ଅନ୍ତର୍ଜାତୀୟ

ପାକିସ୍ତାନରେ ବଢୁଛି ଆର୍ଥତ୍କ ସଙ୍କଟ:ପେଟ୍ରୋଲ ଏବଂ ଡିଜେଲ ବଞ୍ଚାଇବା ପାଇଁ ଆସିବ ନୂଆ ଯୋଜନା

ଇସଲାମାବାଦ୍‌,୨୪।୫: ଗତ ବର୍ଷେ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ନୂଆ ସରକାର ଆସିବା ପରେ ମଧ୍ୟ ସୁଧୁରିବାର ନାଁ ଧରୁନି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଆର୍ଥିକ ସମସ୍ୟାକୁ ଆହୁରି ବଢାଇ ଦେଇଛି। ଏହି…

ମଙ୍କିଫକ୍ସ ରୂପ ବଦଳାଇବା ପ୍ରମାଣ ନାହିଁ

ଜେନେଭା,୨୪।୫: ମଙ୍କିପକ୍ସ ଏବେ ୧୨ରୁ ଅଧିକ ଦେଶକୁ ସଂକ୍ରମିତ ହୋଇଥିବାବେଳେ ଏହି ଭୂତାଣୁ ରୂପ ବଦଳାଇବାର କୌଣସି ପ୍ରମାଣ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପାଖରେ ନାହିଁ। ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ସଂକ୍ରମିତ ହେଉଥିବା ଏହି ଭୂତାଣୁରେ ପରିବର୍ତ୍ତନର ଲକ୍ଷଣ…

ଯୁଦ୍ଧ ଶେଷ କରିବାକୁ ପୁଟିନଙ୍କ ବ୍ୟତୀତ ରୁଷିଆର ଅନ୍ୟ ନେତାଙ୍କ ସହ କଥା ହେବାର କୌଣସି ସୁଫଳ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୨୪ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ମାସ ହୋଇ ଗଲାଣି । ହେଲେ ଏପର୍ଯ୍ୟନ୍ତ କେହି ମୁଣ୍ଡ ନୁଆଁଇଁବାକୁ ରାଜି ନୁହଁନ୍ତି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆର ଏକମାତ୍ର ବ୍ୟକ୍ତି ଯିଏକି…

କମ ସମୟ ମଧ୍ୟରେ ପ୍ରଭାବି ହେଲା କ୍ୱାଡ: ମୋଦି

ଟୋକିଓ,୨୪ ।୫: ଜାପାନର ଟୋକିଓରେ ଚାଲିଥିବା କ୍ୱାଡ ସମ୍ମିଳନୀରେ ୪ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗ ସମେତ ଅନ୍ୟ କିଛି ବିଷୟକୁ ନେଇ ଆଲୋଚନର ହୋଇଛି । ମଙ୍ଗଳବାର ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଆଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…

ନିଷ୍ଠୁର ଶକ୍ତି ବିଶ୍ୱକୁ ଶାସନ ନ କରୁ

ଡାଭୋସ୍‌, ୨୪ା୫: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ୩ ମାସ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ସୋମବାର ବିଶ୍ୱ ଅର୍ଥନୈତିକ ଫୋରମ୍‌ ମଞ୍ଚରେ ଭର୍ଚୁଆଲ ଉଦ୍‌ବୋଧନ ଦେଇଛନ୍ତି। ଜେଲେନ୍‌ସ୍କି କହିଛନ୍ତି, ଏବେ ରୁଷିଆ ଉପରେ ଲାଗିଥିବା…

ଆରମ୍ଭ ହେଲା କ୍ୱାଡ ସମ୍ମିଳନୀ

ଟୋକିଓ,୨୪ ।୫: ଜାପାନ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ସହ ଚତୁର୍ଥ ଶିଖର ବୈଠକରେ ଯୋଗ ଦେଇଛନ୍ତି । କ୍ୱାଡ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏଠାରେ ୪ ଦେଶର ରାଷ୍ଟ୍ର ମୁଖ୍ୟ ହିନ୍ଦ…

ନିରପେକ୍ଷ ରହିବା ସମ୍ଭବ ନୁହେଁ

ଡାଭୋସ୍‌, ୨୪ା୫: ଅନ୍ତର୍ଜାତୀୟ ଆଇନ କଥା ଉଠିଲେ କୌଣସି ପ୍ରସଙ୍ଗରେ ନିରପେକ୍ଷ ରହିବା ସମ୍ଭବ ନୁହେଁ ବୋଲି ଡବ୍ଲ୍ୟୁଇଏଫ୍‌ ବାର୍ଷିକ ସମ୍ମିଳନୀରେ କହିଛନ୍ତି ସୁଇଜରଲାଣ୍ଡ ରାଷ୍ଟ୍ରପତି ଇଗ୍‌ନାଜିଓ କେସିସ୍‌। ଏହା ବଦଳରେ ଆମକୁ କ୍ରୂରତା ଆଗରେ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବା…

ଆଇପିଇଏଫ୍‌ରେ ଭାରତ ସମେତ ୧୨ ରାଷ୍ଟ୍ର

ଟୋକିଓ,୨୪ା୫: ଚାଇନାର ଦାଦାଗିରିକୁ ଦୃଷ୍ଟିରେ ରଖି ଆମେରିକା ଅଣପାରମ୍ପରିକ ବାଣିଜ୍ୟ ଚୁକ୍ତିନାମା ଆରମ୍ଭ କରିଛି। ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌)ରେ ଭାରତ ସମେତ ୧୨ଟି ରାଷ୍ଟ୍ରକୁ ସାମିଲ କରାଯାଇଛି। ଆଇପିଇଏଫ୍‌ ଏକ ପାରମ୍ପରିକ ବାଣିଜ୍ୟ ଡିଲ୍‌ ନୁହେଁ, ବରଂ ଅର୍ଥନୈତିକ ବ୍ୟବସ୍ଥାର…

ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଘେରିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜେନେଭା/ନୂଆଦିଲ୍ଲୀ,୨୪ ।୫: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟ ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୫ତମ ଅଧିବେଶନରେ ସମ୍ବୋଧନ ଦେଇଛନ୍ତି । ମାଣ୍ଡବିୟ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଆମେରିକା-ଚାଇନା ମୁହାଁମୁହିଁ

ଟୋକିଓ/ବେଜିଂ,୨୪ା୫: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ତାଇଓ୍ବାନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଓ ଯୋଜନାକୁ ତାଙ୍କ ସରକାରରେ ଥିବା କେତେଜଣ ବରିଷ୍ଠ ଅଧିକାରୀ ଧରାପକାଇ ଦେଇଛନ୍ତି। ତାଇଓ୍ବାନ୍‌ ଦଖଲର ରୋଡ୍‌ମ୍ୟାପ୍‌ ସମ୍ପର୍କିତ ଆଲୋଚନାକୁ ନେଇ ୫୭ ମିନିଟ୍‌ର ଏକ ଅଡିଓ କ୍ଲିପ୍‌ ପ୍ରଘଟ…

ଜିନ୍‌ପିଙ୍ଗ୍‌ଙ୍କ ‘ମିଶନ ତାଇଓ୍ବାନ୍‌’ ପ୍ରଘଟ

ବେଜିଂ,୨୪ା୫: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ‘ସ୍ବତନ୍ତ୍ର ସାମରିକ ଅଭିଯାନ’କୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧ କରିଆସିଥିବାବେଳେ ରୁଷିଆକୁ ଚାଇନା ସମର୍ଥନ ଜାରି ରଖିଛି।…

ଯୁଦ୍ଧ ଅପରାଧୀଙ୍କୁ ଆଜୀବନ ଜେଲ

କିଭ୍‌, ୨୪ା୫: ୟୁକ୍ରେନ୍‌ରେ ନିରୀହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍‌ ଶିଶିମାରିନଙ୍କୁ କିଭ୍‌ କୋର୍ଟ ସୋମବାର ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?