ଅନ୍ତର୍ଜାତୀୟ

ଇମ୍ରାନଙ୍କୁ ମାଙ୍କଡ଼ ସହ ତୁଳନା କଲେ ମରୀୟମ

ଇସଲାମାବାଦ୍‌,୨୯।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଚେୟାରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ଅନେକ ବିରୋଧୀଦଳ ନେତା ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ଏହି କ୍ରମରେ ପାକିସ୍ତାନର ବିରୋଧୀ ଦଳ ପିଏମ୍‌ଏ-ଏନ୍‌ର ଜାତୀୟ ଉପାଧ୍ୟକ୍ଷା…

ହାଇଓ୍ବେରେ ପଛକୁ ପଛ ବାଡେଇ ହେଲା ୬୦ ଗାଡ଼ି

ପେନ୍ନସିଲଭେନିଆ,୨୯।୩: ଆମେରିକାର ପେନ୍ନସିଲଭେନିଆ ହାଇଓ୍ବେରେ ପଛକୁ ପଛ ବାଡ଼େଇ ହୋଇ ୫୦ରୁ ୬୦ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ପ୍ରବଳ ତୁରଷାପାତ ଯୋଗୁ ସ୍କୁକିଲ କାଉଣ୍ଟିରେ ଇଣ୍ଟରଷ୍ଟେଟ୍‌ ୮୧ ହାଇଓ୍ବେରେ ସୋମବାର ସକାଳ ପ୍ରାୟ ୧୦ଟା ୩୦ରେ ଏଭଳି ଭୟଙ୍କର ସିରିଜ୍‌ ଦୁର୍ଘଟଣା…

ୟୁକ୍ରେନ୍ ଛାଡିଲେଣି ୪୦ ଲକ୍ଷ ଲୋକ

କ୍ୱିଭ୍‌,୨୯ ।୩: ଏକ ମାସରୁ ଅଧିକ ସମୟ ଧରି ଚାଲିଲାଣି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଏଥିରେ ଶହ ଶହ ସେନାଙ୍କ ସମେତ ବହୁ ସାଧାରଣ ନାଗରିକଙ୍କର ମୃତ୍ୟୁ ବି ହେଲାଣି । କେବଳ ସେତିକି ନୁହେଁ ଏହି ଯୁଦ୍ଧରେ ବହୁ ଧନ…

ରାଗରେ ନିଆଁବାଣ ପୁଟିନ: କହିଲେ,ମୁଁ ତାଙ୍କୁ ବର୍ବାଦ କରିଦେବି

ମସ୍କୋ,୨୯।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୩୪ ଦିନ ହେବ ଜାରି ରହିଛି। ଉଭୟ ଦେଶର ପ୍ରତିନିଧୀମାନେ ଗୋଟିଏ ପରେ ଗୋଟିଏ ବୈଠକ ପାଇଁ ଇସ୍ତାନବୁଲରେ ପହଞ୍ଚିଛନ୍ତି। ଯୁଦ୍ଧ ଶେଷ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କ ସହ…

‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା ଘଟଣା ଏବେ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଛି। ଏହି ପୁରସ୍କାର ତଦାରଖ କରୁଥିବା ସଂସ୍ଥା…

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମାରିଉପୋଲରେ ହେଲାଣି ୫ ହଜାର ଲୋକଙ୍କ ମୃତ୍ୟୁ

କ୍ୱିଭ,୨୯ ।୩: ରୁଷିଆ ଆକ୍ରମଣରେ ବେଳକୁ ବେଳ ଧ୍ୱଂସ ହେବାରେ ଲାଗିଛି ୟୁକ୍ରେନର ବଡ ବଡ ସହର । ରୁଷିଆ ସେନାଙ୍କ ଦ୍ୱାରା ୟୁକ୍ରେନର ମାରିଉପୋଲ ସହରରେ ହୋଇଥିବା ଆକ୍ରମଣ ପରେ ଯେଉଁ ଖବର ଆସିଛି ତାହା ଛାତି ଥରାଇ ଦେଇଛି…

ପୁଟିନଙ୍କ ନାଁ ନେଇ ଚାକିରି ହରାଇଲେ ରେଡିଓ ହୋଷ୍ଟ

ନୁର ସୁଲତାନ,୨୯ ।୩: ରୁଷିଆ-ୟକ୍ରେନ୍ ଯୁଦ୍ଧମଧ୍ୟରେ କାଜାକସ୍ତାନର ଜଣେ ରେଡିଓ ହୋଷ୍ଟଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଟିପ୍ପଣି ମହଙ୍ଗା ପଡିଛି । ରେଡିଓ ହୋଷ୍ଟ ଫେସବୁକ ଚ୍ୟାଟ ସମୟରେ କହିଥିଲେ ଯଦି ଆପଣ ଅଧିକ କଥା କହୁଛନ୍ତି ତେବେ…

ଭାରତ ଯାତ୍ରା ସମୟରେ ଥିବା କୋଭିଡ ନିୟମକୁ କୋହଳ କଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ,୨୯ ।୩: ୟୁଏସ୍ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି) ସୋମବାର ଭାରତ ପାଇଁ ତା’ର କୋଭିଡ ୧୯ ଯାତ୍ରା ଆଡଭାଇଜରୀ ସ୍ତର ୩(ହାଇ ରିସ୍କ)ସ୍ତର ୧(ଲୋ ରିସ୍କ)କୁ ବଦଳାଇ ଦେଇଛି । ସିଡିସି ତା’ର ପରାମର୍ଶରେ କହିଛି ଯେ…

ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ: ମୋରିଉପୋଲ ପାର୍କ-ସ୍କୁଲରେ ପୋତି ଦିଆଯାଉଛି ମୃତ ଶରୀର

କ୍ୱିଭ୍‌,୨୯ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୩୩ ଦିନ ପୂରଣ ହୋଇଥିବା ବେଳେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରିଛି । ଏକ ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ ସେନା ଦାବି କରିଛି କି ଏହି ଯୁଦ୍ଧରେ ରୁଷିଆର ବହୁ କ୍ଷତି ହୋଇଥିବା…

ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଇସ୍‌ଲାମାବାଦ,୨୯।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ ବୁଜଦର ସୋମବାର ଇସ୍ତଫା ଦେଇଛନ୍ତି। କେବଳ ଉସ୍‌ମାନ ନୁହନ୍ତି, ହାଉସିଂ ମନ୍ତ୍ରୀ ତତା ପିଏମ୍‌ଏଲ୍‌-କ୍ୟୁ ନେତା…

ନିରପେକ୍ଷ ରହିପାରେ ୟୁକ୍ରେନ୍‌

କିଭ୍‌, ୨୯ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୩୩ ଦିନରେ ପହଞ୍ଚିଥିବାବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏହି ପୂର୍ବ ୟୁରୋପୀୟ ଦେଶ ଏବେ ଅବିଳମ୍ବେ ଶାନ୍ତି ଚାହୁଁଛି। ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମଗ୍ର ବିଶ୍ୱର…

ଛାତ୍ରୀଙ୍କୁ ସ୍କୁଲ ଛାଡୁ ତାଲିବାନ: ୟୁଏନ୍‌ଏସ୍‌ସି

ଓ୍ବାଶିଂଟନ, ୨୯।୩: ଆଫଗାନିସ୍ତାନ ଛାତ୍ରୀମାନଙ୍କୁ ସ୍କୁଲରେ ପାଠ ପଢ଼ିବା ପାଇଁ ଅନୁମତି ଦେବାଲାଗି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ତାଲିବାନ ସରକାରଙ୍କୁ ପରାମର୍ଶ ଦେଇଛି। ଗତ ୨୩ ତାରିଖରେ ସ୍କୁଲ ଖୋଲିବାର କିଛି ସମୟ ପରେ ଛାତ୍ରୀ ପାଠ ପଢୁଥିବା ସ୍କୁଲଗୁଡ଼ିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri