ୍‌ ଯୋଗୁ ଏବେ ଲକ୍‌ଡାଉନ୍‌ରେ ରହିଛନ୍ତି। ମହାମାରୀ କରୋନାକୁ ରୋକିବା ପାଇଁ ଲୋକମାନେ ଘର...

ଜଙ୍ଗଲରେ ନିଆଁରେ ପୋଡ଼ିଥିବା ଗଛ ପୁଣି କଅଁଳୁଛି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ସିଡ୍‌ନୀ,୧୩।୧: ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ନିଆଁ ଲାଗିଛି। ଇତିମଧ୍ୟରେ ୬୩ ହଜାର ବର୍ଗ କିମିରୁ...

Advertisement
Archives

Model This Week