Home

ବିଶ୍ୱର ସବୁଠୁ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌, ଯେଉଁଠି ଅଟକିଯାଏ ନିଃଶ୍ୱାସ

ଆପଣ ଅନେକ ରୋମାଞ୍ଚକର ରାସ୍ତାରେ ଯିବାଆସିବା କରିଥିବେ। କିନ୍ତୁ କେବେ ବିପଦପୂର୍ଣ୍ଣ ରେଳ ଟ୍ରାକ୍‌ରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି ଏକ ଭୟଙ୍କର ଟ୍ରାକ୍‌ ସମୟରେ। ଯେଉଁଠି ଅଟକି ଯାଇଥାଏ ନିଃଶ୍ୱାସ। ଏପରି ଏକ ବିପଦପୂର୍ଣ୍ଣ…

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ କିଟ୍‌, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା ଓ ଗଞ୍ଜାମ ଦଳ ବିଜୟ ହାସଲ…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ ଏହି ପାଣି

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି ନ ଥାଏ। ଡାଇବେଟିସ୍‌ ଥିଲେ ରୋଗୀ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ପ୍ରଭାବିତ ହୋଇଥାଏ। ତେଣୁ…

ଏହି ପ୍ରକାରର ପୁଅଙ୍କ ପ୍ରତି ପ୍ରଭାବିତ ହୁଅନ୍ତି ଝିଅ…

ଝିଅମାନେ କେଉଁ ପ୍ରକାରର ପୁଅଙ୍କ ପ୍ରତି ବେଶ୍‌ ପ୍ରଭାବିତ ହୋଇଥାନ୍ତି ତାହା ଜାଣିବାକୁ ଯୁବକମାନେ ସବୁବେଳେ ଚାହିଁଥାନ୍ତି। ପୁଅଙ୍କର କେଉଁ ପ୍ରକାରର ପର୍ସନାଲିଟି ପ୍ରତି ଝିଅମାନେ ବେଶ୍‌ ଆକର୍ଷିତ ହୁଅନ୍ତି ତାହାକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ ମଧ୍ୟ ହୋଇଛି ।…

୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲ୍‌

କେନ୍ଦୁଝର,୨୮ା୧(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଏକ ଗଣବଳାତ୍କାର ମାମଲାର ଶୁଣାଣି କରି ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡାଦେଶ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ କରାଦଣ୍ଡ ଭୋଗିବାକୁ…

ସ୍ତ୍ରୀ ହତ୍ୟାକାରୀଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ଅତିରିକ୍ତ ଜିଲା ଓ ଦୌରା ଜଜଙ୍କ କୋର୍ଟରେ ବୁଧବାର ଏକ ଯୌତୁକ ଜନିତ ସ୍ତ୍ରୀ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଓ ଦୌରାଜଜ(୧) ପ୍ରବୀର କୁମାର ଚୌଧୁରୀ ଏହାର ବିଚାର କରି…

‘ଏସ୍‌’ ନାମଧାରୀ ଝିଅ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର: ଜାଣନ୍ତୁ ସେମାନଙ୍କ ପ୍ରକୃତି ବିଷୟରେ…

ରାଶି ଅନୁଯାୟୀ ଏବଂ ରାଶିରେ ଲେଖାଯାଇଥିବା ପ୍ରଥମ ନାମରୁ ଜଣେ ବ୍ୟକ୍ତି ଏବଂ ତାର ପ୍ରକୃତି ବିଷୟରେ ଜଣାପଡ଼ିଥାଏ। ତେବେ ଜାଣିବା ଏସ୍‌ ନାମଧାରୀ ଝିଅଙ୍କ ବିଷୟରେ। -ଏହି ଝିଅମାନେ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। -ଏସ୍‌ ନାମଧାରୀ ଝିଅମାନେ ବହୁତ…

ଶ୍ରୁତିଙ୍କୁ ଜନ୍ମଦିନରେ ମିଳିଲା ଏହି ସ୍ବତନ୍ତ୍ର ଉପହାର

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର କମଲ ହାସନଙ୍କ ଝିଇ ତଥା ଅଭିନେତ୍ରୀ ଶ୍ରୁତି ହାସନଙ୍କର ଆଜି ଅର୍ଥାତ୍‌ ଗୁରୁବାର ହେଉଛି ଜନ୍ମଦିନ। ଇତିମଧ୍ୟରେ ଶ୍ରୁତିି ୩୫ ବର୍ଷର ହୋଇଯାଇଛନ୍ତି। ଅଭିନୟ ବ୍ୟତୀତ ସଂଗୀତରେ ମଧ୍ୟ ସେ ପ୍ରଶଂସକଙ୍କୁ ବାନ୍ଧି ପାରିଛନ୍ତି। ଜନ୍ମଦିନର…

ପ୍ରଥମ ବିମାନଯାତ୍ରାକୁ ନେଇ ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ‘ଲିଟଲ୍‌ ବୟ’

ନୂଆଦିଲ୍ଲୀ,୨୮।୧: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଟଲ୍‌ ବୟ। ସୋସିଆଲ ପୃଷ୍ଠାରେ ହାର୍ଦ୍ଦିକ ପୁଅଙ୍କ ସହ ଏକ ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହେଉଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ମୋ ପୁଅର ଏହା ପ୍ରଥମ…

ଏଥିପାଇଁ କୁଲଦୀପଙ୍କ ସ୍ଥାନରେ ସୁନ୍ଦରଙ୍କୁ ବାଛିଥିଲେ ରାହାନେ, ଏବେ କହିଲେ ମନକଥା

ଚେନ୍ନାଇ,୨୮।୧: ଅଷ୍ଟ୍ରେଲିଆରେ ଲଗାତାର ଦୁଇଟି ଟେଷ୍ଟ ସିରିଜ୍‌ ଜିତିବା ପରେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସାରେ ଶତମୁଖ। ଏହି ବିଜୟ ପଛରେ ଦିଗ୍ଗଜ ଖେଳାଳି ନୁହନ୍ତି ବରଂ ଯୁବ ଖେଳାଳିଙ୍କ ଶ୍ରେୟ ଅଧିକ ରହିଛି। ବିଶେଷଭାବେ ଶୁଭମନ ଗିଲ, ମହମ୍ମଦ…

ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗିସାରିଛନ୍ତି ଏହି ମହିଳା ଖେଳାଳି: ଏକଦା ପୁଅ ସାଜି ନେଇଥିଲେ ଟ୍ରେନିଂ

ଭାରତୀୟ ମହିଳା କ୍ରିକେଟ ଦଳର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ ଶେଫାଲୀ ବର୍ମା ଜାନୁୟାରୀ ୧୮ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ହରିୟାଣାର ରୋହତକ ଜିଲାର ଏହି ଖେଳାଳିଙ୍କୁ ଏକଦା କୌଣସି କ୍ରିକେଟ ଏକାଡେମୀରେ ଆଡ୍‌ମିଶନ ମିଳୁ ନ ଥିଲା। ତେଣୁ ତାଙ୍କ…

ଇଂଲଣ୍ଡ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିପାରନ୍ତି ଅଶ୍ୱିନ, ମାତ୍ର ୨୮ ଉଇକେଟ…

ନୂଆଦିଲ୍ଲୀ,୨୮।୧: ଦୀର୍ଘ ୧୧ ମାସ ପରେ ଘରୋଇ ମଇଦାନରେ ଖେଳିବାକୁ ଯାଉଛି ଟିମ୍‌ ଇଣ୍ଡିଆ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଜିତି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ଫେବୃୟାରୀରୁ ସିରିଜ୍‌ ଖେଳିବ। ୪ ବର୍ଷ ପୂର୍ବେ ଇଂଲଣ୍ଡକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri