ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିବ ୧୧ ରାଫାଲ
ନୂଆଦିଲ୍ଲୀ, ୮।୨: ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ୧୧ ରାଫାଲ ଯୁଦ୍ଧ ବିମାନ ମିଳିବ। ସେହିପରି ୨୦୨୨ ଏପ୍ରିଲ୍ ସୁଦ୍ଧା ଅନ୍ୟ ୧୭ଟି ରାଫାଲ ଭାରତ ଆସିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ରାଜ୍ୟ ସଭାରେ ସୂଚନା…
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ବନ୍ଧାହେଲେ ସୁରେଶଙ୍କ ସମେତ ୬
ଭୁବନେଶ୍ୱର,୮।୨(ବ୍ୟୁରୋ): ସରକାରୀ ପ୍ରତିଷ୍ଠାନରେ ସେକ୍ସ ର଼୍ୟାକେଟ ଚଳାଥିଲେ ସରକାରୀ ବାବୁ। ସମ୍ପୃକ୍ତ ଥିଲେ ଅଫିସରଙ୍କ ସମେତ କର୍ମଚାରୀ ଓ ଦଲାଲ। ଭୁବନେଶ୍ୱର ପଳାସପଲ୍ଲୀସ୍ଥିତ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ୍ କେନ୍ଦ୍ରରେ ଯୌନ ଶୋଷଣ ଘଟଣାର ମାଷ୍ଟରମାଇଣ୍ଡ୍ ତଥା…
ଧାର୍ଯ୍ୟ ସମୟରେ କୋର୍ସ ସରିବା ନେଇ ଆଶଙ୍କା
ଖୋର୍ଦ୍ଧା ଅଫିସ,୮।୨: କୋଭିଡ୍ ଗାଇଡ୍ଲାଇନ୍ ପାଳନ ସହ ସୋମବାରଠାରୁ ଶ୍ରେଣୀଗୃହରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୨ରୁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଚାଲିଥିଲା। ଏବେ ସ୍କୁଲ ଖୋଲିବା ପରେ…
ଶ୍ରୀମନ୍ଦିର ବିକାଶରେ ବାଧା ହେବନି: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୮।୨(ବ୍ୟୁରୋ): ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ(ଏନ୍ଏମଏ୍)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଅଧିନିୟମରେ…
ଅମଠପୁର ଉପନିର୍ବାଚନ: ୩ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର
ବରୀ,୮।୨(ଡି.ଏନ.ଏ.): ଆସନ୍ତା ୧୧ରେ ବରୀ ବ୍ଲକ୍ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଓ୍ବାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ମୋଟ ୩୬୩୨ ମତାଦାତା ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ…
ଯବାନ ଅବା ଚାଷୀ ନୁହନ୍ତି, ମୋଦିଙ୍କ ପାଇଁ ଶ୍ରେଷ୍ଠ କେବଳ ଉଦ୍ୟୋଗପତି: ରାହୁଲ
ନୂଆଦିଲ୍ଲୀ,୮।୨: କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଲଗାତାର ଘରିବାର ଉଦ୍ୟମ କରୁଛି। ଏହି ମର୍ମରେ କେନ୍ଦ୍ର ବଜେଟକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୍ୁ ଟାର୍ଗେଟ୍ କରିଛନ୍ତି। ରାହୁଲ ସୋମବାର ଟୁଇଟ୍ କରି କହିଛନ୍ତି ଯେ, ବଜେଟ ଦେଶର କେତେ ଜଣ…
ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ
କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାର ନାମ ଘୋଷଣା ହୋଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୨ବର୍ଷ ପୂରିଛି। ତେବେ…
ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଖାସ୍ ଦିନ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ବିଶାଳ ୫୭୮ ରନ୍ ସ୍କୋର ଛିଡା କରିଛି। ଏହାର ଜବାବରେ ଭାରତ ତୃତୀୟ ଦିନ ଖେଳ ଶେଷ…
ଟନେଲରେ ଅଟକି ରହିଛନ୍ତି ୩୦ ଜଣ
ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ କିଛି ଜାଣିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଇତିମଧ୍ୟରେ ନିଖୋଜଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟ…
ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ରେ ଅଧିନାୟକ ଦାୟିତ୍ୱ ତୁଲାଇ ଥିବା ଆଜାରୁଦ୍ଦିନ ନିଜ କ୍ୟାରିୟର ଅନେକ ରେକର୍ଡ ହାସଲ କରିଛନ୍ତି। ୧୯୬୦, ଫେବୃୟାରୀ…
ବିଜେଡିର ୮ ନୂତନ ସହପର୍ଯ୍ୟବେକ୍ଷକ
ଭୁବନେଶ୍ୱର,୮।୨(ବ୍ୟୁରୋ): ବିଜେଡି ପକ୍ଷରୁ ରବିବାର ସୁନ୍ଦରଗଡ ଜିଲା ସହିତ ୭ଟି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ୮ ନବନିଯୁକ୍ତ ସହପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ସୁନ୍ଦରଗଡ ଜିଲା ଲାଗି କୁନା ବିହାରୀ ଦାସଙ୍କୁ ସହ…
ରବିବାର ଶିକ୍ଷାଦାନ ବନ୍ଦ ନ କଲେ ଆଇନର ଆଶ୍ରୟ ନେବ ଓଷ୍ଟା
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଗତ ଜାନୁୟାରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ସରକାର ୧୦୦ ଦିନର ଶିକ୍ଷାଦାନ ଅବଧି ସ୍ଥିର କରି ରବିବାର ଶିକ୍ଷାଦାନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ…
Archives


