୧୦୦୦ ୟୁକ୍ରେନ୍ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…
ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ୧୯ ଏପ୍ରିଲରେ ରୁଷିଆର ସୈନ୍ୟମାନେ ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାର ବଡ଼ ଅଞ୍ଚଳ…
ଦୋଷ ମାନିଲେ ଯୁଦ୍ଧ ଅପରାଧୀ
କିଭ୍, ୧୯ା୫: ୟୁକ୍ରେନ୍ରେ ନୀରିହ ଜନସାଧାରଣଙ୍କୁ ହତ୍ୟା ଭଳି ଯୁଦ୍ଧ ଅପରାଧ ଘଟାଇଥିବା ଜଣେ ୨୧ ବର୍ଷୀୟ ରୁଷୀୟ ସୈନ୍ୟ ଭାଦିମ୍ ଶିଶିମାରିନ୍ କିଭ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ୟୁକ୍ରେନ୍ରେ ଜଣେ ୬୨ ବର୍ଷୀୟ ନିରସ୍ତ୍ର ବୃଦ୍ଧଙ୍କୁ ଗୁଳି…
ପୁଟିନ୍ଙ୍କ ଅସ୍ତ୍ରୋପଚାର
ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ରକ୍ତ କର୍କଟରେ ପୀଡ଼ିତ ଥିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଗତ ୧୨ ତାରିଖ ରାତିରେ ପୁଟିନ୍ଙ୍କ ଅସ୍ତ୍ରୋପଚାର ହୋଇଥିବା ଏବଂ…
ସମୁଦ୍ରରେ ଲାଗିଛି ପେଟ୍ରୋଲ ଭର୍ତ୍ତି ଜାହାଜ, ନେବା ପାଇଁ ଶ୍ରୀଲଙ୍କା ପାଖରେ ଅର୍ଥ ନାହିଁ
କଲମ୍ବୋ,୧୮ା୫: ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କାର ସାମୁଦ୍ରିକ ଜୋନ୍ରେ ପାର୍କିଂ ହୋଇଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଥିବା ସରକାର…
‘ଆତଙ୍କବାଦ ବିରୋଧୀ ଅଭିଯାନ’ରେ ୯ ମୃତ, ୨୪ ଆହତ
ଇସ୍ଲାମାବାଦ,୧୮ା୫: ତାଜିକିସ୍ତାନ ପୋଲିସ ବୁଧବାର ଏକ ପ୍ରମୁଖ ଘୋଷଣା କରିଛି। ଯେଉଁଥିରେ ଆଫଗାନିସ୍ତାନ ଏବଂ ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ତାଜିକିସ୍ତାନ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛି ବୋଲି କୁହାଯାଇଛି। ଅପରେଶନର ପ୍ରଥମ ଦିନ ବିଷୟରେ ସୂଚନା ଦେବାବେଳେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ…
ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା କରି କବର ଦେଉଥିବାବେଳେ ନିଜେ ଚାଲିଗଲେ
ନ୍ୟୁୟର୍କ,୧୮।୫:ଆମେରିକାର ଦକ୍ଷିଣ କାରୋଲିନାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରି କବର ଦେଉଥିବାବେଳେ ନିଜେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ଦକ୍ଷିଣ କାରୋଲିନାର ୬୦ ବର୍ଷିୟ ଜୋସେଫ ମ୍ୟାକକିନନ୍ ତାଙ୍କର ୬୫ ବର୍ଷିୟା…
ଶ୍ରୀଲଙ୍କାକୁ ୧୬ କୋଟି ଡଲାର ସହାୟତା ଦେଲା ବିଶ୍ୱ ବ୍ୟାଙ୍କ୍
କଲମ୍ବୋ,୧୮।୫:ଶ୍ରୀଲଙ୍କାରେ ଏବେ ଘୋର ଆର୍ଥତ୍କ ସଙ୍କଟ ଦେଖାଦେଇଛି। ଦେଶକୁ ଏହି ସମୟରେ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢାଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ ୱିକେରେସିଂଘେ ବୁଧବାର ସଂସଦରେ କହିଛନ୍ତି, ଦେଶ ବିଶ୍ୱ ବ୍ୟାଙ୍କରୁ ୧୬ କୋଟି ଡଲାର ସହାୟତା ପାଇଛି। ଅର୍ଥନୈତିକ…
ପାଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚାଇନା…
ବେଜିଂ, ୧୮।୫ : ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଚାଇନା ପାଙ୍ଗୋଙ୍ଗ ହ୍ରଦ ଉପରେ ଆଉ ଏକ ପୋଲ ନିର୍ମାଣ କରୁଛି । ଏହା ମାଧ୍ୟମରେ ଚାଇନା…
ଭାରତକୁ ୩୮୦୦କୋଟିର ସହାୟତା କରିବ ଆମେରିକା! ରୁଷିଆ ଅସ୍ତ୍ର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ
ଓ୍ବାଶିଂଟନ୍,୧୮।୫: ଅସ୍ତ୍ରଶସ୍ତ୍ର ପାଇଁ ରୁଷିଆ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଦିଗରେ ଆମେରିକା ବର୍ତ୍ତମାନ ଏକ ବଡ ପଦକ୍ଷେପ ଗ୍ରହଣ କରିପାରେ। ଭାରତକୁ ୫୦୦ମିଲିୟନ ଡଲାର ତଥା ପ୍ରାୟ ୩,୮୦୦କୋଟି ଟଙ୍କାର ସାମରିକ ସହାୟତା ଯୋଗଇଦେବାକୁ ଚିନ୍ତା କରୁଛି ଆମେରିକା।…
ପୁଟିନ୍ଙ୍କୁ ଝଟ୍କା, ସ୍ବିଡ଼େନ୍-ଫିନଲାଣ୍ଡ ନାଟୋରେ ହେବେ ସାମିଲ…
ମସ୍କୋ, ୧୮।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍ଙ୍କୁ ବଡ଼ ଝଟ୍କା ଲାଗିଛି। ୧୮ ମେ’ରେ ନାଟୋ ମିଳିତ ମଞ୍ଚରେ ଯୋଗଦେବା ପାଇଁ ଫିନଲାଣ୍ଡ ଏବଂ ସ୍ବିଡେନ ଆନୁଷ୍ଠାନିକ ଭାବରେ ଆବେଦନ କରିଛନ୍ତି। ଫିନଲ୍ୟାଣ୍ଡ ଏବଂ ସ୍ବିଡେନ କହିଛନ୍ତି ଯେ ୟୁକ୍ରେନ…
ଧୂଳିଝଡ଼ ନେଇ ହାହାକାର, ୪ ହଜାରରୁ ଅଧିକ ହସ୍ପିଟାଲରେ ଭର୍ତ୍ତି, ସ୍କୁଲ-କଲେଜ-ଅଫିସ ବନ୍ଦ…
ବାଗ୍ଦାଦ, ୧୮।୫ : ଇରାକରେ ଭୟଙ୍କର ଧୂଳିଝଡ଼ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁୁ ୪ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ସୋମବାର ଘଟିଥିବା ଧୂଳିଝଡ଼ ଯୋଗୁ ସମଗ୍ର ଦେଶରେ…
ଶ୍ରୀଲଙ୍କା ସଙ୍କଟ: କର୍ମଚାରୀଙ୍କ ଦରମା ଦେବାକୁ ନାହିଁ ଅର୍ଥ, ବିକ୍ରି ହୋଇପାରେ ଏୟାରଲାଇନ୍ସ
କଲମ୍ବୋ,୧୮ ।୫: ଶ୍ରୀଲଙ୍କାରେ ହିଂସକ ପ୍ରଦର୍ଶନ ପରେ ସେଠାରେ ଏବେ ନୂଆ ସରକାର ଗଠନ ସରିଛି । ହେଲେ ଆର୍ଥିକସ୍ଥିତି ପୂର୍ବାପେକ୍ଷା ଆହୁରି ଖରାପ ହେବାରେ ଲାଗିଛି । ଏହି ଅର୍ଥ ବ୍ୟବସ୍ଥାକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ନୂଆ ସରକାର…
Archives


