ସିରିଆ ଗାଁ ଉପରେ ଇସ୍ରାଏଲର ରକେଟ ମାଡ଼…

ଦାମାସକସ୍‌, ୩।୭ : ଲେବାନନ ସୀମା ନିକଟ ସିରିଆର ଏକ ଗାଁ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ସିରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ଆହତ ହୋଇଛନ୍ତି। ଜୁନ ୧୦ ରେ ଦାମାସକସ୍‌ ବିମାନବନ୍ଦର ଆକ୍ରମଣ ପରେ ଏହା ଇସ୍ରାଏଲର ପ୍ରଥମ ଏୟାର ଷ୍ଟ୍ରାଇକ।

ଜୁନ ୧୦ରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ସିରିଆର ଅନ୍ତର୍ଜାତୀୟ ବିମାନବନ୍ଦର ଭିତ୍ତିଭୂମି ଏବଂ ରନୱେରେ ବ୍ୟାପକ କ୍ଷତି ଘଟାଇଥିଲା। ଫଳରେ ମୁଖ୍ୟ ରନୱେକୁ ବ୍ୟବହାର ଯୋଗ୍ୟ ସ୍ଥିତିରେ ନଥିଲା। ଦୁଇ ସପ୍ତାହ ବନ୍ଦ ରହିବା ପରେ ୨୩ଜୁନ ରେ ଏହି ବିମାନବନ୍ଦର ଖୋଲାଯାଇଥିଲା। ରାଷ୍ଟ୍ରାୟତ୍ତ ନ୍ୟୁଜ ଏଜେନ୍ସି ସାନା ଅନୁଯାୟୀ ଉତ୍ତର ଲେବାନନ ଉପରେ ଉଡୁଥିବା ଇସ୍ରାଏଲ ଯୁଦ୍ଧ ବିମାନ ତାରତୁ ସହରର ଦକ୍ଷିଣରେ ଥିବା ହମିଦିଆ ଗାଁର କିଛି କୁକୁଡ଼ା ଫାର୍ମରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ କିଛି ଜିନିଷ ନଷ୍ଟ ହୋଇଯାଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି...

ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ମିଳୁନାହିଁ ପ୍ରେସ କନଫରେନ୍ସରେ ଯିବାକୁ ଅନୁମତି

କାବୁଲ,୧୭।୬: ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଯିବା ପରଠାରୁ ସେଠାରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ବେଳକୁ ବେଳେ ସେଠାରେ ମହିଳାଙ୍କୁ ନେଇ...

ଡକସୁରୀ ଝଡ଼ରେ ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ବେଜିଂ,୧।୮ : ଉତ୍ତର ଚାଇନାର କେତେକ ସ୍ଥାନରେ ଭୟଙ୍କର ଡକସୁରୀ ଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ ବନ୍ୟାରେ ଖେଳନା ପରି ବହୁ ଭାରୀ ଯାନ...

ଦାରିଦ୍ର୍ୟ ଦୂର କରିବ ରୋବୋ

ଓ୍ବାଶିଂଟନ୍‌, ୨ା୧୦: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ବୈଦ୍ୟୁତିକ୍‌ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଏହାର ବାର୍ଷିକ ଏଆଇ ଦିବସ ପାଳନ ଅବସରରେ ଏକ...

ଧରାପଡିଲା ଚାଇନାର ଚାଲାକି

ବେଜିଂ,୧୯।୭: ଭାରତ-ଚାଇନା ସୀମାରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଚାଇନା ସେନା ପ୍ୟାଙ୍ଗୋଙ୍ଗ ହ୍ରଦ ଉପରେ ଏକ ସାମରିକ ଅଭ୍ୟାସ କରି ଏହାର ଏକ...

ବିମାନ ଦୁର୍ଘଟଣାରେ ୩ ମୃତ

ବିମାନ ଦୁର୍ଘଟଣାରେ ୩ ମୃତ ଲିଉଟସ୍କ, ୨୦ା୭ : ଜର୍ମାନ ସୀମାରେ ଏକ ଛୋଟ ବିମାନ ଦୁର୍ଘଟଣା ହେବା ଫଳରେ ୩ଜଣ ପ୍ରାଣ ହରାଇଥିବା ଅଷ୍ଟ୍ରିଆର...

ଆମେରିକାରେ ହୃଦୟ ବିଦାରକ ଦୃଶ୍ୟ: କାର୍‌-ଆମ୍ବୁଲାନ୍ସ-ଘର-ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ନେଇ ଆମେରିକା ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟ ପାଇଁ...

ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ

ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍‌ ପଦାର୍ଥ ଅକାମୀ ହେବା...

Advertisement
Archives

Model This Week