ବିରାଟ କୋହଲିଙ୍କ ପରେ ବାପା ହେଲେ ଏହି ଖେଳାଳି: ସାମ୍ନାକୁ ଆସିଲା ପୁଅର ଫଟୋ
ମହାମାରୀ କରୋନା ସମୟରେ ଅନେକ କ୍ରିକେଟରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜର ଅଲ୍ରାଉଣ୍ଡର ଏବଂ କେକେଆର୍ ଖେଳାଳି ସୁନୀଲ…
ଘନେଇଲା ରାଜନୈତିକ ସଙ୍କଟ: ସାମ୍ବିଧାନିକ ପରିଷଦ ବୈଠକ ଡକାଇଲେ ଓଲି
ନୂଆଦିଲ୍ଲୀ, ୨।୨: ନେପାଳରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସାମ୍ବିଧାନିକ ପରିଷଦ ବୈଠକ ଡକାଇଛନ୍ତି। ବୈଠକ ବୁଧବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ଭଙ୍ଗ ବିରୋଧରେ ଶିକ୍ଷାର୍ଥୀଙ୍କ ପକ୍ଷରୁ କାଠମାଣ୍ଡୁରେ ହୋଇଥିବା…
ଖବରଦାତାଙ୍କୁ ଫୋନ୍କରି ଗାଳିଗୁଲଜ କରିଥିଲେ ଏହି ସୁପରଷ୍ଟାର
ଭୋଜପୁରୀ ସୁପରଷ୍ଟାର ଦୀନେଶ ଲାଲ ଯାଦବ ଓରଫ୍ ନିରହୁଆ ମଙ୍ଗଳବାର ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଫେବୃଆରୀ ୨, ୧୯୭୯ରେ ଉତ୍ତରପ୍ରଦେଶ ଗାଜିପୁରର ଟଣ୍ଡଓ୍ବା ଗାଁରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଜଣେ ଅଭିନେତା ସାଙ୍ଗକୁ ରାଜନେତା ମଧ୍ୟ ଅଟନ୍ତି।…
ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର ୫୧ ଟଙ୍କା ଥିବାବେଳେ ରାମଙ୍କ ଭାରତରେ ୯୩ ଟଙ୍କା : ସ୍ବାମୀଙ୍କ କଟାକ୍ଷ
ନୂଆଦିଲ୍ଲୀ, ୨।୨: ଦେଶରେ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦାମ୍ ନେଇ ଭାଜପାର ରାଜ୍ୟ ସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ,ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର…
ଏହି କଥାରେ ଡରିଯାଇ ୫ ଦିନ କାନ୍ଦିଥିଲେ ହ୍ରିତିକ୍ ରୋଶନ
ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍ ହୈ’ ରିଲିଜ୍ ହେବା ଇତିମଧ୍ୟରେ ୨୧ ବର୍ଷ ହୋଇଯାଇଛି। ୨୦୦୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ରାକେଶ ନିଜ ପୁଅ ହ୍ରିତିକ୍ ରୋଶନଙ୍କୁ ବଲିଉଡ୍ରେ ଲଞ୍ଚ୍ କରିବାକୁ ତିଆରି କରିଥିଲେ।…
ଅପହୃତା ନାବାଳିକାଙ୍କୁ ଖୋଜିବା ପାଇଁ ପୋଲିସ ମାଗୁଛି ପେଟ୍ରୋଲ !
ଲକ୍ଷ୍ନୌ, ୨।୨: ଉତ୍ତରପ୍ରଦେଶର କାନପୁର ଜିଲାରେ ଗୁଡ଼ିଆ ନାମ୍ନୀ ଜଣେ ଦିବ୍ୟାଙ୍ଗ ମହିଳା ପୋଲିସ ବିଭାଗ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ନାବାଳିକା ଝିଅଙ୍କୁ ଗତ ମାସରେ ଜଣେ ସମ୍ପର୍କୀୟ ଅପହରଣ କରିନେଇଥିବା ସେ କହିଛନ୍ତି। ତେବେ ଏନେଇ ସେ…
କାନ୍ଥ ନୁହେଁ ସମ୍ପର୍କର ସେତୁ ସ୍ଥାପନ କରନ୍ତୁ ସରକାର: ରାହୁଲ
ନୂଆଦିଲ୍ଲୀ, ୨।୨: କୃଷି ଆଇନ ନେଇ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀ ଯେଭଳି ଦିଲ୍ଲୀରେ ପ୍ରବେଶ ନ କରିପାରିବେ ସେଥି ପାଇଁ ଗାଜିପୁର ଏବଂ ଟିକିରି ସୀମାରେ ବ୍ୟାରିକେଡିଂ କରାଯିବା ସହିତ ରାସ୍ତାରେ ଲୁହା ଛଡ଼…
କୃଷି ଆଇନ ନେଇ ରାଜ୍ୟସଭା ଅଚଳ
ନୂଆଦିଲ୍ଲୀ,୨।୨: କୃଷି ଆଇନକୁ ନେଇ ମଙ୍ଗଳବାର ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନ ଭଳି କଳା ଆଇନକୁ ସରକାର ଫେରାଇ ନେବା ଆବଶ୍ୟକ ବୋଲି ହଟ୍ଟଗୋଳ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରି…
ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କ ପାଟିରେ ଦିଆଗଲା ସାନିଟାଇଜର
ୟାଭଟାମାଲ,୨।୨: ମହାରାଷ୍ଟ୍ରର ୟାଭଟାମାଲ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୫ ବର୍ଷରୁ କମ୍ ବୟସ୍କ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଭୁଲ୍ରେ ସାନିଟାଇଜର ଖାଇବାକୁ ଦିଆଯାଇଛି। ସାନିଟାଇଜର ଖାଇବା ପରେ ଶିଶୁମାନେ ଅସୁସ୍ଥ ହେବା…
ନିର୍ବାଚନ ଉପରେ ନଜର
ନୂଆଦିଲ୍ଲୀ,୨।୨: ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଥିବାବେଳେ ବଜେଟରେ ଏହି ରାଜ୍ୟକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଭାଷଣରେ ପଶ୍ଚିମବଙ୍ଗ ଜନ୍ମିତ ନୋବେଲ ପୁରସ୍କାରପ୍ରାପ୍ତ କବି ରବୀନ୍ଦ୍ରନାଥ…
ବଜେଟ ୨୦୨୧-୨୨
ମୁଖ୍ୟାଂଶ ସ୍ବାସ୍ଥ୍ୟ ବଜେଟ ୯୪,୦୦୦ କୋଟିରୁ ୨.୩୮ ଲକ୍ଷ କୋଟିକୁ ବୃଦ୍ଧି ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା କୋଭିଡ୍ ଟିକା ପାଇଁ ୩୫,୦୦୦ କୋଟି ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ୪୯%ରୁ ୭୪%କୁ ବଢ଼ିଲା ରେଲଓ୍ବେକୁ…
ଠକିଗଲେ ଚାଷୀକୁଳ
ନୂଆଦିଲ୍ଲୀ,୨ା୨:୩ ନୂଆ କୃଷି ଆଇନକୁ ନେଇ ମୁହଁାମୁହିଁ ସ୍ଥିତିରେ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ କୃଷକ ଆନ୍ଦୋଳନରତ। ଚାଷୀଙ୍କ ଧାରଣା ୭୧ ଦିନରେ…
Archives


