ବରଗଡ଼ରେ ଖସୁଛି କରୋନା ଗ୍ରାଫ୍: ଆଜି ମାତ୍ର ୩୫ ପଜିଟିଭ୍ ଚିହ୍ନଟ, ୮୫୩୪ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା
ବରଗଡ଼ ଅଫିସ,୨୯ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗୁରୁବାର ଜିଲାରେ ମାତ୍ର ୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରେ ଜଣେ, ବରଗଡ଼ ବ୍ଲକର ୨, ଅତାବିରା ବ୍ଲକର ୪, ପଦ୍ମପୁର ବ୍ଲକର…
ବିବାହ ବନ୍ଧନରେ ବାନ୍ଧିହେଲେ ହରିଶ ସାଲ୍ଭେ
ଲଣ୍ଡନ,୨୯ା୧୦: ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ…
ସେନା-ସରକାରଙ୍କ ଉପରେ ରାହୁଲଙ୍କର ନାହିଁ ଭରସା: ନଡ୍ଡା
ନୂଆଦିଲ୍ଲୀ, ୨୯।୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ରାଜକୁମାରଙ୍କର ସେନା ଏବଂ ସରକାରଙ୍କ ଉପରେ ଭରସା ନାହିଁ। ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ…
ଶୁଟିଂ ଚାଲିଛି ତୋ ପାଇଁ କିଛି ବି
ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡ଼ିଆ ସିନେମା ‘ତୋ ପାଇଁ କିଛି ବି’। ଏହାର ଶୁଟିଂ ଏବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଚାଲୁ ରହିଛି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ…
ଆଇସ୍କ୍ରିମପ୍ରିୟ ତମନ୍ନା
ନିଜର ମନ ପସନ୍ଦର ଖାଦ୍ୟ ଖାଇବାକୁ ସେ ତ ପଛାଇ ନ ଥାନ୍ତି। ହେଲେ ଗୋଟିଏ ଜିନିଷ ଦେଖିଲେ ତାଙ୍କ ପାଟିରୁ ଲାଳ ଗଡ଼େ। ତାକୁ ନ ଖାଇବା ପର୍ଯ୍ୟନ୍ତ ତାଙ୍କ ମନକୁ ଶାନ୍ତି ଆସି ନ ଥାଏ। ତାହା କ’ଣ…
ନୂଆ ଯୋଡ଼ି କ୍ରିଷ୍ଣା-ଅସୀମା
ଆଉ ଏକ ନୂଆ ଯୋଡ଼ି ଖୁବ୍ଶୀଘ୍ର ବଡ଼ ପରଦାରେ ମୁହଁ ଦେଖାଇବାକୁ ଯାଉଛନ୍ତି। ଏହି ଯୋଡ଼ି ହେଲେ କ୍ରିଷ୍ଣା-ଅସୀମା। ସୁବ୍ରତ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ଇସ୍କ ତେରେ ନାମ୍’ରେ ଉକ୍ତ ଯୋଡ଼ିକୁ ବ୍ରେକ୍ ଦେଉଛନ୍ତି…
ବିବାହ ଡ୍ରେସ୍କୁ ନେଇ ଟ୍ରୋଲ ହେଲେ ନେହା କକ୍କର, କହିଲେ ସବ୍ୟସାଚୀ ଦେଇଛନ୍ତି ଉପହାର
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହ ଚଳିତବର୍ଷର ଚର୍ଚ୍ଚିତ ବିବାହ। ଏହି ବିବାହ ଉତ୍ସବରେ ନେହାଙ୍କ ପରିବାରବର୍ଗ ଏବଂ ସାଙ୍ଗସାଥୀ ଉପସ୍ଥିତ ଥିଲେ। ବିବାହ ସମୟର ଭିଡିଓ ଏବଂ ଫଟୋ ମଧ୍ୟ ବେଶ୍…
ଶୁକ୍ରବାରଠାରୁ ପୁଣି ଲକ୍ଡାଉନ ଆରମ୍ଭ
ପ୍ୟାରିସ୍, ୨୯।୧୦: ଫ୍ରାନ୍ସ୍ରେ କରୋନା ମହାମାରୀ ସଂକ୍ରମଣ ପୁଣି ଥରେ ଫେରିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଶୁକ୍ରବାରଠାରୁ ପୁଣି ଲକ୍ଡାଉନ୍ ଆରମ୍ଭ ହେବ। ଏ ସମ୍ପର୍କରେ ରାଷ୍ଟ୍ରପତି ଏମାନୁଏଲ୍ ମାର୍କନ ଘୋଷଣା କରିଛନ୍ତି। ଏଠାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ…
ଜଳ ସଂରକ୍ଷଣ ପାଇଁ ଦେଓଘର ସତ୍ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର’
ଦେଓଘର, ୨୯।୧୦: ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝାଡ଼ଖଣ୍ଡର ଦେଓଘର ସତ୍ସଙ୍ଗ ଆଶ୍ରମକୁ ‘ରାଷ୍ଟ୍ରୀୟ ଜଳ ପୁରସ୍କାର-୨୦୧୯’ ପ୍ରଦାନ କରାଯିବ। ଭାରତ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଲାଗି ଦେଓଘର ସତ୍ସଙ୍ଗ ଆଶ୍ରମକୁ ଚୟନ…
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ
ଅହମଦାବାଦ୍,୨୯।୧୦:ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୨ ବର୍ଷ ହୋଇଥିଲା। ନିଃଶ୍ୱସାପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଗୁରୁବାର ସକାଳେ ତାଙ୍କୁ ଅହମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେଶୁଭାଇ ୧୯୯୫ ଏବଂ ୧୯୯୮ରୁ ୨୦୦୧…
ଆଖିବୁଜିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଅନିଲ ନାଇଡୁଙ୍କ ପରଲୋକ ଘଟିଛି। ସେ ଅନେକ ବିଜ୍ଞାପନରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଅମିତାଭ ବଚ୍ଚନଙ୍କ ଫିଲ୍ମ ପା’ ଏବଂ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ମିଶନ ମଙ୍ଗଲ ଏବଂ ପ୍ୟାଡ୍ମ୍ୟାନ୍ର ସହ-ନିର୍ମାତା ଥିଲେ। ଅନିଲ ନାଇଡୁ ଏକ…
ବାୟୁ ପ୍ରଦୂଷଣ କଲେ କୋଟିଏ ଜରିମାନା, ୫ ବର୍ଷ ଜେଲ
ନୂଆଦିଲ୍ଲୀ, ୨୯।୧୦: ଦିଲ୍ଲୀରେ ବାୟୁ ପ୍ରଦୂଷଣସ୍ତର ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀ ଏନ୍ସିଆର୍ରେ ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ କୋଟିଏ ଟଙ୍କା ଜରିମାନା ଏବଂ ୫…
Archives


