Home

ପୋଲିସ ଗୁଳିରେ ୫ ନିହତ

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ପ୍ରବଳ ବିରୋଧ କରାଯାଇଛି। ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳି ଚଳାଇଛି। ଏଥିରେ ୫ ନିହତ ଓ ଅନେକେ ଆହତ ହୋଇଛନ୍ତି। ରାଜଧାନୀ ଢାକା ସମେତ…

ଭାରତର ଏହି ସହରରେ ଖୋଲିଲା ପାନର ଏଟିଏମ୍‌, ବାର୍‌ କୋଡ୍‌ ସ୍କାନ କଲେ ମିଳିବ ମନ ପସନ୍ଦର ପାନ

ଭାରତୀୟ ସଂସ୍କୃତିରେ ପାନର ଗୁରୁତ୍ୱ ରହିଛି। ପ୍ରତ୍ୟେକ ମାଙ୍ଗଳକ କାର୍ଯ୍ୟରେ ପ୍ରଥମେ ଖୋଜାପଡ଼େ ପାନ। ପାନ ନ ଥିଲେ ପୂଜା ଯେମିତି ଅଧୁରା। ସେହିପରି ଭାରତରେ ଅନେକ ପାନପ୍ରିୟ ଲୋକ ଅଛନ୍ତି। ସେଥିପାଇଁ ଦୋକାନ ବଜାରରୁ କିଣି କି ହେଉ କି…

କଳିଙ୍ଗରେ ହେବ ମହିଳା ଏସିଆନ କପ୍‌

କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବ। ଏହି ଇଭେଣ୍ଟର ଅନ୍ୟତମ ଭେନ୍ୟୁ ରୂପେ ଭୁବନେଶ୍ୱରକୁ ବଛାଯାଇଛି। ସେହିପରି ନଭି ମୁମ୍ବାଇ ଓ…

ଆଧିପତ୍ୟ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୭ା୩ ଅନୁଗୋଳ ସହରରେ ଭିଡ଼ ନିୟନ୍ତ୍ରଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଜବରଦଖଲ ହଟାଉଛି ପୌର ପ୍ରଶାସନ। ବିଶେଷକରି ରାସ୍ତା ପାର୍ଶ୍ୱକୁ ଜବରଦଖଲ କରି ଦିଆଯାଇଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରି ସେଠାରେ ବାଡ଼ ବୁଲାଯାଉଛି। କିନ୍ତୁ ଏଥିରେ ସମସ୍ୟା ସୃଷ୍ଟି…

ନୂଆ ସିଜନ୍‌, ଏଣୁ ନୂଆ ଲୁକ୍‌

ନୂଆଦିଲ୍ଲୀ,୨୬।୩: ଆଉ ଦିନ କେଇଟାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜ୍‌ଗୁଡ଼ିକ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାନେ ନୂଆ…

ବିବାହ ପରେ କାମକୁ ଫେରିଲେ ବୁମ୍‌ରାଙ୍କ ପତ୍ନୀ, ପ୍ରଶଂସକ ପଚାରିଲେ ଏଭଳି ପ୍ରଶ୍ନ

ପୁଣେ,୨୬।୩: ଭାରତୀୟ ଟିମ୍‌ର ଷ୍ଟାର ବୋଲର୍‌ ଜସପ୍ରିତ ବୁମ୍‌ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଟେଲିଭିଜନ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଥିଲେ ସେ। ଏବେ ବିବାହକୁ ମାତ୍ର କେଇଟା ଦିନ ବିତିଥିବା ବେଳେ ସଞ୍ଜନା ଶନିବାର କାମକୁ ଫେରିଥିବା…

ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…

ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେଏଲ୍‌ ରାହୁଲ। ଦୀର୍ଘ ଏକ ବର୍ଷ ପରେ ସେ କ୍ୟାରିୟରର…

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି ଦେଉଥିବା ଦେଖାଯାଇଛି। ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଜସ୍ଥାନରେ ଦୁର୍ନୀତି ନିବାରଣ…

ବଲିଉଡ୍‌ରେ ବଢ଼ୁଛି କରୋନା କାୟା: ଆମିର-କାର୍ତ୍ତିକଙ୍କ ପରେ ଏହି ସୁପରମଡେଲ କୋଭିଡ୍‌ ପଜିଟିଭ୍‌

ବମ୍ବେ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ପରେ ଏବେ ସୁପର ମଡେଲ୍‌ ମିଲିନ୍ଦ ସୋମନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କିଭଳି ଭାବେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିନାହିଁ।…

ରାଷ୍ଟ୍ରପତି ଅସୁସ୍ଥ: ଛାତିରେ ଯନ୍ତ୍ରଣା ଯୋଗୁ ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୬।୩: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ରୁଟିନ୍‌ ଯାଞ୍ଚ କରାଯିବା ସହ ସ୍ବାସ୍ଥ୍ୟ ଉପରେ ନଜର…

ଯୁବରାଜଙ୍କ ନୂଆ ଲୁକ୍‌କୁ ଦେଖି ପୂର୍ବତନ ପ୍ରେମିକା ଦେଲେ ଏଭଳି ପ୍ରତିକ୍ରିୟା

କ୍ରିକେଟ ପଡ଼ିଆରେ ଆମେ ବହୁତ ଥର ସିକ୍ସର କିଙ୍ଗ୍‌ ଯୁବରାଜ ସିଂହଙ୍କୁ ୪/୬ ମାରିବାର ଦେଖିଛୁ। କିନ୍ତୁ ତାଙ୍କର ନୂଆ ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲମ୍ବା କେଶ ଏବଂ ଆଖିରେ ହଳଦିଆ ରଙ୍ଗର ଚଷମା ଲଗାଇଥିବା…

ବଡ଼ଖରିଡ଼ାରେ ଅଗ୍ନିକାଣ୍ଡ: ୮ ପରିବାର ସର୍ବସ୍ବାନ୍ତ, ତହସିଲଦାରଙ୍କ ପକ୍ଷରୁ ସହାୟତା

ପୁରୁଷୋତ୍ତମପୁର, ୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଗୁରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୮ ଟି ପରିବାର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ଆସବାବପତ୍ର ସମେତ ଧାନ, ଚାଉଳ, ଲୁଗାପଟା ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri