Home

ସରକାରୀ ସଂସ୍ଥା କିଣିବେ ‘ମୋ ଖତ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ସରକାରଙ୍କ ସମସ୍ତ ବିଭାଗ ପୌର ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅର୍ଗାନିକ ‘ମୋ ଖତ’ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣିବେ। ଏ ନେଇ ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ ଜଙ୍ଗଲ…

ଶିଶିର କୁମାର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ ରାଜ୍ୟ ସରକାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ସେ ରାଜ୍ୟର…

‘ଲକ୍‌ଡାଉନ ଯୁଗକୁ ଫେରିବାକୁ ଚାହୁଁନାହୁଁ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ବିଭିନ୍ନ ଦେଶରେ ଓ ଭାରତର କେତେକ ରାଜ୍ୟରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣିତ ହେଉଥିବାରୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଆମେ ଆଉ ଲକ୍‌ଡାଉନ ଯୁଗକୁ ଫେରିବା ନାହିଁ। ଏଥିପାଇଁ ସଚେତନତା ଓ କଟକଣା ନିୟମକୁ କଡ଼ାକଡ଼ି ଭାବେ…

ଧାନ କିଣ, କ୍ଷମା ମାଗ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍‌ରୁ ହଟିବାକୁ ରାଜି ନୁହନ୍ତି। ବିରୋଧୀ -ଶାସକଙ୍କ ହଙ୍ଗାମା ଯୋଗୁ ବିଧାନସଭା ଲଗାତର ୫ ଦିନ…

ଜୁସ୍‌ ଦୋକାନରୁ ପ୍ରେମ, ପରେ ଲିଭଇନ୍‌-ବିବାହ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରତ୍ନା ପାଠକ ଶାହଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ ୧୩ ବର୍ଷ ବୟସ୍କ ବଡ଼ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ରତ୍ନା ୧୯୮୨ରେ ବିବାହ କରିଥିଲେ।…

ସାନ ଭାଇଙ୍କୁ ଏପରି ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି ବଡ଼ ଭାଇ, ବର୍ତ୍ତମାନ ସୁଦ୍ଧା ଦେଖିସାରିଲେଣି ୬ ଲକ୍ଷ ୟୁଜର

ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ ତାଙ୍କ ସାନ ଭାଇଙ୍କୁ କହୁଛନ୍ତି, ଏମିତି ନିଃଶ୍ୱାସ ନେଲେ ଶାନ୍ତ ରହିବ। My four…

କୋହଲିଙ୍କ ପରେ କେ.ଏଲ୍‌ ରାହୁଲଙ୍କ ସମର୍ଥନରେ ବାହାରିଲେ କୋଚ୍‌, କହିଲେ ସେ ଭାରତର ସର୍ବଶ୍ରେଷ୍ଠ…

ଅହମ୍ମଦାବାଦ,୧୭।୩: ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ନୈରାଶ୍ୟଜନକ ଫର୍ମକୁ ନେଇ ସମାଲୋଚିତ ହେଉଛନ୍ତି। କାରଣ ସିରିଜର ୩ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ସେ ମାତ୍ର ୧ ରନ୍‌ କରିଛନ୍ତି। ଏପରିକି ଦୁଇଟିରେ ସେ ଶୂନରେ…

ଭାରତ ଆଗରେ ‘କର ବା ମର ସ୍ଥିତି’, ସିରିଜ ଜିତିବା ଲକ୍ଷ୍ୟରେ…

ଅହମ୍ମଦାବାଦ,୧୭।୩: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତୀୟ କ୍ରିକେଟ ଟିମ୍‌ ଆଶା ମୁତାବକ ପ୍ରଦର୍ଶନ କରିପାରିନାହିଁ। ଏଣୁ ଏବେ ମ୍ୟାଚ୍‌ର ସ୍ଥିତି ୨-୧ରେ ରହିଛି। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ଦଳ ସିରିଜ ସମାନ ସ୍ଥିତିକୁ ଆଣିବାକୁ…

ପୂର୍ବରୁ ସିପିଏମ୍‌ ମୋତେ ପିଟୁଥିଲା, ଏବେ ତାହା ଭାଜପା କରୁଛି: ମମତା ବାନାର୍ଜୀ

କୋଲକାତା,୧୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିରେ ଉଭୟ ବିରୋଧୀ ଦଳ ସିପିଏମ ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ, ମୋ ଜୀବନରେ ଅନେକ ଥର ମାଡ ଖାଇଛି। ପୂର୍ବରୁ ସିପିଏମ ମୋତେ ମାଡ ମାରୁଥିଲା, ଏବେ…

ପେଟ୍ରୋଲ ପମ୍ପ୍‌ କର୍ମଚାରୀଙ୍କଠାରୁ ୭ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜେନାପୁର,୧୭।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ ୫୫ ହଜାର ଟଙ୍କା ଓ ୧ଲକ୍ଷ ୬୪ ହଜାର ଚେକ୍‌ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ…

ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୧୭।୩(ସ୍ବ.ପ୍ର.): ଘସିପୁରା ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାର ଘସିପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନନ୍ଦପୁର ପୌରପରିଷଦ ଶୈଲଙ୍ଗସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଘସିପୁରା ବ୍ଲକ ସମ୍ମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ…

ରାମଙ୍କ ବିନା ଭାରତର କାର୍ଯ୍ୟ ଚାଲିପାରିବ ନାହିଁ: ଯୋଗୀ ଆଦିତ୍ୟନାଥ

ଗୁଆହାଟୀ,୧୭।୩:ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏଠାରେ ଏକ ରାଲି କରୁଛନ୍ତି। ଯୋଗୀ ଆଦିତ୍ୟନାଥ ଆସାମର ହୋଜାଇରେ ରାଲି କରୁଛନ୍ତି। ରାଲି ପୂର୍ବରୁ ଆଦିତ୍ୟନାଥ ଗୁଆହାଟୀର ପ୍ରସିଦ୍ଧ କାମାକ୍ଷା ମନ୍ଦିରକୁ ପୂଜା କରିଥିଲେ। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri