ମସ୍କ, ବେଜୋସଙ୍କ ସମେତ କମିଲା କେତେକ ଅରବପତିଙ୍କ ସମ୍ପତି

ୱାଶିଂଟନ,୩ ।୭: ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତି ପାଖାପାଖି ୬୨ ଅରବ ଡଲାର ତଳକୁ ଖସି ଆସିଛି । ସେହିପରି ଜେଫ ବେଜୋସଙ୍କ ସମ୍ପତି ପ୍ରାୟ ୬୩ ଅରବ ଡଲାର ତଳକୁ ଖସି ଆସିଛି । ବ୍ଲୁମବର୍ଗର ସୂଚନା ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତି ଅଧାରୁ ଅଧିକ ତଳକୁ ଚାଲି ଆସିଛି ।
ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସର ତାଜା ଆକଳନ ଅନୁଯାୟୀ, ୨୦୨୨ର ପ୍ରଥମ ଭାଗ(ଜାନୁୟାରୀରୁ ଜୁନ)ରେ ବିଶ୍ୱର ୫୦୦ ଶୀର୍ଷ ଧନୀ ବ୍ୟକ୍ତିଙ୍କର ସମ୍ପତି ୧୪ ଅରବ ଡଲାର ତଳକୁ ଖସି ଯାଇଛି । ଏହା ବିଶ୍ୱର ଅରବପତି ବର୍ଗଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ କ୍ଷତି ବୋଲି କୁହାଯାଉଛି । କରୋନା ମହାମାରୀ ପରେ ଏହାସବୁଠାରୁ ଅଧିକ କ୍ଷତି । ଏଥିରେ ଟେକ କମ୍ପାନୀଠାରୁ ଆରମ୍ଭ କରି କ୍ରେପ୍ଟୋକରେନ୍ସି ପର୍ଯ୍ୟନ୍ତ ସବୁକୁ ନେଇ ବିଶ୍ଳେଷଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପଛରେ ପକାଇଲା ବ୍ରିଟେନ୍‌: ୧୦ ଦିନରେ ୪୦୦୦ ଶଯ୍ୟା ବିଶିଷ୍ଟ ନାଇଟେଙ୍ଗଲ୍‌ ହସ୍ପିଟାଲର ନିର୍ମାଣ ଶେଷ

ଲଣ୍ଡନ,୨।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଇନାର ପ୍ରସ୍ତୁତିକୁ ବ୍ରିଟେନ୍‌ ପଛରେ ପକାଇ ଦେଇଛି। ଲଣ୍ଡନରେ ବ୍ରିଟେନ ସୈନ୍ୟ ବାହିନୀ ପକ୍ଷରୁ ୪୦୦୦ ଶଯ୍ୟା ବିଶିଷ୍ଟ...

ଚାଇନାରେ ସଂକ୍ରମଣ ୧କୁ ହ୍ରାସ

ବେଜିଂ,୩।୫: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାରେ ଶୁକ୍ରବାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ବାହାରୁ ଆସିଥିବା ମାମଲା ବୋଲି କୁହାଯାଉଛି। ଡିସେମ୍ବର ମାସରେ ପ୍ରଥମେ...

ଏଲିଅନ୍‌ ଖୋଜିବ ଜେମ୍ସ ଓ୍ବେବ୍‌ ଟେଲିସ୍କୋପ୍‌

ଓ୍ବାଶିଂଟନ, ୨୬ା୧୨: ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ...

ସାଧାରଣଠାରୁ ୨ଗୁଣ ଉଚ୍ଚତାର ଶିଶୁ ଜନ୍ମ

ଲଣ୍ଡନ,୨୭।୫: ଦକ୍ଷିଣ-ପୂର୍ବ ଇଂଲଣ୍ଡର ବକିଂହାମ୍‌ଶାୟାରରେ କାଉଣ୍ଟିର ଜଣେ ୨୭ ବର୍ଷୀୟା ଆମି ନାମକ ମହିଳା ଏକ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଶିଶୁର ଉଚ୍ଚତା ଏବଂ ଓଜନ...

ଜାତିସଂଘରେ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା-ଫ୍ରାନ୍ସ…

ନ୍ୟୁୟର୍କ,୨୧।୯ : ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ(ଏସସିଓ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଭାରତୀୟ ବଂଶୋଦ୍ଭବ ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୭ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଚନା ସଚସେବ କୋରହୋନେନ୍‌ଙ୍କୁ ମାଲି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ଏ ନେଇ ହ୍ବାଇଟ୍‌ହାଉସ...

ଆମେରିକାରେ କରୋନା ନେଇଛି ୭ ଲକ୍ଷ ମୁଣ୍ଡ, ସାଢ଼େ ୩ ମାସରେ ଲକ୍ଷେରୁ ଅଧିକ…

ଓ୍ବାଶିଂଟନ,୨।୧୦: ଆମେରିକାରେ କରୋନା ମହାମାରୀ ୭ ଲକ୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତ ସାଢ଼େ ୩ ମାସ ମଧ୍ୟରେ ସ୍ଥିତି ଅତି ଭୟଙ୍କର ଥିବା...

ବିକାଶ ପଥରେ ଆତଙ୍କବାଦ କଣ୍ଟା

ଓସାକା,୨୯ା୬ (ପି.ଟି./ଆଇଏଏନ୍‌ଏସ୍‌): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ,...

Advertisement
Archives

Model This Week