Home

ହାଇକୋର୍ଟଙ୍କ ବିବାଦୀୟ ରାୟ: ପୋଷାକ ଉପରେ ହସ୍ତଚାଳନା ନୁହେଁ ଅଶ୍ଳୀଳ ଆଚରଣ

ମୁମ୍ବାଇ, ୨୫।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଏବେ ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ପକ୍ଷରୁ ଯୌନ ନିର୍ଯାତନାର ନୂଆ ପରିଭାଷା ପ୍ରକାଶ ପାଇଛି। ହାଇକୋର୍ଟର ନାଗପୁର ବେଞ୍ଚ୍‌ ପକ୍ଷରୁ ଏକ ମାମଲାରେ ରାୟ ପ୍ରକାଶ ପାଇଛି…

ଏହି ମୁଦ୍ରା ପାଖରେ ଅଛି କି? ହୋଇଯିବେ ଲକ୍ଷପତି

ମା’ ବୈଷ୍ଣୋ ଦେବୀଙ୍କ ମୁଦ୍ରା ଥିବା ବ୍ୟକ୍ତି ଏବେ ହୋଇପାରିବେ ଲକ୍ଷପତି। କିନ୍ତୁ ଏ କଥା ଖୁବ୍‌ କମ୍‌ ଲୋକ ଜାଣିଥିବେ। ଏହି ମୁଦ୍ରା ଦେଲେ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହିପରି ମୁଦ୍ରାକୁ ଆଣ୍ଟିକ୍‌ ଭାବେ ବିବେଚନା କରାଯାଏ।…

ଜବରଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଏମ୍‌ଆଇ କଲୋନୀ ନିକଟସ୍ଥ ୬ ନଂ ଓ୍ବାର୍ଡର ବଳରାମ ପାହାଡ଼ ପାଦଦେଶରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ ସୋମବାର ଆରମ୍ଭ ହୋଇଛି। ଏଠାରେ ୨୦ଟି ବେଆଇନ ଘର ଗଢ଼ି ଉଠିଥିଲା। ପୌର ପଶାସନର…

ଓଡ଼ିଶାର ଏହି ପୋଲିସ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୨୫।୧(ବ୍ୟୁରୋ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୨ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ମିଳିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଘୋଷଣା କରିଛନ୍ତି। ଚଳିତବର୍ଷ ବିଭିନ୍ନ ବର୍ଗରୁ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମେଡାଲ ମିଳିବ। ସେଥିମଧ୍ୟରୁ…

କିଡ୍‌ନୀ ଠକେଇ ର଼୍ୟାକେଟ୍‌ରୁ ପର୍ଦ୍ଦା ହଟିଲାନି

ଭୁବନେଶ୍ୱର,୨୫।୧(ବ୍ୟୁରେ): କିଡ୍‌ନୀ ଦେବାକୁ କହି ବହୁ କୋଟି ଟଙ୍କା ଠକିନେଇଥିବା କେନ୍ଦ୍ରାପଡ଼ାର ହିମାଂଶୁ ଭୂଷଣ ନନ୍ଦଙ୍କ ର଼୍ୟାକେଟର ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ୪ବର୍ଷ ତଳେ ସେ ୩ଜଣ କିଡ୍‌ନୀ ରୋଗୀଙ୍କୁ ଡୋନର ଯୋଗାଇଦେବାରେ ସଫଳ ହୋଇଥିଲେ। ଏଥିପାଇଁ ହିମାଂଶୁ…

କୋହଲିଙ୍କ ଏହି ପଦକ୍ଷେପ ଯୋଗୁ ନଟରାଜନଙ୍କ ଆଖିରେ ଆସିଯାଇଥିଲା ଲୁହ

ଚେନ୍ନାଇ,୨୫।୧: ଅଷ୍ଟ୍ରେଲିଆ ଗସ୍ତରେ କ୍ରିକେଟ୍‌ର ୩ଟି ଫର୍ମାଟରେ ଡେବ୍ୟୁ କରି ଇତିହାସ ରଚିଥିଲେ ଟି. ନଟରାଜନ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଗୋଟିଏ ଫର୍ମାଟରେ ସ୍ଥାନ ମିଳିବ ବୋଲି ଆଶା କରି ନ ଥିବା ନଟରାଜନ ୩ଟି ଫର୍ମାଟରେ ସ୍ଥାନ ପାଇ ଜବରଦସ୍ତ…

ସୁଷମ ଖାଦ୍ୟ ଓ ସକାରାତ୍ମକ ମାନସିକତା

ସୁଷମ ଖାଦ୍ୟ ଖାଇବା ଦ୍ୱାରା ଆମେ ଅନେକାଂଶରେ ସୁସ୍ଥ ରହିଥାଉ। କେବଳ ସେତିକି ନୁହେଁ, ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସୁଷମ ଖାଦ୍ୟ ଓ ସକାରାତ୍ମକ ମାନସିକତା’ ବିଷୟବସ୍ତୁକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର…

ଯାନ ବାହାରେ ମହାକାଶ ବିଚରଣ

ମହାକାଶଚାରୀମାନେ ମହାକାଶଯାନ ଭିତରେ ଅତି ଯତ୍ନର ସହିତ ମହାକାଶକୁ ଯାଆନ୍ତି ଓ ଯାନ ଭିତରେ ରହି ଗବେଷଣା କରନ୍ତିି, ପୁଣି ପୃଥିବୀକୁ ଫେରି ଆସନ୍ତିି। କିନ୍ତୁ ଦରକାର ପଡିଲେ ସେମାନେ ଯାନ ବାହାରକୁ ଆସି ମୁକ୍ତ ମହାକାଶରେ ଉଡ଼ି ଉଡ଼ି କାମ…

ଲଙ୍କାଠାରୁ ବି ଅଧିକ ରାଗ ଏହି ଆଇସ୍‌କ୍ରିମ୍‌

ଚାଇନାର ଲୋକମାନେ ସେମାନଙ୍କ ଅଜବ ଖାଦ୍ୟ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବାଦୁଡିର ସୁପ୍‌ ପିଇବା ଠାରୁ ଆରମ୍ଭ କରି ଭିନ୍ନ ପ୍ରକାରର ପରୀକ୍ଷା ସେ କରିଥାନ୍ତି। ନିକଟରେ ବିଶ୍ୱର ସବୁଠାରୁ ବଡ଼ ଫାଷ୍ଟଫୁଡ୍‌ ଚେନ୍‌ ‘ମାକ୍‌…

କଳିଯୁଗ ଶେଷ-ସତ୍ୟଯୁଗ ଆରମ୍ଭ କହି ୨ ଝିଅଙ୍କୁ ହତ୍ୟା କଲେ ମାତାପିତା

ଚିତୋର, ୨୫।୧: ଅନ୍ଧବିଶ୍ୱାସ ଯୋଗୁ ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପ୍ରିନ୍ସପଲ ଦମ୍ପତିି ସେମାନଙ୍କର ୨ ଝିଅଙ୍କୁ ଡମ୍ବେଲ୍‌ରେ ପିଟି ହତ୍ୟା କରିଛନ୍ତି। ଏଠାକାର ମଦନାପଲ୍ଲେ ଅଞ୍ଚଳରେ ରବିବାର ରାତ୍ରରେ ମାତା ପଦ୍ମଜା ଏବଂ ପିତା…

ଲୋପ ପାଇଲାଣି ଶ୍ରମଜୀବୀଙ୍କ ଟନିକ୍‌

ଯାଜପୁର ଅଫିସ/ ବଡ଼ଚଣା,୨୫।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ସମିଆଁ, ଶାଳପଡ଼ା, ପାରିଆ, ଦର୍ପଣ, ସିହା, କାଇମାଟିଆ ପ୍ରଭୃତି ପାହାଡ଼ିଆ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ବର୍ଷା ଦିନରେ ମୁଖ୍ୟ ଫସଲ ଭାବେ ମାଣ୍ଡିଆ, ମକା, ବାଜରା ଚାଷ କରି ଆସୁଥିଲେ।…

ଅମ୍ଫନ ପ୍ରକଳ୍ପ ଚୟନ ତାଲିକାରେ ଚଞ୍ଚକତା: ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ବାଦ୍‌

ନାଉଗାଁ,୨୫।୧(ସ୍ବ.ପ୍ର.): ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ସେହି ଅନୁସାରେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଅମ୍ଫନରେ ବିପର୍ଯ୍ୟସ୍ତ ହୋଇଥିବା ରାସ୍ତା ଚିହ୍ନଟ କରାଯାଇ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାର କାର୍ଯ୍ୟାଳୟକୁ ତାଲିକା ପଠାଯାଇଥିଲା। ମାତ୍ର ମରାମତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri