ଅନ୍ତର୍ଜାତୀୟ

ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍‌ଡାଉନ୍‌…

ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ…

ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ, ପୁଟିନ୍‌ଙ୍କୁ ସତ କହିବାକୁ ଡରୁଛନ୍ତି ଅଧିକାରୀ…

ଓ୍ବାଶିଂଟନ, ୩୧।୩ : ଆମେରିକା କହିଛି ଯେ ୟୁକ୍ରେନ ଯୁଦ୍ଧର ପ୍ରକୃତ ସ୍ଥିତି ବିଷୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅବଗତ ନୁହଁନ୍ତି। ହ୍ବାଇଟ ହାଉସ ଗୁପ୍ତଚର ଏଜେନ୍ସି୍‌ ଅନୁସାରେ ୟୁକ୍ରେନ୍‌ରେ ରୁଷିଆ ଅବସ୍ଥା ଖରାପ ହେବାରେ ଲାଗିଛି। ମାତ୍ର ରୁଷିଆ…

ଡବ୍ଲ୍ୟୁଏଚ୍‌ଓର ଚେତାବନୀ, ଟଳିନି କରୋନା ବିପଦ…

ଜେନେଭା, ୩୧।୩ : କରୋନା ମହାମାରୀ ନେଇ ବିଶ୍ୱ ସ୍ବାସ୍ଥ୍ୟ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଜାରି କରାଯାଇଛି। ସଂଗଠନ ପକ୍ଷରୁ ପ୍ରକାଶିତ କରୋନା ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ସପ୍ତାହରେ କରୋନା ମୃତ୍ୟୁ ଘଟଣାରେ ୪୦ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।…

ରୁଷିଆର ଅଭିଯୋଗ, ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି ୟୁକ୍ରେନ୍‌

ମସ୍କୋ,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଶାନ୍ତି ଲାଗି କଥାବାର୍ତ୍ତା ଚାଲିଥିଲେ ବି ଏହାର କୌଣସି ନିର୍ଣ୍ଣାୟକ ମୋଡ ବାହାରିପାରି ନାହିଁ । ଏହାସହ ମସ୍କୋ ଓ କ୍ୱିଭ ପରସ୍ପର ଉପରେ ଅଭିଯୋଗ କରି ଚାଲିଛନ୍ତି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର…

ଅର୍ଥନୈତିକ କରିଡୋର ବାହାନାରେ ଯୁବତୀ ଚୋରା ଚାଲାଣ ର଼୍ୟାକେଟ…

ଇସଲାମାବାଦ/ବେଜିଂ, ୩୧।୩ : କରୋନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସହ ଜଡିତ ପ୍ରକଳ୍ପ ପାଇଁ ଚାଇନାର ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥି ସହିତ, ପାକିସ୍ତାନର ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବତୀମାନଙ୍କର ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ ହେବାରେ ଲାଗିଛି।…

ଡୋନବାସ ଉପରେ ବଡ ଧରଣର ଆକ୍ରମଣ ଯୋଜନାରେ ଅଛି ରୁଷିଆ: ୟୁକ୍ରେନ୍ ରାଷ୍ଟ୍ରପତି

କ୍ୱିଭ୍‌,୩୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୬ ଦିନରେ ପହଞ୍ଚିଲାଣି । ହେଲେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ ଲଗାତାର ଜାରି ରହିଛି । ୟୁକ୍ରେନର ବଡ ବଡ ସହର ଯେମିତିକି ରାଜଧାନୀ କ୍ୱିଭ୍‌, ଖାର୍କିବ, ଲବିବ, ମୋରିଉପୋଲ, ଓଡେସେ ସମେତ…

ଭାରତ ସହିତ ସମୁଦ୍ର ସୁରକ୍ଷା ବୁଝାମଣାରେ ଶ୍ରୀଲଙ୍କା ପାଇଁ କୌଣସି ସମସ୍ୟା ନାହିଁ…

କଲମ୍ବୋ, ୩୧।୩ : ଶ୍ରୀଲଙ୍କା ସରକାର କହିଛନ୍ତି ଯେ ନିକଟରେ ଭାରତ ସହ ସ୍ବାକ୍ଷରିତ ସାମୁଦ୍ରିକ ସୁରକ୍ଷା ଚୁକ୍ତିନାମା ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି ବିପଦ ଅବା ସମସ୍ୟା ସୃଷ୍ଟି ହେଉନାହିଁ। ସେ କହିଛନ୍ତି ଯେ ଦେଶର କିଛି ଗଣମାଧ୍ୟମ…

ଇମ୍ରାନଙ୍କ ଓଲଟା ଗଣତି ଆରମ୍ଭ

ଇସଲାମାବାଦ,୩୧ ।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ପୂର୍ବରୁ ବହୁମତ ହରାଇ ସାରିଛନ୍ତି । ହେଲେ ଗାଦି ଛାଡୁ ନାହାନ୍ତି ବା ଛାଡିବାକୁ ଚାହୁଁ ନାହାନ୍ତି । ସେ ଇସ୍ତଫା ଦେବେ ନାହିଁ ବୋଲି ଅଡି…

ଶ୍ରୀଲଙ୍କାରେ ମିଳୁନି ଖାଦ୍ୟ, ଔଷଧ

କଲମ୍ବୋ,୩୧।୩: ଦ୍ୱୀପଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କ୍ରମେ ଉତ୍କଟ ହେବାରେ ଲାଗିଛି। ଗାଡ଼ିରେ ତେଲ ପକାଇବା ପାଇଁ ଲୋକେ ଦିନ ସାରା ଧାଡ଼ିରେ ଛିଡ଼ାହୋଇ ମୂର୍ଚ୍ଛା ଯାଉଥିବାବେଳେ ରାତିରେ ବିଜୁଳି ରହୁ ନ ଥିବାରୁ ଅନ୍ଧାରରେ ରହିବାକୁ ପଡ଼ୁଛି। ଚଳିତ ମାସ…

ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳି ବୋଲି ଭାବନ୍ତୁ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୩୧ ।୩: ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୩୫ ଦିନରେ ବି ଜାରି ରହିଛି । କେହି ପଛକୁ ହଟିବାକୁ ରାଜି ନୁହେଁ । ଏପଟେ ଯୁଦ୍ଧର ବିଭିଷିକା ମଧ୍ୟରେ ପ୍ରାୟ ୪୦.୧ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡି ପଳାୟନ କରିଛନ୍ତି ।…

ଆଜି ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ, ୩୧ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଭିତରେ ବିଶ୍ୱରେ ନୂଆ ଓ୍ବାଲର୍‌ଡ ଅର୍ଡର (ବିଶ୍ୱର ଘଟଣାବଳୀକୁ ନିୟନ୍ତ୍ରଣ କରୁଥିବା ଏକ ବ୍ୟବସ୍ଥା ଯାହାକି ବୈଶ୍ୱିକ ସ୍ଥିରତା ପାଇଁ ପ୍ରତିଷ୍ଠିତ) ସୃଷ୍ଟି ହେଉଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ରୁଷିଆ ଓ ଚାଇନା ଏହି ଭିଜନ୍‌କୁ…

ଲେଉଟି ମାରୁଛି ରୁଷିଆ

କିଭ୍‌/ମସ୍କୋ, ୩୧ା୩: ଗୋଟିଏ ପଟେ ଶାନ୍ତି ଆଲୋଚନାରେ ଆକ୍ରମଣ ହ୍ରାସ ପ୍ରତିଶ୍ରୁତି, ଅନ୍ୟପଟେ ସୈନ୍ୟ ଗତିବିଧି ବଢ଼ାଇ ଯୁଦ୍ଧର ତୀବ୍ରତା ବୃଦ୍ଧି। ତୁର୍କୀର ଇସ୍ତାନବୁଲରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଆଲୋଚନାରେ ଅଗ୍ରଗତି ହୋଇଥିବା କୁହାଯିବା ପରେ ଯାହା ଆଶା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri