ମୋଦି-ପୁଟିନ୍‌ ଆଲୋଚନା

ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଫୋନ୍‌ ଯୋଗେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିବା ଖବର ପ୍ରକାଶ ପାଇଛି। କୃଷି ସାମଗ୍ରୀ, ଫର୍ଟିଲାଇଜର ଏବଂ ଔଷଧୀୟ ଉତ୍ପାଦ ଉତ୍ପାଦନ ବୃଦ୍ଧି କରିବା ଦିଗରେ ମୋଦି ଓ ପୁଟିନ୍‌ ଆଲୋଚନା କରିଛନ୍ତି। ଅନ୍ୟପଟେ ବୈଷୟିକ ଘଟଣା ଏବଂ ଖାଦ୍ୟ ବଜାର ସମ୍ବନ୍ଧରେ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ନିଜ ମତ ରଖିଥିବା କୁହାଯାଉଛି। ଆଗାମୀ ଦିନରେ ଏଦିଗରେ ଆଲୋଚନା ନିରନ୍ତର ଜାରି ରଖାଯିବ ବୋଲି କୁହାଯାଉଛି। ଗତବର୍ଷ ଡିସେମ୍ବରରେ ପୁଟିନ୍‌ ଭାରତ ଗସ୍ତରେ ଆସିଥିବାବେଳେ ସେ ସମୟରେ ଦୁଇ ରାଷ୍ଟ୍ର ମଧ୍ୟରେ ଚୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି। ରୁଷିଆ, ୟୁକ୍ରେନ୍‌ ଯୁଦ୍ଧ ନେଇ ଭାରତ ସବୁବେଳେ ନିଜର ସ୍ବତନ୍ତ୍ର ଆଭିମୁଖ୍ୟ ରଖିଆସିଛି। ଦ୍ୱିପାକ୍ଷିତ ଆଲୋଚନା ସାଙ୍ଗକୁ କୂଟନୀତି ଜରିଆରେ ଯୁଦ୍ଧକୁ ବନ୍ଦ କରିବା ସମ୍ଭବ ବୋଲି ଭାରତ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱରେ ଭାଇରାଲ ହେଉଛି, ତୁର୍କୀରୁ ଆସିଥିବା ଭାରତୀୟ ମହିଳା ଅଧିକାରୀଙ୍କ ଫଟୋ

ଅଙ୍କାରା,୧୦ ।୨: ତୁର୍କୀ ଓ ସିରିଆରେ ଭୁକମ୍ପ ପ୍ରଭାବିତଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତଥିବା ଜଣେ ଭାରତୀୟ ମହିଳା ସେନାଙ୍କର ଏକ ଫଟୋ ଏବେ ସାରା ବିଶ୍ୱରେ...

‘ମୋଦିଙ୍କ କିଛି ଅବଦାନ ନାହିଁ’

ନୂଆଦିଲ୍ଲୀ,୩ା୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଅବଦାନ ନାହିଁ। ଏପରି କି ରାମମନ୍ଦିର ପ୍ରତିଷ୍ଠା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବାବେଳେ...

ଆଇନ ହେଲା ବ୍ରେକ୍‌ଜିଟ ଚୁକ୍ତି

ଲଣ୍ଡନ,୨୫ା୧(ଆଇଏଏନ୍‌ଏସ୍‌): ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ ଚୁକ୍ତି ସମସ୍ତ ପାର୍ଲମେଣ୍ଟାରୀ ପ୍ରତିବନ୍ଧକ ଅତିକ୍ରମ କରି ରାଣୀଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି।...

କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…

ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ...

ମେହବୁବାଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଅପହରଣ କରିଥିଲେ ୟାସିନ ମଲିକ

ନୂଆଦିଲ୍ଲୀ,୧୫।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଝିଅ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଉଣୀ ରୁବୈୟା ସୟିଦଙ୍କୁ ଜେକେଏଲ୍‌ଏଫ୍‌ର ମୁଖ୍ୟ ୟାସିନ...

ଉପରାଷ୍ଟ୍ରପତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

କାବୁଲ, ୯।୯: ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ସକାଳ ୭ଟା ୩୦ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅମରୁଲ୍ଲା ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ ସହିତ...

ଲଦାଖରେ ବ୍ରିଜ୍‌ ଉଦ୍‌ଘାଟନ କଲେ ରାଜନାଥ: ପାକ୍‌ ଅନୁପ୍ରବେଶ ନ ରୋକିଲେ ଠିକଣା ଜବାବ ଦିଆଯିବ

ଲେହ,୨୨ା୧୦(ପି.ଟି.): ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଇସ୍‌ଲାମାବାଦ ଯଦି ଅନୁପ୍ରବେଶ ବନ୍ଦ ନ...

କଂଗ୍ରେସକୁ ସାମଗ୍ରିକ ନେତୃତ୍ୱ ଲୋଡ଼ା

ନୂଆଦିଲ୍ଲୀ,୧୭ା୩: କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ଏକ ସାମଗ୍ରିକ ଓ ସାମୂହିକ ନେତୃତ୍ୱର ମଡେଲ ଆପଣାଇବାକୁ ପଡ଼ିବ ବୋଲି ବୁଧବାର ଜି-୨୩ ନେତାମାନେ ମତ ପ୍ରକାଶ...

Advertisement
Archives

Model This Week