ମୁଦ୍ରାସ୍ଫୀତି, ୟୁକ୍ରେନ୍ ସମସ୍ୟା ପ୍ରମୁଖ ପ୍ରସଙ୍ଗ
ଡାଭୋସ୍, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍) ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଥିମ୍ ରହିଛି ‘ଓ୍ବାର୍କିଂ…
ମୁହଁ ଢାଙ୍କିବାକୁ ବାଧ୍ୟହେଲୁ
କାବୁଲ, ୨୩ା୫ : ତାଲିବାନୀ କଟକଣା ଆଗରେ ଶେଷରେ ହାର ମାନିଛନ୍ତି ଆଫଗାନ୍ ମହିଳା। ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍ କାବୁଲ ଦଖଲ କରିଥିବାବେଳେ ମହିଳାମାନେ ପ୍ରଥମେ ଦୃଢ଼ ବିରୋଧ କରିଥିଲେ। ନିକଟରେ ତାଲିବାନୀ ଶାସକ ମହିଳା…
‘ୟୁକ୍ରେନକୁ ବଞ୍ଚାଇବା ପାଇଁ ସବୁକିଛି କରିବୁ’
କିଭ୍,୨୨ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ବର୍ତ୍ତମାନ ୪ମାସ ବିତିଗଲାଣି। ତଥାପି ଦୁଇ ଦେଶ ମଧ୍ୟରେ କୌଣସି ସମନ୍ବୟ ଦେଖାଯାଉ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଘୋର ଆକ୍ରମଣ କରୁଛନ୍ତି। ଏଥି ସହିତ ରୁଷିଆ ଦାବି କରିଛି, ୟୁକ୍ରେନର ମାରିଉପୋଲ ଉପରେ…
ୟୁକ୍ରେନ୍ ପଛରେ ରହି ରୁଷିଆ ସହିତ ଆମେରିକା ଲଢୁଛି ଛାୟା ଯୁଦ୍ଧ…
ଓ୍ବାଶିଂଟନ, ୨୨।୫ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୪ ମାସରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଯେ, ରୁଷିଆ ସହିତ ଆମେରିକା ଛାୟାଯୁଦ୍ଧ ଲଢୁଛି। ଆମେରିକା ୟୁକ୍ରେନ୍ ପଛରେ ରହି ଏଭଳି କରୁଛି। ୟୁକ୍ରେନ୍ କୁ ଅସ୍ତ୍ରଶସ୍ତ୍ର, ଟଙ୍କା…
ମାଇକ୍ରୋସଫ୍ଟ ନୁହେଁ, ଏହି ବ୍ରାଣ୍ଡ୍ର ଫୋନ୍ ବ୍ୟବହାର କରନ୍ତି ବିଲ୍ ଗେଟ୍ସ
ଆଜିକାଲି ଯୁଗରେ ସମସ୍ତେ ୍ମହଙ୍ଗା ସ୍ମାର୍ଟଫୋନ କିଣିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜାଣନ୍ତି କି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ ଗେଟ୍ସ କେଉଁ ଫୋନ ବ୍ୟବହାର କରନ୍ତି। ସେ ମାଇକ୍ରୋସଫ୍ଟ କି ଆଇଫୋନ ନୁହେଁ, ସେ…
ଥରିଲା ଫିଲିପାଇନ୍ସ
ମାନିଲା,୨୨ା୫: ଫିଲିପାଇନ୍ସରେ ରବିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଫିଲିପାଇନ୍ସର ମୁଖ୍ୟ ଦ୍ୱୀପପୁଞ୍ଜର ବଟାଙ୍ଗସ ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କାଲାଟାଗନ ସହରର ପ୍ରାୟ ୨୧ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୧୩୨ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି।…
ହିଟଲର-ସଦ୍ଦାମ ହୁସେନଙ୍କୁ ଅନୁସରଣ କରୁଛନ୍ତି ପୁଟିନ୍, ଖାଦ୍ୟରେ ଜହର ଅଛି କି ନାହିଁ ହେଉଛି ଯାଞ୍ଚ୍…
ମସ୍କୋ, ୨୨।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ହଜାର ହଜାର ରୁଷୀୟ ସୈନିକଙ୍କୁ ବଳି ପକାଇ ଦେଇଛନ୍ତି। ପୁଟିନ ନିଜେ ଆଗ ଧାଡ଼ିରେ ଅପେକ୍ଷା ତାଙ୍କ ବିଶ୍ୱସ୍ତ ସାଥୀ ଏବଂ ପରାମର୍ଶଦାତାମାନଙ୍କଠାରୁ ଦୂରଇ ଯାଇ ଅଣ୍ଡରଗ୍ରାଉଣ୍ଡରେ ବଙ୍କର…
ମରିୟମଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଇମ୍ରାନ
ଇସଲାମାବାଦ,୨୨ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଇମ୍ରାନ ଖାନ୍ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି। ମୁଲତାନରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଇମ୍ରାନ ସମ୍ମାନର ସମସ୍ତ ସୀମା ଅତିକ୍ରମ କରିଥିଲେ। ମରିୟମଙ୍କ ଏକ ରାଲି ବିଷୟରେ…
ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍…
ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସ୍ବାଧୀନ ବହିର୍ବ୍ୟାପାର ନୀତି ସାହାଯ୍ୟରେ ଏହା…
ଚାଇନାକୁ ଆପଲର ଝଟ୍କା, ଭାରତରେ ଉତ୍ପାଦନ ଯୋଜନା…
ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ ସୂଚନା ଦେଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ…
ଆନ୍ଥୋନୀ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ…
ମେଲବୋର୍ନ, ୨୧।୫ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ନିର୍ବାଚନରେ ପରାଜିତ ହୋଇଛନ୍ତି। ଅଷ୍ଟ୍ରେଲିଆ ଖବରକାଗଜ ଅନୁସାରେ ୫୩ ପ୍ରତିଶତ ସମର୍ଥନ ସହ ଲେବର ପାର୍ଟି ଆଗୁଆ ରହିଛି। ଅପରପକ୍ଷରେ ସ୍କଟ ମୋରିସନ ନିର୍ବାଚନରେ ପରାଜୟ ଗ୍ରହଣ କରିଛନ୍ତି ଏବଂ ବିରୋଧୀ…
‘ଆମକୁ ବଳାତ୍କାର ବନ୍ଦ କର’; କାନ୍ସ ରେଡ୍ କାର୍ପେଟରେ ଟପ୍ଲେସ୍ ହୋଇ ପ୍ରତିବାଦ କଲେ ମହିଳା
କାନ୍ସ,୨୧।୫: କାନ୍ସ ଫିଲ୍ମ ଫେଷ୍ଟିଭାଲ ରେଡ୍ କାର୍ପେଟରେ ଜଣେ ଅଚିହ୍ନା ଯୁବତୀ ଟପ୍ଲେସ୍ ଅବସ୍ଥାରେ ବଳାତ୍କାର ବନ୍ଦ କର ନାରା ଦେଇ ଚର୍ଚ୍ଚାରେ। ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ରୁଷିୟ ସୈନ୍ୟଙ୍କ ଦ୍ୱାରା ଯୌନ ନିର୍ଯାତନା ସହ ବଳାତ୍କାର ଶିକାର ହେଉଥିବାକୁ ବିରୋଧ…
Archives


