Home

ଘରକୁ ଫେରିଲେ ବିରାଟ କୋହଲି: ଏବେ ସ୍ତ୍ରୀଙ୍କ ସହ ମିଶି କରିବେ ଏହି କାମ

ଆଇପିଏଲ ୨୦୨୧ର ୧୪ତମ ସିଜନକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଆଇପିଏଲର ସ୍ଥଗିତାଦେଶ ପରେ ଖେଳାଳିମାନେ ନିଜ ନିଜ ଘରକୁ ଫେରୁଛନ୍ତି। ଏହି କ୍ରମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ମଧ୍ୟ ମୁମ୍ବାଇରେ ଥିବା ନିଜ ଘରକୁ…

ଏହିସବୁ ବଲିଉଡ୍‌ ସେଲିବ୍ରିଟିଙ୍କ ପାଖରେ ଅଛି ନିଜର ବିମାନ

ସାଧାରଣତଃ ବଲିଉଡ ସେଲିବ୍ରିଟିମାନେ ବିଳାଶପୂର୍ଣ୍ଣ ଜୀବନଯାପନ କରନ୍ତି। ସେମାନଙ୍କ ପାଖରେ କେବଳ କୋଟି କୋଟି ଟଙ୍କାର କାର୍‌ ନାହିଁ, ନିଜଶ୍ୱ ବିମାନ ମଧ୍ୟ ଅଛି। ଜାଣନ୍ତୁ ସେହିସବୁ ସେଲିବ୍ରିଟିମାନଙ୍କ ବିଷୟରେ… ଅଜୟ ଦେବଗନ: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ୬ସିଟ ବିଶିଷ୍ଟ…

ପଶ୍ଚିମବଙ୍ଗ ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ: ମମତା…

କୋଲକାତା,୫।୫: ପଶ୍ଚିମବଙ୍ଗରେ ଘଟିଥିବା ହିଂସା ପାଇଁ ନିର୍ବାଚନ ଆୟୋଗ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ରାଜ୍ୟପାଳ ଜଗଦୀପ୍‌ ଧାନଖାରଙ୍କୁ କହିଛନ୍ତି। ରାଜ୍ୟପାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମମତା ଏଭଳି ପ୍ରକାଶ କରିଛନ୍ତି। ରାଜ୍ୟର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ଗତ ୩…

ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା: ସ୍ବାସ୍ଥ୍ୟ ସୁବିଧା ଲାଗି ୫୦ ହଜାର କୋଟିର ଋଣ…

ନୂଆଦିଲ୍ଲୀ,୫।୫: ଦେଶରେ ଜାରି ରହିଥିବା କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ ବୁଧବାର ଏକ ଗଣମାଧ୍ୟମ ସମ୍ମିଳିନୀରେ ସୂଚନା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ…

୯ ସନ୍ତାନଙ୍କୁ ଏକାସଙ୍ଗେ ଜନ୍ମଦେଲେ ମହିଳା…

ବାମାକୋ,୫।୫: ଗୋଟିଏ ନୁହେଁ ଦୁଇଟି ନୁହେଁ, ଏକାସଙ୍ଗେ ୯ଜଣ ସନ୍ତାନଙ୍କୁ ଜଣେ ମହିଳା ଜନ୍ମ ଦେଇଛନ୍ତି। ଆଫ୍ରିକାର ମାଲିରେ ଏଭଳି ଘଟିଛି। ୨୫ ବର୍ଷ ବୟସ୍କା ହଲିମା ସିସ୍ସେ୍‌ ନାମକ ମହିଳା ମରକ୍କୋର ହସ୍ପିଟାଲରେ ପ୍ରସବ କରିଥିବା ଜଣାପଡ଼ିଛି। ମା’ ଏବଂ…

ଜାଡେଜାଙ୍କୁ ‘ସାର୍‌ ଜାଡେଜା’ ଡାକିବାରୁ ମିଳିଲା ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ,୫।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ (ଆଇପିଏଲ ୨୦୨୧)ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସର ସୁପରଷ୍ଟାର ରବିନ୍ଦ୍ର ଜାଡେଜା ଆଇପିଏଲ ୨୦୨୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରବିନ୍ଦ୍ର ଜାଡେଜାଙ୍କ…

୬୪ ବଲ୍‌ରୁ ୧୨୪ ରନ୍‌ର ବିସ୍ଫୋରକ ଇନିଂଶ ଖେଳିଲେ ଏହି ବ୍ୟାଟ୍ସମ୍ୟାନ୍‌: ମ୍ୟାଚ୍‌ ପରେ ଖୁସିରେ ଦେଲେ ଏମିତି ଉପହାର

ନୂଆଦିଲ୍ଲୀ,୫।୫: ଆଇପିଏଲର ୧୪ତମ ସିଜିନ କରୋନା କାରଣରୁ ସ୍ଥଗିତ ରଖାଯାଇଛି। ଆଇପିଏଲ ସ୍ଥଗିତାଦେଶ ପରେ ରାଜସ୍ଥାନ ରୟାଲ୍ସ ଏକ ଫଟୋ ଶେୟାର କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜସ୍ଥାନର ଜୋସ ବଟଲର ୬୪ ବଲରେ ୧୨୪…

ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା …

କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ତୃତୀୟ ଥର ପାଇଁ ବୁଧବାର ୧୦ଟା ୪୫ରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜଗଦୀପ୍‌ ଧାନଖାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କରୋନା…

ପଞ୍ଚାୟତ ନିର୍ବାଚନ: ଏସ୍‌ପି ଆଗରେ, ଭାଜପା ପଛରେ…

ଲକ୍ଷ୍ନୌ,୫।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଭାଜପାକୁ ସମାଜବାଦୀ ପାର୍ଟି (ଏସ୍‌ପି) ପଛରେ ପକାଇ ଆଗୁଆ ରହିଛି। ରାଜ୍ୟର ୭୫ ଜନପଦରେ ଥିବା ମୋଟ ୩୦୫୦ ଆସନ ମଧ୍ୟରୁ ଏସ୍‌ପି ଖାତାକୁ ୭୪୭ ଆସନ ଯାଇଛି। ସେହିପରି ଭାଜପା ୬୬୬ ଆସନରେ ବିଜୟୀ…

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ଅପହରଣ: ଜୀବନରୁ ମାରିଦେବାକୁ ଧମକ

ସିଡନୀ,୫।୫: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ। ଏହି ଘଟଣା ଗତ ମାସରୁ ହୋଇଛି। ଯେଉଁଠାରେ ମ୍ୟାକଗିଲଙ୍କୁ ତାଙ୍କ ସିଡନୀ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏପ୍ରିଲ ୧୪ରେ ନ୍ୟୁ ସାଉଥ ୱେଲ୍ସ ପୋଲିସ ଅପହରଣ…

ଆଇପିଏଲ୍‌ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍‌: ପ୍ରଶଂସକ କହିଲେ ବାଃ ବାଃ

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇର ନିଷ୍ପତ୍ତିର କିଛି ଘଣ୍ଟା ପରେ ଅଷ୍ଟ୍ରେଲୀୟ…

କରୋନା ତାଣ୍ଡବ: ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି…

ନୂଆଦିଲ୍ଲୀ,୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?