Home

ଅଧିକ ଭୋଟ ନୋଟାକୁ ଗଲେ ଫଳାଫଳ ରଦ୍ଦ ହେଉ

ନୂଆଦିଲ୍ଲୀ,୧୬।୩(ପି.ଟି.): ନିର୍ବାଚନରେ ଯଦି ସର୍ବାଧିକ ଭୋଟ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌)କୁ ଯାଏ ତେବେ ଫଳାଫଳ ରଦ୍ଦ କରି ସାନି ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)…

ଜଶପ୍ରୀତ ବୁମ୍‌ରାଙ୍କ ବିବାହ ଦିନ ଦୁଃଖ ଗୀତ ଗାଇ ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଭାରତୀୟ ପେସ୍‌ ବୋଲର୍‌ ଜଶପ୍ରୀତ ବୁମ୍‌ରା ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଗତ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି। ଉଭୟ ନିଜ ସମ୍ପର୍କୀୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ବୁମରା ଏକ ସୁନ୍ଦର ବାର୍ତ୍ତା ସହିତ ଦୁଇଟି ଫଟୋ…

ଚାଷୀଙ୍କୁ ମେଘାଳୟ ରାଜ୍ୟପାଳଙ୍କ ସମର୍ଥନ

ନୂଆଦିଲ୍ଲୀ,୧୬।୩: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ସମର୍ଥନ କରିଛନ୍ତି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଅନୁରୋଧ…

ଷଡ଼ଯନ୍ତ୍ର ମୋତେ ରୋକି ପାରିବ ନାହିଁ: ମମତା

କୋଲକାତା,୧୬।୩: କୌଣସି ଷଡ଼ଯନ୍ତ୍ର ତାଙ୍କୁ ରାଜ୍ୟରେ ନିର୍ବାଚନ ପ୍ରଚାରରୁ ଅଟକାଇପାରିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କହିଛନ୍ତି। ହୃଦ୍‌ସ୍ପନ୍ଦନ ଚାଲୁଥିବାଯାଏ ଭାଜପା ବିରୋଧରେ ଲଢ଼େଇ ଜାରି ରଖିବେ। ନିର୍ବାଚନ ଜିତିବାକୁ ଭାଜପା…

ସିଂହକୁ ଡ୍ରଗ୍ସ ଦେଇ ଫଟୋଶୁଟ୍‌

ବିବାହବେଳେ ବରକନ୍ୟା ଏକ ସିଂହ ଛୁଆ ସହ ଫଟୋଶୁଟ୍‌ କରିଛନ୍ତି। ସେହି ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଥିବାବେଳେ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଟି ବରକନ୍ୟାଙ୍କ ସହ ବସିଥିବା ଦେଖାଯାଇଛି। ଏ…

ଚିନ୍ତା ବଢ଼ାଇଲାଣି ସଂକ୍ରମଣ

ନୂଆଦିଲ୍ଲୀ,୧୬।୩: କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଦେଶରେ ମୋଟ ୨୬,୨୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୮ ଜଣଙ୍କ ଜୀବନ ଯାଇଛି। ନୂଆ ମାମଲାର ୭୮.୪୧ ପ୍ରତିଶତ କେବଳ ୫ଟି ରାଜ୍ୟରେ ଦେଖିବାକୁ ମିଳିଛି।…

ସ୍ବାଭାବିକ ହେଉନି ଗୃହ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଶାସକ-ବିରୋଧୀ ମୁହଁାମୁହିଁ ହୋଇଛନ୍ତି। କେହି ନିଜ ଜିଦ୍‌ରୁ ଓହରିବାକୁ ରାଜି ନୁହନ୍ତି। ଏଥିଯୋଗୁ ଲଗାତର ୩ ଦିନ ଧରି ବିଧାନସଭା ଅଚଳ ହୋଇଛି। ଧାନକିଣା ବ୍ୟବସ୍ଥାକୁ…

ଅଟକିଲା ବର୍ଦ୍ଧିତ ହୋଲ୍‌ଡିଂ ଟିକସ

ଭୁବନେଶ୍ୱର, ୧୬ା୩ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବର୍ଦ୍ଧିତ ଟିକସ ଲାଗୁକୁ ବିଭିନ୍ନ ବର୍ଗରୁ ପ୍ରବଳ ବିରୋଧ ହେବା ପରେ ସରକାର ପଛଘୁଞ୍ଚା ଦେଇଛନ୍ତି। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏଭଳି…

ଜାତୀୟ ସବ୍‌ଜୁନିୟର ମହିଳା ହକି: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ସିମଡେଗାଠାରେ ଚାଲିଥିବା ୧୧ତମ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଓଡ଼ିଶା ୫-୧ ଗୋଲରେ ପଞ୍ଜାବକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଦୀପିକା ବାର୍‌ଓ୍ବା ୩୭…

ପ୍ରଶଂସକଙ୍କୁ ବଡ଼ ଝଟ୍‌କା ଦେଲେ ଏହି ପ୍ରସିଦ୍ଧ ଅଭିନେତା

ନିକଟରେ ବଲିଉଡ ଅଭିନେତା ଅମିର ଖାନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନର ଗୋଟିଏ ଦିନ ପରେ ସେ ନିଜ ପ୍ରଶଂସକମାନଙ୍କୁ ଝଟ୍‌କା ଦେଇଛନ୍ତି। ଏକ ପୋଷ୍ଟରେ ଜନ୍ମଦିନର ଶୁଭେଚ୍ଛା ପାଇଁ ସେ ଲୋକମାନଙ୍କୁ ଧନ୍ୟବାଦ ଦେବା ସହ ଏହା ତାଙ୍କ…

ରାଜ୍ୟ ଜୁନିୟର କୁସ୍ତି ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କୁସ୍ତି ଆସୋସିଏଶନ ଆନୁକୂଲ୍ୟରେ କଟକର ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଜୁନିୟର ଏବଂ କ୍ୟାଡେଟ୍‌ ବାଳକ ଫ୍ରିଷ୍ଟାଇଲ କୁସ୍ତି ପ୍ରତିଯୋଗିତା ସୋମବାର ଆରମ୍ଭ ହୋଇଛି। ଜୁନିୟର ବିଭାଗରେ ୧୮ରୁ ୨୦ ବର୍ଷ ବର୍ଗରେ ୫୭,…

ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ମିଷ୍ଟର ଓଡ଼ିଶା ୨୦୨୧

ଭୁବନେଶ୍ୱର, ୧୬ା୩ (ସ୍ପୋଟର୍‌ସ ବ୍ୟୁରୋ)-ରଶ୍ମି ରଞ୍ଜନ ସାହୁ ମିଷ୍ଟର ଓଡ଼ିଶା ୨୦୨୧ ବିବେଚିତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱର ବଡିବିଲ୍‌ଡିଂ ଆସୋସିଏଶନ ଏବଂ ଶ୍ରୀଶ୍ରୀ ଲିଙ୍ଗରାଜ ସେନାର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ୧୮ତମ ସିନିୟର ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଚାଲିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri