ଚାଇନାର ଚିନ୍ତା ବଢ଼ାଇଛି ରାଫାଲ
ବେଙ୍ଗାଲୁରୁ, ୪।୨: ଭାରତର ରାଫାଲ ଯୁଦ୍ଧ ବିମାନ ଚାଇନାର ଚିନ୍ତା ବଢ଼ାଇଛି। ତେଣୁ ଚାଇନା ଏଲ୍ଏସିରେ ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଛି ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଆର୍.କେ.ଏସ୍. ଭାଦୁରିଆ ଗୁରୁବାର ପ୍ରକାଶ କରିଛନ୍ତି। ପୂର୍ବ ଲଦାଖରେ ଭାରତ ଚାଇନା…
ମୁହଁ ଖୋଲିଲେ ରାହାନେ, କୋହଲିଙ୍କୁ ନେଇ ଏମିତି କହିଲେ
ଚେନ୍ନାଇ,୪।୨: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟରେ ଅଧିନାୟକ ଭାବରେ ଅଜିଙ୍କେ ରାହାଣେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଚ୍ୟାଲେଞ୍ଜିଂ ଟେଷ୍ଟ ସିରିଜରେ ରାହାଣେ ବିରାଟ କୋହଲିଙ୍କୁ ପଛରୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ରାହାଣେ ଏହା ମଧ୍ୟ କହିଛନ୍ତି…
ଖାଲି ଲୋକ ନୁହେଁ, ଘରେ ମଦ ବି ପହଞ୍ଚାଇବ ‘ଉବର’
ଅନ୍ଲାଇନ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଉବର ବର୍ତ୍ତମାନ ଲୋକଙ୍କ ଘରେ ନେଇ ମଦ ପହଞ୍ଚାଇବ। ଏହି କମ୍ପାନୀ ୧.୧ ବିଲିୟନ ଡଲାରରେ ସ୍ଥାନୀୟ ମଦ ଦୋକାନରୁ ମଦ ନେଇ ଲୋକଙ୍କ ଘରେ ପହଞ୍ଚାଇବ। ଏହି ସୁବିଧା ଭାରତରେ ନୁହେଁ, ଆମେରିକାରେ ଉପଲବ୍ଧ…
ବ୍ୟାଙ୍କରେ ନକଲି ସୁନା ରଖି ୨ କୋଟି ଋଣ ନେଇଥିଲେ ଦମ୍ପତି
ଥାଣେ, ୪।୨: ବ୍ୟାଙ୍କରେ ସୁନା ଅଳଙ୍କାର ରଖି ଲୋକେ ଋଣ ନେଇଥାନ୍ତି। ତେବେ ମହାରାଷ୍ଟ୍ର ଥାଣେ ଜିଲାରେ ଥିବା ସମବାୟ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୨ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ…
ଚୌରି-ଚୌରା ଶତାବ୍ଦୀ ସମାରୋହ: ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ମୋଦି
ଗୋରଖପୁର, ୪।୨: ଉତ୍ତରପ୍ରଦେଶରେ ଚୌରି-ଚୌରା ଶତାବ୍ଦୀ ସମାରୋହ ଗୁରୁବାର ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଏକ ଭର୍ଚୁଆଲ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶହୀଦ୍ଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଛନ୍ତି। ଏହି ଅବସରରେ ମୋଦିଙ୍କ ଦ୍ୱାରା…
ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…
ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ ଫୁଡ୍,…
ଧୋନୀଙ୍କ କପି କଲେ କୋହଲି
ଚେନ୍ନାଇ,୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଫେବୃୟାରୀ ୫ରୁ ଚେନ୍ନାଇର ଚେପକ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ମଙ୍ଗଳବାରଠାରୁ ଟିମ ଇଣ୍ଡିଆ ଚେନ୍ନାଇରେ ଅଭ୍ୟାସ ଆରମ୍ଭ କରିଛି।…
ଜଙ୍ଗଲରେ ଖଞ୍ଜା ଯାଇଥିଲା ବମ୍, ଗିଳିଦେଲା ବଳଦ; ଆଉ ତା’ ପରେ…
ପରଜଙ୍ଗ,୪।୨(ଡି.ଏନ୍.ଏ.): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ବମ୍ ଖାଇ ଗୋଟିଏ ବଳଦ ଗୁରୁତର ହୋଇପଡ଼ିଛି। ଘଟଣାଟି ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ୍ ରେଞ୍ଜ ସୋଲଗାଁ ଜଙ୍ଗଲରେ। ଗ୍ରାମର ଶିଖର ସାହୁଙ୍କ ବଳଦ ସୋଲଗାଁ ଗ୍ରାମ୍ୟ ଜଙ୍ଗଲକୁ ଚରିବା ପାଇଁ…
୧୫ ତାଲିବାନ ଆତଙ୍କବାଦୀ ନିହତ
କନ୍ଧାହାର, ୪।୨: ଆଫଗାନିସ୍ତାନରେ ସୈନ୍ୟବାହିନୀଙ୍କ ପାଲଟା ଆକ୍ରମଣରେ ୧୫ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। କନ୍ଧାହାରର ଦକ୍ଷିଣ ଅଞ୍ଚଳରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଆତଙ୍କବାଦୀଙ୍କ ଶିବିର ଥିବା ଅଞ୍ଚଳରେ…
ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିବାକୁ ଏତିକି ଟଙ୍କା ନିଅନ୍ତି ସେଲିବ୍ରିଟି
ଆଜିକାଲି ସୋସିଆଲ ମିଡିଆ ବେଶ୍ ଲୋକପ୍ରିୟତା ହାସଲ କରିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନେ ସୋସିଆଲ ମିଡିଆ ଜରିଆରେ ନିଜ ମତ ପ୍ରକାଶ କରୁଛନ୍ତି। କିନ୍ତୁ ଜାଣନ୍ତି କି ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିବାକୁ ସେଲିବ୍ରିଟିମାନେ ଟଙ୍କା ନେଇଥାନ୍ତି। ଭାରତୀୟ…
ଏନ୍ଏସି ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ଦିଆଗଲା ନିଯୁକ୍ତି
ପୁରୁଷୋତ୍ତମ ପୁର, ୪।୨(ଡି.ଏନ.ଏ.): ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି। ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର। ସହରରେ ଘରକୁ…
ଝରାଫୁଲକୁ ନେଇ ଯାଇଥିବା ସ୍କୁଟି ଜବତ
ଯାଜପୁର ଅଫିସ୍, ୪।୨: ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁକୁ ଆଜି ୯ ଦିନ ପୂରିଛି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଉପରୁ ପରଦା ହଟିପାରି ନାହିଁି। ଝରାଫୁଲଙ୍କୁ ମୃତଦେହକୁ ଯେଉଁ ସ୍କୁଟିରେ ବସାଇ ଯାଜପୁର ନିଆଯାଇଥିଲା ସେହି ସ୍କୁଟି ପୋଲିସ…
Archives


