ଜେଲ ପରିସରରେ ମିଳିଲେ ଜୀବନସାଥୀ
ଚୌଦ୍ୱାର,୨୬।୨(ଡି.ଏନ.ଏ.): ଚୌଦ୍ୱାର ଜେଲ୍ ପ୍ରତୀକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ ଚାତାର(୧୮)। କାଖରେ ଧରିଥିଲେ ୩ ମାସ ୪ଦିନର ଶିଶୁପୁତ୍ର। ସାଙ୍ଗରେ ଥିଲେ ପରିବାର ଲୋକେ। ପ୍ରତୀକ୍ଷାଳୟକୁ ଆସୁଥିବା ଲୋକମାନେ ମଞ୍ଜୁଙ୍କୁ ପଚାରୁଥିଲେ କ’ଣ ହୋଇଛି। ଏଭଳି…
ନମ୍ବର ୧ ହେଲା ଭାରତ
ଅହମଦାବାଦ,୨୬।୨: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ ଚାରିମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ହୋଇଛି। ଏହି ବୃହତ ବିଜୟ ସହ ଭାରତ ବିଶ୍ୱ…
କେନ୍ଦୁଝରରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ
କେନ୍ଦୁଝର,୨୬।୨(ସ୍ବ.ପ୍ର.) : ଜିଏସ୍ଟି ସରଳୀକରଣ ଦାବିରେ ଭାରତ ବ୍ୟବସାୟ ବନ୍ଦ ଡାକରା କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ବ୍ୟବସାୟୀ ସଂଘ ଏହି ଆନ୍ଦୋଳନ ସାମିଲ ହୋଇଛି। ଫଳରେ କେନ୍ଦୁଝରରେ ସମସ୍ତ ବ୍ୟବସାୟିକ ଦୋକାନ, ବଜାର, ମଲ୍…
କ୍ରିକେଟ୍ ଇତିହାସରେ ୨୨ଥର ପାଇଁ ଘଟିଲା ଏମିତି
ଅହମଦାବାଦ,୨୬।୨: ଇଂଲଣ୍ଡ ବିପକ୍ଷ ପିଙ୍କ ବଲ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ କରି ବାଜିମାତ କରିଛି ଟିମ ଇଣ୍ତିଆ। ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସ୍ପିନରଙ୍କ ଆଗରେ ଇଂଲଣ୍ଡ ଦଳ ଧରାଶାୟୀ ହୋଇଛି। ଫଳରେ ଦୁଇ ଦିନରେ ମାତ୍ର ୧୪୦…
ବଲାଙ୍ଗୀରରେ ବନ୍ଦ୍ର ପ୍ରଭାବ
ବଲାଙ୍ଗୀର ଅଫିସ,୨୬।୨: ସର୍ବଭାରତୀୟ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ଶୁକ୍ରବାର ବନ୍ଦ ପାଳନ ଯୋଗୁ ଜନଜୀବନ ଠପ୍ ହୋଇଯାଇଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବଲାଙ୍ଗୀର ଜିଲା ବଣିକ ସଂଘ ପକ୍ଷରୁ ସକାଳ ୬ଟାରୁ ରାତି…
ବାଲାକୋଟ ଏୟାର ଷ୍ଟ୍ରାଇକ୍କୁ ପୂରଣ ହେଲା ଦୁଇ ବର୍ଷ: ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ରାଜନାଥ, ଶାହା
ନୂଆଦିଲ୍ଲୀ,୨୬ ।୨: ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସିଆର୍ପିଏଫ୍ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ପକ୍ଷରୁ ୨୬ ଫେବୃୟାରୀରେ ପାକିସ୍ତାନର ବାଲାକୋଟରେ ଏୟାର…
୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା
ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର ଉଦ୍ଯାପିତ ହୋଇଛି । ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆନ୍ଦୋଳନକାରୀ ୪୦…
ବତିଘର ଅଞ୍ଚଳ ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡ଼ିଘେରି
ମହାକାଳପଡା,୨୬।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବତିଘର ଫରେଷ୍ଟ ସେକ୍ଶନ ଅଧୀନ ଯୋଗୀଧନକୁଦ ଓ ହଷିଣାକନ୍ଧା ଜଙ୍ଗଲ ଜମି ଅଞ୍ଚଳରେ କିଛିମାସ ପୂର୍ବରୁ ବନ ବିଭାଗ, ରାଜସ୍ବ ଓ ପୋଲିସ ପକ୍ଷରୁ ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଥିଲା। ପରେ ଏହି ଜଙ୍ଗଲ ଜମିରେ ବିଭାଗ…
ଇତିହାସ ରଚିଲେ ରୁଟ୍: ୩୮ ବର୍ଷ ପରେ କଲେ ଏମିତି କାରନାମା
ଅହମ୍ମଦାବାଦ,୨୬।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଘରୋଇ ଦଳ ବିଜୟ ହାସଲ କରିଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ୧୪୫ ରନ କରିଥିଲା। ଇଂଲଣ୍ଡ ଅଧିନାୟକ ତଥା ପାର୍ଟ ଟାଇମ ସ୍ପିନର ଜୋ ରୁଟ ଆଠ ରନ…
କାଗଜକଲମରେ ବାହ୍ୟ ମଳମୁକ୍ତ ବ୍ଲକ
ନାଉଗାଁ,୨୬।୨(ସ୍ବ.ପ୍ର): କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ୨୦୧୫ରୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ସମସ୍ତଙ୍କ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବାହାରେ ମଳତ୍ୟାଗ ନ କରି ଗ୍ରାମାଞ୍ଚଳ ପରିବେଶକୁ ସଫା ରଖିବାକୁ ଲୋକଙ୍କୁ ଗ୍ରାମ୍ୟ ପାନୀୟ…
ଚାଷକରି ଫସିଗଲେ ଆଳୁଚାଷୀ
କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି ନ…
‘ମୁକେଶ ଭାଇ ଏହା କେବଳ ଟ୍ରେଲର୍, ସମସ୍ତ ପ୍ରସ୍ତୁତି ହୋଇସାରିଛି’
ମୁମ୍ବାଇ,୨୬।୨: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ସନ୍ଦେହଜନକ କାର ମିଳିବା ଘଟଣାରେ ୭ ଜଣଙ୍କୁ ପୋଲିସ ପଚରାଉଚରା କରିଛି। କେବଳ ଏତିକି ନୁହେଁ ମୁମ୍ବାଇ ପୋଲିସ ଆଣ୍ଟିଲିଆ ବାହାରେ ସୁରକ୍ଷାକୁ ଆହୁରି କଡାକଡି କରିଛି। ଏହି ସନ୍ଦେହଜନକ…

