Home

ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୧୩ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୯୭ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

CORONAVIRUS UPDATE: ରାଜ୍ୟରେ ୧୬୧୭ ନୂଆ ପଜିଟିଭ୍‌ ଚିହ୍ନଟ, କମୁଛି ସଂଖ୍ୟା

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୪୧…

ଡିପ୍ରେସନ୍‌ର ଶିକାର ହେଲେ ଏହି କ୍ରିକେଟର୍‌

କ୍ରିକେଟ ଖେଳାଳିମାନେ ଉଚ୍ଚ ସ୍ତରରେ ପହଞ୍ଚିବା ପରେ ପ୍ରଚୁର ଅର୍ଥ ରୋଜଗାର କରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ ଉପରେ ଅନେକ ଚାପ ରହିଥାଏ ଏବଂ ସେଥିପାଇଁ ସେମାନଙ୍କୁ ଅନେକ ମାନସିକ ସମସ୍ୟାର ସମ୍ମୁଖୀନ…

ଏସ୍‌ପି ପତାକା ରଙ୍ଗରେ ରଙ୍ଗେଇଲା ରେଲଓ୍ବେ ହସ୍ପିଟାଲ ଶୌଚାଳୟ: ତେଜିଲା ଅସନ୍ତୋଷ

ଗୋରଖପୁର, ୨୯।୧୦: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍‌ପି)ର ପତାକା ରଙ୍ଗରେ ଗୋରଖପୁର ରେଲଓ୍ବେ ହସ୍ପିଟାଲର ଶୌଚାଳୟକୁ ରଙ୍ଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରଶ୍ନ କରାଯାଇଛି।…

ଏହି ଅଭିନେତ୍ରୀଙ୍କ କାର୍‌ ଭିତରୁ ଚୋରି ହୋଇଗଲା ହ୍ୟାଣ୍ଡ୍‌ବ୍ୟାଗ୍‌

ଛୋଟ ପରଦାର ଷ୍ଟାଇଲିସ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରି ହୋଇଯାଇଛି। ଏନେଇ ସେ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ତାଙ୍କ କାରରେ ନିଆଙ୍କ ହ୍ୟାଣ୍ଡବ୍ୟାଗ ଚୋରି ହୋଇଥିଲା। ଖତ୍ରୋରୋଂ କେ…

ପୋଲିସଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌: ସୀମା ଅତିକ୍ରମ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ, ୨୯।୧୦: ସୋସିଆଲ୍‌ ମିଡ଼ିଆରେ କରାଯାଉଥିବା ପୋଷ୍ଟକୁ ନେଇ ସୁପ୍ରିମ୍‌କୋର୍ଟ ପୋଲିସଙ୍କୁ ତାଗିଦ୍‌ କରିଛନ୍ତି। ଲୋକଙ୍କୁ ଏନେଇ ଅଯଥା ହଇରାଣ ନ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି। ପୋଲିସ ନିଜର ସୀମା ଅତିକ୍ରମ ନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ସରକାରଙ୍କ ବିରୋଧରେ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦି

ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରେ ସେ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ମେହେନ୍ଦି ସମାରୋହରେ ଆୟୋଜିତ ହୋଇଛି। କାଜଲ…

କଶ୍ମୀର ପ୍ରସଙ୍ଗ ଅନ୍‌ଲାଇନ୍‌ ଆଲୋଚନାରେ ସାଇବର ଆକ୍ରମଣ: ବାଜିଲା ଶ୍ରୀରାମ-ହନୁମାନଙ୍କ ଭକ୍ତି ସଙ୍ଗୀତ

ଇସଲାମାବାଦ୍‌, ୨୯।୧୦: କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ହେଉଥିବା ଏକ ଅନ୍‌ଲାଇନ୍‌ ଆଲୋଚନା ଚକ୍ରକୁ ଭାରତୀୟ ହ୍ୟାକରମାନେ ହ୍ୟାକ୍‌ କରିନେଇଛନ୍ତି। ହଠାତ୍‌ ଆଲୋଚନାରେ ଶ୍ରୀରାମ ଏବଂ ହନୁମାନଙ୍କ ଭକ୍ତି ସଙ୍ଗୀତ ବାଜି ଉଠିଥିଲା। ଏହାକୁ ନେଇ ଆଲୋଚନାରେ ଯୋଗଦେଥିବା ବୁଦ୍ଧିଜୀବିଙ୍କ ଅକଲ…

ଡିୟୁ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା ନିଷ୍ପତ୍ତି ଓ ନିୟମାବଳୀର ଅନୁପାଳନକୁ ନେଇ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା…

ପ୍ରଥମ ପର୍ଯ୍ୟାୟରେ ୫୩.୫୪% ମତଦାନ

ପାଟନା,୨୯।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ୫୩.୫୪ ପ୍ରତିଶତ ଭୋଟ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟର ୨୪୩ ବିଧାନସଭା କ୍ଷେତ୍ର ମଧ୍ୟରୁ ୭୧ଟିରେ ବୁଧବାର…

ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି

ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଉଭୟ ଭଉଣୀ ଜେସିକା ଏବଂ ଜୟଲା ହିଲକୁ ଘଟଣାସ୍ଥଳରୁ ଗିରଫ…

ଭାରତକୁ ନେଇ ଚିନ୍ତାରେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୯ା୧୦: ପାକିସ୍ତାନରେ ଅସ୍ଥିରତା ସୃଷ୍ଟିକରିବା ଲାଗି ଭାରତ ଆଫଗାନିସ୍ତାନ ମାଟିରୁ ଇସ୍‌ଲାମାବାଦକୁ ଟାର୍ଗେଟ୍‌ କରିପାରେ। ମୋଦି ସରକାର କେବଳ ପାକିସ୍ତାନ ବିରୋଧୀ ନୁହନ୍ତି ବରଂ ଭାରତରେ ରହୁଥିବା ମୁସଲ୍‌ମାନଙ୍କର ମଧ୍ୟ ବିରୋଧୀ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri